ନମସ୍କାର ବନ୍ଧୁଗଣ, ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ guli ମା-ଡ ଘଟଣାରେ ସାମନା କୁ ଆସୁଛି ନୂଆ ନୁଆ ତଥ୍ୟ । ASI ଗୋପାଳ ଚନ୍ଦ୍ର ଦାସ guli ମା-ଡ କରିଥିବା ସ୍ପଷ୍ଟ ହେବା ପରେ ନୂଆ ଘଟଣା ସାମ୍ନା କୁ ଆସୁଛି । ASI ଙ୍କ ସ୍ତ୍ରୀ କହିଛନ୍ତି ସ୍ଵାମୀ ଙ୍କ ମାନସିକ ଅବସ୍ଥା ସ୍ଥିର ନ ଥିଲା । ହେଲେ ଗତ କାଲି ସକାଳେ ଝିଅ ସହ ଭଲରେ କଥା ହେଉଥିଲେ ଗୋପାଳ ଚନ୍ଦ୍ର ଦାସ ।
ଆଉ ଠିକ ସେଇ ସମୟରେ ଆସି ଗୋପାଳ ଦାସ ଙ୍କ ପାଖକୁ ଏକ କଲ ଆସିଥିଲା । ଆଉ କହିଥିଲେ ମୋର ଗୋଟେ ଜରୁରୀ ଫୋନ ଆସୁଛି ମୁଁ ରଖୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କଲ କରିଥିବା ବ୍ୟକ୍ତି ଜଣ କିଏ ଯାହାଙ୍କର ଫୋନ ଆସିବା ମାତ୍ରେ ପରିବାର ଲୋକଙ୍କ ଫୋନ କାଟି ଦେଇଥିଲେ ASI ଗୋପାଳ ଚନ୍ଦ୍ର ଦାସ । ଫୋନ କାଟିବା ପଛରେ ରହିଛି କି ବଡ ଷ-ଡ-ଯ-ନ୍ତ୍ର । ପୂର୍ବ ରୁ ରଚା ଯାଇଥିଲା କି ଚକ୍ରବିହୁ ।
ଏମିତି ନାନା ପ୍ରଶ୍ନ ଏବେ ଚର୍ଚ୍ଚା ହେଉଛି । ଏମିତି କେଉଁ ବ୍ୟକ୍ତି ଗୋପଳା ଙ୍କୁ ଫୋନ କରିଲେ ଯେ ନିଜ ଝିଅର ଫୋନ କାଟି ଦେଲେ ଗୋପାଳ । ତେବେ କ୍ରାଇମବ୍ରାଞ୍ଚ ଗୋପାଳ ଙ୍କୁ ଫୋନ କରିଥିବା ବ୍ୟକ୍ତି ଙ୍କୁ ଏବେ ସନ୍ଧାନ କରିବ । ଗୋପାଳ ଙ୍କ ଫୋନ ଯାଞ୍ଚ ପରେ ଜଣା ପଡିବ ବ୍ୟକ୍ତିଙ୍କ ପରିଚୟ ।
ତେବେ ଏହି ଘଟଣା ବ୍ୟକ୍ତିଗତ ଶତ୍ରୁତା ନା ମାନସିକ ଅବସ୍ଥା ପାଇଁ ନା ଷ-ଡ-ଯ-ନ୍ତ୍ର ଏଭଳି guli ମା-ଡ କରିଛନ୍ତି ଗୋପାଳ ଯାହାକୁ ନେଇ ଖୋଳ ତାଡ ଆରମ୍ଭ କରିଛି । ତେବେ ଗୋପାଳ ଦାସ ଙ୍କ ସ୍ତ୍ରୀ କହିଛନ୍ତି “ମୁଁ ଘଣ୍ଟାଏ ତଳେ ଶୁଣିଲି ଏପରି ହୋଇଛି ବୋଲି । ମୁଁ ସକାଳେ ତାଙ୍କ ସହ କଥା ହୋଇ ନାହି । 7ରୁ 8 ବର୍ଷ ହେବ ମାନସିକ ଅବସ୍ଥା ଭଲ ନ ଥିଲା । ପୂର୍ବ ରୁ କୁଆଡେ ଥାନା ରୁ ପଳାଇ ଯାଇଥିଲେ ।
କନେଷ୍ଟବଳ ରୁ ପ୍ରମୋଶନ ହୋଇ ASI ହୋଇଥିଲେ । ଛୁଟି ରେ ଆସିବା ସମୟରେ ସାଧାରଣ ବ୍ୟବହାର କରୁଥିଲେ । ସେ ଖୁବ ଭଲ ଏମିତି କାହିଁକି କରିଲେ ମୁଁ କିଛି ଜାଣି ନାହି । ସେ ମୋତେ କହି ନାହାନ୍ତି ନବ ଦାସ ଙ୍କ ବିଷୟରେ । ମୁଁ କଣ କରିବି ନିଜେ କିଛି ବୁଝି ପାରୁ ନାହି” । ତେବେ ଦେଖିବାକୁ ବାକି ରହିଲା ASI ଗୋପାଳ ଦାସ ଙ୍କୁ ଫୋନ କରିଥିବା ବ୍ୟକ୍ତି ଜଣକ କିଏ ? ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।