ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ବାତ, କ୍ୟାଲସିୟମର ଅଭାବ, ପୀତ, ଶ୍ରାୟର ଦୁର୍ବଳ ଲାଗିବା ଭଳି ସମସ୍ଯା ଦୂର କରିବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ ଲମ୍ବା ଲମ୍ବା ପିସର ଅଦା ନେବାକୁ ପଡିବ । ଛୋଟ ଛୋଟ ପିସ ଅଦା ଥିଲେ ତାହାକୁ କାଢି ଦିଅନ୍ତୁ । ଅଦାରେ ଥିବା ଭିଟାମିନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏବେ ଆପଣ ଅଦାର ଚୋପା କାଟି ଦିଅନ୍ତୁ ।
ଅଦାରେ ଆଣ୍ଟି ବ୍ୟାକ୍ଟେରିଲା ଓ ଅକ୍ସିଡେଣ୍ଟ ଗୁଣ ରହିତହେ । ଯାହା ଶରୀରକୁ ଇନଫେକସନରୁ ବଞ୍ଚାଇଥାଏ । ଅଦାର ବ୍ୟବହାର ଥଣ୍ଡା, କାଶ ଦୂର କରିବା ପାଇଁ ରାମବାଣ ଉପଚାର ଅଟେ । ଅଦାରେ ତୁଳସି, ଗୁଜୁରାତି ମିଶାଇ ସେବନ କରିଲେ ଥଣ୍ଡା, କାଶ ଦୂର ହୋଇଥାଏ । ଅଦା ପାଚନ କ୍ରିୟାକୁ ଶକ୍ତିଶାଳୀ କରିବାରେ ଲାଭଦାୟକ ହୋଇଥାଏ । ଏହା ସହ ପେଟରେ ଗ୍ଯାସ ଭଳି ସମସ୍ଯା ଦୂର ହୋଇଥାଏ ।
ଅଦାର ସେବନ କରିଲେ ମୋଟାପଣ ଦୂର ହୋଇଥାଏ । ଯଦି ଆପଣଙ୍କର ଆଁଠୁ ଗଣ୍ଠିରେ କଷ୍ଟ ହେଉଥାଏ ତେବେ ଅଦା ବହୁତ ଲାଭଦାୟକ ହୋଇଥାଏ । ଅଦାର ଖଟା ମିଠା ଆଚାର ଖାଇଲେ ବହୁତ ଲାଭଦାୟକ ହୋଇଥାଏ । ମାଇଗ୍ରେନ ସମସ୍ଯା ଦୂର କରିବାରେ ଅଦା ବହୁତ ସହାୟକ ହୋଇଥାଏ । ରକ୍ତରେ କେବେ ବି ଜମାଟ ବାନ୍ଧିବ ନାହି, ହାର୍ଟ ଆଟାକ, ଡାଇବେଟିସ ରୋଗରୁ ରକ୍ଷା ପାଇବାକୁ ଅଦା ବିଶେଷ ସହାୟକ ହୋଇଥାଏ ।
ଅଦାକୁ ଛେଲିବା ପରେ ଲମ୍ବା ଲମ୍ବା ପିସରେ ଏହାକୁ କାଟନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଲେମ୍ବୁ । ଅଦା କାଟିବା ପରେ ଲେମ୍ବୁ ରସ ଚିପୁଡି ଦିଅନ୍ତୁ ଆଉ ଦେଖିବେ ଅଦାର ରଙ୍ଗ ନାଲି ପଡିଯିବ । ଏବେ ଆପଣଙ୍କୁ ଆବଶ୍ୟକ ପଡିବ ସେନ୍ଧା ଲୁଣ । ଆପଣ ଚାହିଁଲେ ଏଥିରେ ସ୍ଵାଦ ଅନୁଯାୟୀ ବିଟ ଲୁଣର ପ୍ରୟୋଗ କରି ପାରିବେ । ଏବେ ଏହି 3ଟି ସାମଗ୍ରୀକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ ।
ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ହୋଇଥାଏ କାରଣ ଏହା ଅଳ୍ପ ଖଟା, ମିଠା ଲାଗିଥାଏ । ଅଦା କୁ ଏଭଳି ଭାବେ ବନାଇ ଖାଇଲେ ଆପଣଙ୍କ ପେଟ ଜମା ବି ଗରମ ହେବ ନାହି । ଯଦି ଆପଣ ଅଦାକୁ ଏପରି ଭାବେ ତିଆରି କରି ସେବନ କରିଲେ ପେଟ ଥଣ୍ଡା ରହିବ । ଆପଣ ଏହାକୁ ଭାତ, ରୁଟି ସହ ଖାଇ ପାରିବେ । ଏହାକୁ ଆପଣ ଅଦା ର ସାଲାଟ ବା ଆଚାର କହି ପାରିବେ । ଏହାର ଟେଷ୍ଟ ବି ବହୁତ ଉତ୍ତମ ଅଟେ ।
ବହୁ ପୁରାତନ କଳାରୁ ଏହିପରି ଭାବେ ଅଦା ର ପ୍ରୟୋଗ ହୋଇ ଆସୁଛି । ଯାହା ଦ୍ଵାରା ଆମ ଶରୀରକୁ ଅନେକ ଲାଭଦାୟକ ହୋଇଥାଏ । ଆପଣ ଏହାକୁ ସପ୍ତାହ ଯାଏଁ ଷ୍ଟୋର କରି ରଖିପାରିବେ । ଅଧିକ ଦିନ ଯାଏଁ ଏହାକୁ ଷ୍ଟୋର କରି ରଖିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।