ଧରମ ପୁତୁରା ନା ମହାଭାରତ ସଙ୍କୁନି ! ଠକାମିର ପୋଲ ଖୋଲିଦେଲେ ଅଭିନେତା Bobby Mishra… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଲିଉଡ ଅଭିନେତା ପିଣ୍ଟୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତର ହୋଇ ପଡିଛି ଯାହା ପାଇଁ ତାଙ୍କୁ ଦିଲ୍ଲୀ ନିଆ ଯାଇଛି । ଅର୍ଥ ଅଭାବରୁ ସମସ୍ତେ ତାଙ୍କୁ ଆର୍ଥିକ ସାହାଜ୍ଯ ମଧ୍ୟ କରୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଆମ ଓଡିଆ ଇଣ୍ଡଷ୍ଟ୍ରିର ଜଣେ ପ୍ରଡ୍ୟୁସାର 50 ହଜାର ଟଙ୍କାର ଚେକ ଠକିଛନ୍ତି ଯାହାକୁ ନେଇ ଏବେ ବିବାଦ ଲାଗି ରହିଛି । ଏପଟେ ଜୀବନ ମରଣ ସହ ଲଢୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ।

ସାହାଜ୍ୟ ଛୁଟୁଛି ଅନେକ ଆଡୁ । କିନ୍ତୁ ଠିକ ସେହି ସମୟରେ ନିଜକୁ ଧରମ ପୁରୁତା ବୋଲି ପରିଚୟ ଦେଇ 50 ହଜାର ଟଙ୍କାର ଗୋଟେ ଫଲ୍ସ ଚେକ ବଢାଇ ଥିଲେ ପିଣ୍ଟୁ ନନ୍ଦ ଙ୍କୁ । କ୍ୟାମେରା ଆଗରେ କେଶ ହେଲା 50 ହଜାର ଟଙ୍କା ଦାନ କରିଛନ୍ତି ଓଡିଆ ପ୍ରଯୋଜକ ଜଣକ । କିନ୍ତୁ ତା ପର ଦିନ ଚେକ ବ୍ୟାଙ୍କରେ ଲଗାଇଲା ବେଳକୁ ପଦାରେ ପଡିଲା ପୁତୁରା ର ଅସଲ ଚେହେରା ।

ବ୍ଯାଙ୍କ ରେ ନ ଥିଲା ଟଙ୍କା ଟିଏ କିନ୍ତୁ କ୍ୟାମେରା ଆଗରେ ବଢାଇ ଦେଇଥିଲେ ଦାଦା ଙ୍କୁ 50 ହଜାର ଟଙ୍କାର ଚେକ । ଏଥିରୁ ଦର୍ଶକ ବନ୍ଧୁ ଜଣ ଅପଡୁଛି ଏହି ବ୍ୟକ୍ତିଙ୍କର ଅସଲି ପରିଚୟ କଣ । ତେବେ ଏ କଥା କହିଛନ୍ତି ଅଭିନେତା ବବି ମିଶ୍ର । ଏ ନେଇ ପ୍ରଯୋଜକ ଜଣକ କହିଛନ୍ତି ଯେ “ମୋ ଦାଦା ଆଗକୁ ଭଲ ହୋଇ ଫେରନ୍ତୁ । ଆଗକୁ ଦିଲ୍ଲୀ ରେ ଯାଇ ତାଙ୍କୁ ହାର୍ଟ ମିଳିଯାଉ । ସେ ବହୁତ ଆଗକୁ କରନ୍ତୁ ଆସ ଭଲ ହେଉ ।

ସ୍ମୃତି କହିଲେ ମୁଁ ତାଙ୍କୁ ସେଟ ରେ ଦେଖିଛି । ସେତେବେଳେ ଦାଦା ଙ୍କ ସହଜ ମୋର ସମ୍ପର୍କ ହୋଇଥିଲା । ମୁଁ ତାଙ୍କୁ କାଷ୍ଟିଙ୍ଗ କରିଥାନ୍ତି କିନ୍ତୁ ସେ ଫିଲ୍ମ କରିଲେ ନାହି । ଆଉ ଗୋଟେ ସିନେମାରେ ତାଙ୍କୁ କାଷ୍ଟିଙ୍ଗ କରିଥାନ୍ତି । କିନ୍ତୁ ଏବେ ଜାଣିଲି ତାଙ୍କର ଦେହ ଖରାପ ଅଛି । ମୁଁ ଦାଦା ଙ୍କୁ ପ୍ରଡ୍ୟୁସର ଭାବେ ସାହାଜ୍ଯ କରିବାକୁ ଆସି ନାହି । ଏଟା ଭୁଲ କଥା । ଗୋଟେ ପୁତୁରା ହିସାବ ରେ ମୁଁ ସାହାଜ୍ଯ କରିବାକୁ ଆସିଥିଲି ।

ସିଏ ମୋତେ ବଡ  କରିଛନ୍ତି ଆଉ ପୁତୁରା ହିସାବ ରେ ସାହଜ୍ୟା କରିଛନ୍ତି । ମୁଁ ଗୋଟେ ଭଲ ମଣିଷ ହିସାବ ରେ ଆସିଛି । ମୁଁ ତ ପିଣ୍ଟୁ ଭାଇ ଙ୍କୁ ଆଉ ଦେଖି ନାହି । ସେ ଦିଲ୍ଲୀ ଯାଇ ସାରିଲେଣି । ଆମ 4 କୋଟି ସାଢେ 60 ଲକ୍ଷ ଲୋକଙ୍କର ଆଶୀର୍ବାଦ ଅଛି ।

ସେ ବହୁତ ଜଲ୍ଦି ଭଲ ହୋଇଯିବେ । ତାଙ୍କ ନାଁ ରେ ଫ୍ରଟ କରିବା ଉଚିତ ନୁହେଁ । ଏମିତି କିଛି ଝିଅ ମାନେ ଅଛନ୍ତି ଯେଉଁ ମାନେ ପିଣ୍ଟୁ ଭାଇ ଙ୍କୁ ଫ୍ରଟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *