ପାପ କି ପରୀ ର ବାଇକ ବାଲା ଷ୍ଟଣ୍ଟ… Video ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଯୁଗ ବଦଳିଛି । ଆଉ ଯୁଗ ବଦଳିବା ସହ ଲୋକ ମାନଙ୍କର ବ୍ୟବହାର, ସ୍ଵଭାବ ମଧ୍ୟ ପରିବର୍ତ୍ତନ ହୋଇଛି । ସୋସିଆଲ ମିଡିଆ ଜରିଆରେ ଲୋକ ମାନେ ଅନେକ ତଥ୍ୟ ଘରେ ବସି ମଦ୍ୟ ଜାଣି ପାରୁଛନ୍ତି । ପ୍ରତେକ ଦିନ କିଛି ନା କିଛି ଘଟଣା ଦୁର୍ଘଟଣା ସୋସିଆଲ ମିଡିଆ ଦ୍ଵାରା ଜାଣି ହେଉଛି ।

ବର୍ତ୍ତମାନ କିଛି ସମୟ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଆଉ ଡେରି ନ କରି ନଜର ପକାଇବା ସଂପୂର୍ଣ୍ଣ ଖବର ଉପରେ । ପାପ କି ପରୀ ର ବାଇକ ବାଲା ଷ୍ଟଣ୍ଡ । ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟ ମାନଙ୍କର ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । ଦିନ ଥିଲା ନାରୀ ବା ଝିଅ ମାନଙ୍କୁ ଘରୁ ବାହାରିବାକୁ ଅନୁମତି ମିଳୁ ନ ଥିଲା ।

ଘର ଭିତରେ ରହି ଘର କାମ କରିବା ସହ ପରିବାର ଲୋକଙ୍କ ଦେଖାଶୁଣା କରିବାରେ ସୀମିତ ରହି ଯାଉଥିଲା ଜଣେ ଝିଅ ବ୍ବା ନାରୀ ର ଜୀବନ । ହେଲେ ଏବେ ସମୟ ବଦଳିବା ସହ ଲୋକ ମାନଙ୍କର ଚିନ୍ତାଧାରା ମଧ୍ୟ ବଦଳିଛି । ମହିଳା ମାନେ ଆଉ ପୂର୍ବ ଭଳି ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁ ନାହାନ୍ତି । ବର୍ତ୍ତମାନ ପୁରୁଷ ଙ୍କ ସହ ନାରୀ ମାନେ ନିଜକୁ ସମକ୍ଷ କରି ପାରିଛନ୍ତି ।

ହେଲେ କିଛି ପାପ ଙ୍କ ପରୀ ଙ୍କ ଦାୟିତ୍ଵ ହୀନ କାମ ପାଇଁ ଏବେ ପ୍ରଶ୍ନ ସୃଷ୍ଟି ହେଉଛି । ଡ୍ୟାନ୍ସଇଙ୍ଗ ଷ୍ଟାଇଲ ରେ ଜଣେ ଯୁବତୀ ବିଚ ରାସ୍ତା ରେ ବାଇକ ଚଳାଇବାର ଭିଡିଓ ଭାଇରାଲ ହେବାରେ ଲାଗିଛି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ । ଭାଇରାଲ ହେଉଥିବା ଭିଡିଓ କୁ ଦେଖିଲେ ଆପଣ ବି ଚକିତ ହୋଇଯିବେ ।

ଯୁବକ ଜଣକ ନିଜ ଜୀବନ କୁ ନୁହେଁ ବରଂ ଅନ୍ୟ ମାନଙ୍କ ଜୀବନ କୁ ବି ବିପଦ ମୁହଁ କୁ ଠେଲି ଦେଉଛି । ଦେଖା ଯାଉଥିବା ଭିଡିଓ ରେ ମହିଳା ଜଣକ ବେଖାତିର ଭାବେ ରାସ୍ତା କଡା ରେ ବାଇକ ଚଲାଉଛନ୍ତି । କେବେ ରାସ୍ତା ର ବାମ ପଟେ ତ ଆଉ କେତେବେଳ ଡାହାଣ ଅଟେ ଗାଡି ଚଲାଉଛନ୍ତି । ଏହି ସମୟରେ ବାଇକ ରେ ଯାଉଥିବା କପଲ ଙ୍କୁ ଯୁବତୀ ଜଣକ ବାଇକ ରେ ଧକ୍କା ଦେଇଥିଲେ ।

ଯାହା କାରଣରୁ କପାଳ ଦୁହେଁ ତଳେ ପଡି ଯାଇଥିଲେ । ତଥାପି ପାପ ଙ୍କ ପରୀ ଙ୍କୁ କିଛି ବି ଫରକ ପଡି ନ ଥିଲା । ଯୁବତୀ ଜଣକ ନିଜକୁ ନୁହେଁ ଅନ୍ୟ କୁ ମଧ୍ୟ ବିପଦରେ ପକାଇ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *