ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ରାଜ୍ୟ ରେ ଶୋ-କ-ର ଲ-ହ-ରୀ ଖେଳି ଯାଇଛି । କାରଣ ଗତ କାଲି ସନ୍ଧ୍ୟା ରେ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ guli mada ହୋଇଛି ଆଉ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃ-ତ୍ୟୁ ଘଟିଛି । ନବ ଦାସ ଙ୍କୁ ଝାରସୁଗୁଡା ରୁ ଏୟାର ଲିଫ୍ଟ କରାଯାଇ ଭୁବନେଶ୍ଵର ଆପୋଲୋ ହସ୍ପିଟାଲ ଅଣା ଯାଇଥିଲା ।
ଆଉ ପୁରା ଡାକ୍ତରୀ ଟିମ ମିଶି ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ନବ ଦାସଙ୍କର ବାମ ଛାତିରେ guli ବାଜି ଥିବାରୁ ତାଙ୍କର ହାର୍ଟ କାମ କରି ନ ଥିଲା । ଯାହା ଫଳରେ ଡାକ୍ତର ମାନଙ୍କର ଆପ୍ରାଣ ଚେଷ୍ଟା ସତ୍ବେ ମଧ୍ୟ ସେ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଆଉ ତାଙ୍କର ମୃ-ତ୍ୟୁ ଖବରକୁ ନେଇ ଏବେ ଚାରି ଆଡେ ଶୋ-କ-ର ଛା-ୟା ଦେଖା ଯାଇଛି ।
ତେବେ ଜଣେ ସ୍ତ୍ରୀ ନିଜ ସ୍ଵାମୀ କୁ ହ-ରା-ଇ-ବା କେତେ ବଡ ଦୁଖଦ କଥା ତାହା ସମସ୍ତେ ଜାଣିଛନ୍ତି । ତେବେ ସ୍ଵାମୀ ଙ୍କ ମୃ-ତ ଶରୀରରକୁ ଦେଖିବା ପରେ ତାଙ୍କ ସ୍ତ୍ରୀ ଆଉ କୋହ ସମ୍ଭାଳି ପାରୁ ନାହାନ୍ତି । କାନ୍ଦି କାନ୍ଦି ନବ ଦାସ ଙ୍କ ସ୍ତ୍ରୀ ଙ୍କ ଅବସ୍ଥା ନ କହିଲେ ସରେ । ତେବେ ନବ ଦାସ ଙ୍କ ପା-ର୍ଥି-ବ ଶ-ରୀ-ର ଏବେ ତାଙ୍କ ବାସ ଭବନରେ ପହଞ୍ଚି ସାରିଛି ।
ଆଉ ତାଙ୍କ ସ୍ତ୍ରୀ ନିଜ ସ୍ଵାମୀ ଙ୍କୁ ଦେଖି କାନ୍ଦି କାନ୍ଦି କହୁଛନ୍ତି ତୁମେ ମୋତେ କାହିଁକି ଛାଡିକି ଗଲ, ମୁଁ ଏବେ କେମିତି ବଞ୍ଚିବି କାହା ଭରସାରେ ବଞ୍ଚିବି । ଏମିତି କହି କହି କଇଁ କଇଁ ହୋଇ କାନ୍ଦି ଗଡି ଯାଉଛନ୍ତି ନବ ଦାସ ଙ୍କ ସ୍ତ୍ରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଭା-ଇ-ରା-ଲ ହେବାରେ ଲାଗିଛି ।
ତେବେ ଜଣେ ASI ଯାହାଙ୍କର ନାମ ଗୋପାଳ ଚନ୍ଦ୍ର ଦାସ ଯିଏ କି ନବ ଦାସ ଙ୍କୁ guli mada କରିଛନ୍ତି ଗତ କାଲି ସନ୍ଧ୍ୟା ରେ । ସୂଚନା ଅନୁଯାୟୀ ନବ ଦାସ ଏକ କାର୍ଯ୍ୟ କ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଏବେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ନବ ଦାସ ଙ୍କୁ ହ-ରା-ଇ ଖାଲି ଓଡିଶା ବାସୀ ନୁହେଁ ବରଂ ତାଙ୍କ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି ।
ସେ ଜଣେ ବହୁତ ଭଲ ମଣିଷ ଥିଲେ ଆଉ ରାଜ୍ୟର ଉନ୍ନତି ପାଇଁ ଅନେକ ମହତ କାମ ମଧ୍ୟ କରିଛନ୍ତି । ଆମେ ଆମେ ସମସ୍ତେ ନବ ଦାସ ଙ୍କର ଆ-ତ୍ମା-ର ଶାନ୍ତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।