କାନ୍ଦି କାନ୍ଦି ରଡି ଛାଡି କିଏ ଡାକୁଛି ଭାଇ ଲୋ ଆଉ କିଏ ଡାକୁଛି ଦାଦା ହେଲେ ସେ ଉଠୁ ନାହାନ୍ତି । କାରଣ ଗୋଟେ ପୁଅ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛି ତା ମା, ବାପା, ସ୍ତ୍ରୀ ଆଉ ଦେଢ ବର୍ଷ କୁନି ଝିଅ ଠାରୁ । ଶ୍ମ-ଶା-ନ କୁ ବାହାରିଛି ଶ-ବ ର ଶେଷ ଯାତ୍ରା । ଗୋବର ପାଣି ପଡୁଛି ଖଇ ବି ବିଞ୍ଚି ଯାଉଛି । କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ପରିବେଶ ।
ଏ ଦ୍ରୁଶ୍ଯ ଦେଖିଲେ ଦର୍ଶକ ବନ୍ଧୁ ଆପଣଙ୍କୁ ବି ନିଶ୍ଚୟ କଷ୍ଟ ଲାଗିବ । କିନ୍ତୁ ମୃ-ତ୍ୟୁ ଯେ ଚିରନ୍ତନ ସତ୍ୟ ତାହାକୁ ବିଶ୍ଵାସ କରିବାକୁ ପଡିବ । ମୃ-ତ୍ୟୁ କୁ କେବେ ବି ତାଳି ହେବ ନାହି । ମା କାନ୍ଦୁଛି ଭଉଣୀ ବି କାନ୍ଦୁଛି । ସ୍ତ୍ରୀ ମୁଣ୍ଡ ବାଡେଇ କାନ୍ଦୁଛି । ଭେଣ୍ଡିଆ ପୁଅକୁ ହରାଇ ଛାତି ବାଡେଇ କାନ୍ଦୁଛି ମା । ପରିବାର ଓ ଆତ୍ମୀୟ ସ୍ଵଜନ ମାନେ ମା କୁ ଯେତେ ଟାଣି ଟାଣି ନେଲେ ବି ସେ ଯାଉ ନାହି ।
ଯେଉଁ ପୁଅକୁ 10 ମାସ 10 ଦିନ ଗର୍ଭ ରେ ଧରି ଦୁନିଆର ଆଲୋକ ଦେଖାଇ ଥିଲା ଆଜି ଯେବେ ସେଇ ପୁଅ ତା ଆଖି ଆଗରେ ଏ ଦୁନିଆ ଛାଡି ସବୁ ଦିନ ପାଇଁ ପଳାଇ ଗଲା ସେତେବେଳେ କେଉଁ ମା ବା ଧର୍ଯ୍ୟ ଧରିବ । ତେବେ ମା କେବେ ଭୂମି ରେ ଲୁଟି ଯାଉଛି ତ ଆଉ କେବେ ଘୁଷୁଡି ପଡୁଛି । ଦର୍ଶକ ବନ୍ଧୁ ଏ ଦୃଶ୍ୟ ଦେଖିଲେ ଆପଣଙ୍କର ବି ଛାତି ଫାଟିଯିବ ।
ଦୁର୍ଘଟଣା ରେ ସୁନ୍ଦଗଡ ର ଯୁବ ସାମ୍ବାଦିକ ଖଗେଶ୍ଵର ତରେଇ ଙ୍କ ମୃ-ତ୍ୟୁ ହେବା ପରେ ପରିବାର ମଧ୍ୟରେ ଖେଳି ଯାଇଛି ଶୋ-କ-ର ବା-ଦ-ଲ । ଖଗେଶ୍ଵର ବାଇକ ଯୋଗେ ନିଜ ବନ୍ଧୁ ଙ୍କ ସହ କୋଇଡା ରୁ ଯାଜପୁର କୁ ଏକ ବିବାହ ଭୋଜି ପାଇଁ ଯାଉଥିଲେ । କିନ୍ତୁ ମୃ-ତ୍ୟୁ ଯେମିତି ତାଙ୍କୁ ବାଟରେ ଅନାଇ ବସିଥିଲା ।
କେନ୍ଦୁଝର ଦମକଳ କେନ୍ଦ୍ର ସମାନ ରେ ତାଙ୍କୁ ଏକ ହାଇୱା ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ହିଁ ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ମୃ-ତ୍ୟୁ ପରେ ଯେବେ ତାଙ୍କର ଶ-ବ ଘରେ ପହଞ୍ଚିଲା ତା ପର ର ଦୃଶ୍ୟ ଆପଣ ମାନେ ନିଜେ ଦେଖି ପାରିବେ ।
ତେବେ ଖଗେଶ୍ଵର ଯେତିକି ରୋଜଗାର କରନ୍ତି ସେତିକିରେ ତାଙ୍କ ବୁଢା ବାପା ମା ଙ୍କ ମୁହଁ ରେ ଆହାର ଦେବା ସହ ସ୍ତ୍ରୀ, ଦେଢ ବର୍ଷର ଝିଅ ଓ ଭାଇ ର ଦେଖାଶୁଣା କରନ୍ତି । କିନ୍ତୁ ଏବେ ତାଙ୍କର ମୃ-ତ୍ୟୁ ପରେ ପୁରା ଗାଁ ରେ ଖେଳି ଯାଇଛି ଶୋ-କ-ର ଛା-ୟା ଓ ନୀରବତା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।