କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ଗାଁ । କୋହ ସମ୍ଭାଳି ପାରୁ ନାହାନ୍ତି ଆତ୍ମୀୟ । ଛାତି ବାଡେଇ କାନ୍ଦୁଛନ୍ତି ଜନ୍ମ କଲା ମା । ଛାତିରେ ତ୍ରିରଙ୍ଗା ଧରି ସ୍ଵାମିକୁ ଝୁରୁଛି ସ୍ତ୍ରୀ । ଘର କାନ୍ଥ ରୁ ଲିଭିନି ବାହାଘରର ଝୋଟି ଚିତ୍ର । ହେଲେ ଭେଣ୍ଡିଆ ପୁଅକୁ ହ-ରା-ଇ ଏବେ ମ୍ରିୟମାଣ ମା । ପୁଅ କୁଆଡେ ଗଲା ବୋଲି ମା ଖୋଜୁଛି ଆଉ ସ୍ତ୍ରୀ କାନ୍ଦି କାନ୍ଦି ଗଡି ଯାଉଛି ।
ଗତ ମଙ୍ଗଳବାର ଦିନ ମା ପୁଅ ସହ କଥା ହୋଇଥିଲା ଆଉ ପୁଅ କଥା ଦେଇଥିଲା ଘରକୁ ଆସିବ ବୋଲି । ହେଲେ ଆଜି ପୁଅ ଫେରିଛି ସତ ହେଲେ ଶ-ବ ହୋଇ ଫେରିଛି । ଭେଣ୍ଡିଆ ପୁଅ ଏମିତି ଅବେଳାରେ ଚାଲିଯିବା କେଉଁ ମା ବା ସହିବ ? ଆଉ ଏ ହତଭାଗିନୀର ଦୋଷ କଣ ଯାହାର ହାତ ଧରି ବାଟ ଚାଲିବ ଆରମ୍ଭ କରିଥିଲା । ଏମିତି ଅଧା ବାଟରୁ ଚାଲିଯିବା କଥା ଭିବା ବେଳକୁ ପାଦ ତଳୁ ଯେମିତି ମାଟି ଖସି ଯାଉଛି ।
ଏସବୁ ଦେଖିବା ପରେ କେମିତି ସହିବେ ଗ୍ରାମବାସୀ । ତେବେ ବନ୍ଧୁଗଣ ଏମିତି କିଛି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ । ବୀର ବାଦ୍ୟ ବାଜୁଛି ସାରା ଗାଁ ଏକାଠି ହୋଇଛି । ବୀର ପୁଅ ସୌଦାଗର ବିଶ୍ବାଳର ପା-ର୍ଥି-ବ ଶ-ରୀ-ରକୁ ପଟୁଆରେ ଅଣାଯାଉଛି । ସାରା ଗାଁ କାନ୍ଦୁଛି । ଶେଷ ଥର ପାଇଁ ସହିଦଙ୍କୁ ଦର୍ଶନ କରି ଶ୍ର-ଦ୍ଧା-ଞ୍ଜ-ଳି ଦେବାକୁ ଏଠାରେ ଏତେ ଭିଡ ଲାଗିଛି ।
ସୌଦାଗର ବିଶ୍ଵାଳ ଅ-ମ-ର ରହେ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଛି ସାରା ଗାଁର ପରିବେଶ । ସାଥି ଯବାନ ବି ନିଜକୁ ସମ୍ଭାଳିପାରୁ ନାହାନ୍ତି । 2013ରେ ରେଳ ବିଭାଗର ସ୍ଵତନ୍ତ୍ର ସୁରକ୍ଷା ପୋଷ୍ଟରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ ଗଞ୍ଜାମ ଜିଲ୍ଲା ଧରାକୋଟ ଗଜମୋହନ ଗାଁର ସୌଦାଗର ବିଶ୍ଵାଳ ।
ଛତିଶଗଡ କାମରୁଲ ରେ ପୋଷ୍ଟିଙ୍ଗ ହୋଇଥିବା ସୌଦାଗର ଗତ 27ରେ ଗାଁକୁ ଟ୍ରେନରେ ଆସୁଥିଲେ । ହେଲେ ଦାନ୍ତେବାଡ ଷ୍ଟେସନରେ ଗୁ-ରୁ-ତ-ର ଅସୁସ୍ଥ ହୋଇ ପ୍ରାଣ ହ-ରା-ଇ-ଛ-ନ୍ତି ସୌଦାଗର । ହୃଦଘାତରେ ତାଙ୍କର ମୃ-ତ୍ୟୁ ହୋଇକି । ଗାଁରେ ସ-ହି-ଦ ସୌଦାଗରଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅ-ନ୍ତି-ମ ସଂ-ସ୍କା-ର କରାଯାଇଛି ।
ଏବେ ବି-ଧ-ବା ସ୍ତ୍ରୀ ଓ ଦେଢ ମାସର ପୁତ୍ର ସନ୍ତାନଙ୍କ ଭବିଷ୍ୟକୁ ନେଇ ଏବେ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି । ତେବେ ବର୍ତ୍ତମାନ ସୌଦାଗର ଙ୍କ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି ତାଙ୍କୁ ହ-ରା-ଇ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଅମାକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।