ପୁଅ ପାଇଁ ଯାହାକୁ ବାଛିଥିଲେ, ଘରର ଲକ୍ଷ୍ମୀ କରି ଯାହାକୁ ଆଣିଥିଲେ ଉପହାର ଦେଇ ଯାହାକୁ ଦୁହିତା ଭାବେ ଗ୍ରହଣ କରିଥିଲେ ଶେଷରେ ତାକୁ ମନ୍ଦିର ରେ ବିବାହ କରି ସ୍ତ୍ରୀ ଭାବେ ସ୍ବୀକୃତି ଦେଇଛନ୍ତି ଜଣେ 70 ବର୍ଷୀୟ ବୁଢା । ବୁଢା ବୟସରେ 28 ବର୍ଷୀୟା ପୁତ୍ର ବଧୁ କୁ ବାହା ହୋଇ ଏବେ ଚର୍ଚ୍ଚା କୁ ଆସିଛନ୍ତି ଉତ୍ତର ପ୍ରଦେଶ ର ଗୋରଖପୁର ଅଞ୍ଚଳର କୈଳାସ ଯାଦବ ।
ହଁ ଦର୍ଶକ ବନ୍ଧୁ ଏହି କଥା ଋ ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଗଜବ କି ଗୁଜବ ଭଳି ମନେ ହେଉଥିଲେ ବି ସୋସିଆଲ ମିଡିଆରେ ଏବେ ଗତ କିଛି ସମୟ ହେବ ବୁଢା ବରକୁ କନିଆ ର ବିବାହ ବେଳର ଫୋଟୋ ନିଆଁ ଲଗାଇ ଦେଇଛି । ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ମାନେ ନାନା ପ୍ରକାରର ପ୍ରତିବାଦ କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି ।
ଇଣ୍ଟର ନେଟ ୟୁଜର୍ସ ଙ୍କ ମଧ୍ୟରେ ଏହି ଖବର କୌତୁହଳ ପ୍ରକାଶ କରୁଥିବା ବେଳେ ନିଜ ପୁତ୍ର ବଧୁ ଙ୍କୁ ପୁନଃ ବିବାହ କରି ଜୀବନ ସାଥି ଭାବେ ରହଣ କରିଛନ୍ତି କୈଳାସ ଯାଦବ । ସବୁଠାରୁ ବଡ କଥା ହେଉଛି ଏହି ବିବାହ ଦୁହିଙ୍କର ସହମତି ପରେ ହୋଇଛି । ସୂଚନା ଅନୁଯାୟୀ ଏଥିରେ ବୋହୂ ମଧ୍ୟ ଖୁସି ଅଛନ୍ତି । ପରିବାର, ସମାଜ କାହାକୁ ଖାତିର ନ କରି ବୋହୂ ଶ୍ଵଶୁର କୁ ବିବାହ କରିବା ପାଇଁ ନିସ୍ପତି ନେଇଥିଲେ ।
କଥା ଟି ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ ଅଟେ । ଏଠାରେ ପ୍ରଶ୍ନ ଉଠୁଛି କି ଏମିତି କଣ ପରିସ୍ଥିତି ହେଲା ଯେ ଶ୍ଵଶୁର ଙ୍କୁ ବାହା ହେବା ପାଇଁ ବୋହୂ ନିସ୍ପତି ନେଲେ । ବଡହାଲ ମୋତିବାଲି ଅଞ୍ଚଳର ଛପିଆ କୈଳାସ ଯାଦବ 12 ବର୍ଷ ପୂର୍ବେ ନିଜ ସ୍ତ୍ରୀ ଙ୍କୁ ହ-ରା-ଇ ଥିଲେ । କୈଳାସ ଙ୍କର 4ଟି ପିଲା ଥିବା ବେଳେ 3 ନମ୍ବର ପୁଅର ମୃ-ତ୍ୟୁ ପରେ ସ୍ତ୍ରୀ ପୂଜା ଏକାକୀ ହୋଇ ଯାଇଥିଲେ ।
କିଛି ଲୋକଙ୍କ କହିବା ଅନୁଯାୟୀ ସ୍ବାମୀଙ୍କ ମୃ-ତ୍ୟୁ ପରେ ପରିବାର ଲୋକ ଅନ୍ୟତ୍ର ପୂଜା ଙ୍କ ବିବାହ କରାଇ ଥିଲେ । ହେଲେ ତାଙ୍କୁ ସେହି ଘର ଓ ପରିବାର ପସନ୍ଦ ଆସି ନ ଥିଲା ତେଣୁ ସେ ପୁଣି ତାଙ୍କର ସ୍ଵାମୀଙ୍କ ଘରକୁ ଫେରିଥିଲେ । ଏହା ପରେ ୱାସୁର କୈଳାସ ଙ୍କୁ ବିବାହ କରିବା ଲାଗି ପୂଜା ନିସ୍ପତି ନେଇଥିଲେ ।
ବଡହାଲ ସ୍ଥାନର ଚୌକିଦାର କୈଳାସ ଯାଦବ ଗାଁ ଲୋକ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବୋହୂ ପୂଜା ଙ୍କ ସହ ସାତ ଫେରା ନେଇଥିଲା । ଦୁହିଙ୍କର ସହମତି କ୍ରମେ ଏହି ବିବାହ କରା ଯାଇଛି । ସେପଟେ ଏହି ବିବାହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । କାରଣ ବୋହୂ ଓ ଶ୍ଵଶୁର ସମାଜ, ପରିବାର କାହାକୁ ଖାତିର ନ କରି ବିବାହ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।