ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ସବୁଠାରୁ ବଡ ଆଉ ଚାଞ୍ଚଲ୍ୟ କର ଖବର ହେଉଛି ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଉ ଏ ଦୁନିଆରେ ନାହାନ୍ତି । ଗତ କାଲି ଏକ କାର୍ଯ୍ୟ କ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ ASI ଗୋପାଳ ଚନ୍ଦ୍ର ଦାସ guli କରିଥିଲେ । ଯାହା ଫଳରେ ନବ ଦାସ ଗୁରୁତର ହୋଇ ପଡିଥିଲେ ଆଉ ତାଙ୍କୁ ଏୟାର ଲିଫ୍ଟ ରେ ଭୁବନେଶ୍ଵର ଆପୋଲୋ ହସପିଟାଲ ଅଣା ଯାଇଥିଲା ।
କିନ୍ତୁ ଡାକ୍ତରୀ ଟିମ ଙ୍କ ଅନେକ ପ୍ରୟାସ ପରେ ବି ନବ ଦାସ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ଯାହାକୁ ନେଇ ଏବେ ସାରା ଓଡିଶାରେ ଓ ତାଙ୍କ ପରିବାର ଉପରେ ଶୋ-କର ବାଦଲ ଖେଳି ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଶେଷ ବିଦାୟ ପାଇଁ ବିଧାନସଭା ସମୁଖ ରେ ସବୁ ବିଧାୟକ ଉପସ୍ଥିତ ,ତାଙ୍କୁ ଗାର୍ଡ ଅଫ ଅନର ଦେବା ସହ ଝାରସୁଗୁଡ଼ାରେ ତାଙ୍କର ଶେ-ଷ-କୃ- ତ୍ୟ ସମ୍ପନ୍ନ ହେବ ।
ବର୍ତ୍ତମାନ ସମୟରେ ବିଧାନସଭାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଅଛନ୍ତି । କେବଳ ବିଜେଡି ରେ ନୁହେଁ ବିଜେପି ର ବିଧାୟକ ମାନେ ମଧ୍ୟ ବିଧାନସଭାରେ ଗୃହରେ ଉପସ୍ଥିତ ଅଛନ୍ତି । ଆଉ କିଛି ସମୟ ଭିତରେ ନବ କିଶୋର ଦାସ ଙ୍କ ମୃ-ତ ଶ-ରୀ-ର ପହଞ୍ଚିବ । ଯେଉଁ ସମ୍ମାନ ପାଇଁ ଦିଆଯିବା କଥା ତାଙ୍କୁ ଦିଆଯିବ । ତା ପରେ ବିଧାନସଭା ରୁ ତାଙ୍କୁ ଝାରସୁଗୁଡା କୁ ନିଆଯିବ ।
ସେଠାରେ ହିଁ ତାଙ୍କର ଶେ-ଷ-କୃ-ତ୍ୟ ସ-ମ୍ପ-ନ୍ନ କରାଯିବ । ବିଧାନସଭାରେ ଯେଉଁ ଭଳି ଭାବେ ପରିସ୍ଥିତି ରହିଛି ତାହା ଭା-ଇ-ରାଲ ହୋଇଥିବା ଭିଡିଓ ରେ ନଜର ଆସୁଛି । ଏ ନେଇ ଓଲିଉଡ ଅଭିନେତା ଆକାଶ ଦାସ ନିଜର ପ୍ରତିକ୍ରିୟା ଦେଇ ଗଣମାଧ୍ୟମରେ କହିଛନ୍ତି ଯେ “ନିଶ୍ଚିନ୍ତ ଭାବେ ଏହା ଏକ କଷ୍ଟଦାୟକ ଓ ଦୁଖଦ ଘଟଣା । ଏହା ଘଟିବାର ନ ଥିଲା ।
ଏହି ଘଟଣା ଘଟିବା ଫଳରେ କୋଟି କୋଟି ଓଡିଆ ଲୋକଙ୍କର ହୃଦୟ ରେ ଆଘାତ ଘଟିଛି । ଇଜୁ ଜନତା ଦଳ ପାଇଁ ଏହା ଏକ ବିରାଟ ବଡ କ୍ଷତି । ପଶ୍ଚିମ ଓଡିଶା ପାଇଁ ଏକା ଏକ ବିରାଟ ବଡ କ୍ଷତି । ସ୍ୱାସ୍ଥ୍ୟ ମନ୍ତ୍ରୀ ହେବା ପରେ ନବ ବାବୁ ବହୁତ ଭଲ କାମ କରିଛନ୍ତି । ବିଏସ କରି ଝାରସୁଗୁଡା ଜିଲ୍ଲା ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ତେଣୁ ଏ ଅବସର ରେ ତାଙ୍କ ପରିବାରକୁ ସହମତ କରୁଛି ।
ଓଡିଶାରେ ଏଭଳି ଭାବେ ଘଟଣା ଘଟିବା ପ୍ରଥମ ଘଟଣା । ଦୃଢ ଭାବେ ଏହି ଘଟଣାକୁ ନିନ୍ଦା କରୁଛନ୍ତି ଓଡିଶା ବାସୀ । ଦୋଷୀ ଙ୍କୁ ନିଶ୍ଚୟ ଦଣ୍ଡ ଦିଆଯିବ ବୋଲି ଆମେ ଆଶା କରୁଛୁ । ଏହି ଘଟଣା ନବ ବାବୁ ଙ୍କ ପରିବାର ଓ ସମଗ୍ର ଓଡିଶା ପାଇଁ ଏକ ବିରାଟ ବଡ କ୍ଷତି । ଯାହାକୁ କେହି କେବେ ଭରିପାରିବେ ନାହି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।