ସାମ୍ନାକୁ ଆସିଲା Aklant ଙ୍କ ଚିକିତ୍ସା ସମୟର ପୁରା ଘଟଣା, ସବୁ ଖୋଲି କହିଲେ AIIMS ଡାକ୍ତର

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ସ୍ବ-ର୍ଗ-ତଃ ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଆଉ ଏ ଦୁନିଆରେ ନାହାନ୍ତି । ନିଜ ବାପା, ମା ଆଉ ଶେଷରେ ସାନା ଭାଇ ଙ୍କୁ ହ-ରା-ଇ-ଛ-ନ୍ତି ଓଲିଉଡ ଅଭିନେତା ଅମ୍ଳାନ ଦାସ । ଏବେ ପୁରା ପରିବାରରେ ଶୋକର ଛାୟା ଖେଳି ଯାଇଛି । ଅକ୍ଲାନ୍ତଙ୍କ ଚିକିତ୍ସା କୁ ନେଇ ଏମ୍ସ ମେଡିକଳାର ଡାକ୍ତର ଏକ ସାକ୍ଷାତକାର ରେ ନିଜର ମତଦାନ କରିଛନ୍ତି ।

ସେ କହିଛନ୍ତି ଯେ “ଅକ୍ଲାନ୍ତ ଯେବେ ପ୍ରଥମ ଏକ୍ସ କୁ ଆସିଲେ ସେତେବେଳେ ଆଗରୁ କ୍ରୋନିକ ଲିଭର ରୋଗରେ ପୀଡିତ ଥିଲେ ଯାହାକୁ ଯକୃତ ରୋଗ କୁହାଯାଏ । ଅକ୍ଲାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁ-ରୁ-ତ-ର ଥିଲା । ଏହା ସହ ନିମୋନିଆ ହେବ ସହ ରକ୍ତରେ ଇନ୍ଫକେସନ ମଧ୍ୟ ହୋଇଥିଲା । ଏଭଳି 3ଟି ରୋଗରେ ପୀଡିତ ଥିଲେ ଅକ୍ଲାନ୍ତ । ତୁରନ୍ତ ଅକ୍ଳାନ୍ତଙ୍କୁ ଆସିୟୁରେ ଆଡମିସନ କରାଯାଇଥିଲା ।

ଆଉ ଆମ ଟିମ ଓ ନାର୍ସ ମାନେ ଚିକିତ୍ସା ଆରମ୍ଭ କରତିଥିଲେ । ସମୁର୍ଣ୍ଣ ଚେଷ୍ଟା କରିଥିଲେ ସମସ୍ତେ । 12ରୁ 18 ଦିନ ମଧ୍ୟରେ ସାମାନ୍ଯ ଇମ୍ପୃଭେମେଣ୍ଟ ହୋଇଥିଲା ଅକ୍ଲାନ୍ତ ଙ୍କର ଚିକିତ୍ସା ପରେ । କିନ୍ତୁ ତାଙ୍କ ଶରୀରର ଇନ୍ୟୁନୀଟି ପାୱାର ବହୁତ କମ ହୋଇ ଯାଇଥିଲା । ଯାହା ଫଳରେ ନିମୋନିଆ ସେକେଣ୍ଡ ଟାଇମ ଆଟାକ କରିଥିଲା ।

ସେତେବେଳେ ଲଂସ ଏତେ ଇନଫେକସନ ହୋଇଥିଲା କି ତାଙ୍କୁ ଭେଣ୍ଟିଲେଟର ନେବାକୁ ପଡିଲା । ଯେବେ ସପୋର୍ଟ ଥେରାପି ଦେଲେ ବି ତାଙ୍କ ଶରୀରର ରେସ୍ପଣ୍ଡ କରି ନ ଥିଲା । ଧୀରେ ଧୀରେ ତାହା ଅତି ସିରିଏସ ଅବସ୍ଥାକୁ ଯାଇ ଶେଷରେ ତାଙ୍କର ପ୍ରା-ଣ ଚା-ଲି ଯା-ଇ-ଥି-ଲା । ତାଙ୍କ ଶରୀରର କିଛି ମାତ୍ରା ପଜେଟିଭ ଦେଖା ଦେଇଥିଲା ଯାହାକୁ ସଂପୂର୍ଣ୍ଣ ସୁସ୍ଥ କୁହାଯାଏ ନାହି । ଏ ସବୁ ରୋଗରେ ଇନଫେକସନ ଅଧିକ ରହିଥାଏ ।

ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ହେଉ ନ ଥିଲା ଅକ୍ଲାନ୍ତଙ୍କର । କେବେ ବଢି ଯାଉଥିଲା ତ ଆଉ କେବେ କମି ଯାଇଥିଲା । ତାଙ୍କୁ ଯାହା ବି ସପୋର୍ଟ ଦରକାର ଥିଲା ତାହା ଆମ ମେଡିକାଲ ତରଫରୁ ଦିଆ ଯାଉଥିଲା । ଆମର ସଂପୂର୍ଣ୍ଣ ତରଫରୁ ସପୋର୍ଟ ଦିଆ ଯାଇଛି ଏମ୍ସ ତରଫରୁ । ତାଙ୍କର ବ୍ୟକ୍ତିଗତ କେୟାର ଯେତିକି ନେବା କଥା ସେତିକି ନିଆ ଯାଇଛି । ମଝିରେ ମଝିରେ ସେ ବହୁତ ଇମୋସନାଲ ହୋଇଥିଲେ ।

ତାଙ୍କର ଜଣେ ସମ୍ପର୍କୀୟ ଆସି ମେଡିକାଲରେ ଆଲୋଚନା କରିଥିଲେ । ଆମ ଡାକ୍ତର ମଧ୍ୟ ତାଙ୍କୁ ଅବସ୍ଥା ବିଷୟରେ ଟାଇମ ତୁ ଟାଇମ ଅପଡେଟ ଦେଉଥିଲେ । ଅକ୍ଲାନ୍ତ ଙ୍କୁ କ୍ଳୋନିକ ଲିଭର ରୋଗ ହୋଇଥିଲା ଯାହା କଣ୍ଟ୍ରୋଲ ବାହାର ହୋଇଗଲେ ଆଉ ତାକୁ କଣ୍ଟ୍ରୋଲ କରି ହୁଏ ନାହି । ବେଳ ଥାଉ ଥାଉ ଏହି ରୋଗର ଚିକିତ୍ସା କରିବା ଜରୁରୀ ଅଟେ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *