ନମସ୍କାର ବନ୍ଧୁଗଣ, ଓଡିଶାର ବହୁ ଚର୍ଚ୍ଚିତ ଅଭିଯୁକ୍ତ ଗୋପାଳ ଦାସର ଗୋଟିଏ ପରେ ଗୋଟିଏ ସତ ବାହାରକୁ ଆସୁଛି । ସେହିଭଳି ଏବେ ଏଏଆକ ବଡ ସତର ପର୍ଦାଫାସ ହୋଇଛି । ହୁଏତ ଏହା ନବ ଦାସଙ୍କ guleekanda ମାମଲାକୁ ଶେଷ ରୂପ ଦେଇପାରେ । କ୍ରାଇମବ୍ରାଞ୍ଚ ସାମ୍ନାରେ ଗୋପାଳର ବୟାନ ସବୁ କଥାର ପ୍ରମାଣ ଦେଇସାରିଲାଣି । ତେବେ ଗୋପାଳ ଦେଇଥିବା ବୟାନ କଣ ଯାହା ଏବେ କେସକୁ ସମଧାନ କରିଦେବ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଗୋପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଆଗରୁ ଦୁଇ ଥର ମା-ରି-ବାର ପ୍ରୟାସ କରିଥିଲା କିନ୍ତୁ ବିଫଳ ହୋଇଯାଇଥିଲା ଆଉ ଏକ ଭଲ ସୁଯୋଗର ଅପେକ୍ଷାରେ ରହିଥିଲା । ଆଉ ଯେଉଁଦିନ ସେ ନିଜ ନବ ଦାସଙ୍କୁ gulee କରିଥିଲା ତାହାର ଠିକ ପୂର୍ବ ଦିନ ସେ ନିଜ ହାତରେ ପିନ୍ଧୁଥିବା ସୁନା ମୁଦିକୁ ୮ ହଜାର ୫୦୦ ଟଙ୍କାରେ ବିକ୍ରି କରିଥିଲା । ଆଉ ସେଥିରୁ ୬୦୦୦ ଟଙ୍କା ନିଜ ଭାଇକି ଦେଇଥିଲା ।
ଗୋପାଳ ଜାଣିସାରିଥିଲା କି କାଲୀ ହେଇଛି ନବ ଦାସଙ୍କୁ ମା-ରି-ବାର ଶେଷ ସୁଯୋଗ ତେଣୁ ସେ ତାହାକୁ କୌଣସି କାରଣ ପାଇଁ ହାତ ଛଡା କରିବା ପାଇଁ ଚାହୁଁ ନଥିଲା । ଗୋପାଳ ନବ ଦାସଙ୍କୁ ମା-ରି-ବା ପରେ କାଳେ କିଏ ବଜାର ଉପରେ ତାଙ୍କ ବଡ ଭାଇ କରିଥିବା ହୋଟେଲକୁ ଆସି ରାଗ ରଖି ମା-ର-ପି-ଟ କରିବା ସେଥିପାଇଁ ସେ ଆଗରୁ ହିଁ ତାଙ୍କ ଭାଇକୁ କହିଥିଲେ ଗାଁକୁ ପଳାଇବା ପାଇଁ ।
ହେଲେ ତନ୍ନକା ଭାଇଙ୍କ ପାଖରେ ଗାଁକୁ ଯିବା ପାଇଁ ଟଙ୍କା ନଥିଲା । ଏହି କାରଣ ପାଇଁ ଗୋପାଳ ନିଜ ସୁନା ମୁଦି ସକାଳୁ ସକାଳୁ ଜଣେ ଦୋକାନୀ ଖୋଲୁ ଖୋଲୁ ତାଙ୍କୁ ବ୍ୟସ୍ତ ହୋଇ ବିକ୍ରି କରିଥିଲେ । ଆଉ ଭାଇଙ୍କୁ ୬୦୦୦ ଟଙ୍କା ଦେଇ ନିଜେ ଷ୍ଟେସନକୁ ଯାଇଥିଲେ ତାଙ୍କୁ ଛାଡିବା ପାଇଁ । ଏହି ସମସ୍ତ କଥା ଗୋପାଳ ନିଜେ ସ୍ଵୀକାର କରିଛି ।
ଆଉ କୁହାଯାଉଛି ବହୁତ ପୂର୍ବରୁ ଗୋପାଳର ମାନସିକ ଅବସ୍ତା ଠିକ ନାହିଁ ବୋଲି । ବର୍ତ୍ତମାନ ସମୟରେ ଏହା ଏକ ବଡ ପ୍ରଶ୍ନ ସୃଷ୍ଟି କରୁଛି ଯିଏ କାଣ୍ଡ ଘଟାଇବା ପୂର୍ବରୁ ଏତେସବୁ ଯୋଜନା କରିପାରେ ତେବେ ସେ କଣ ମାନସିକ ରୋଗୀ ଅଟେ ? ଆଶା କରାଯାଉଛି ଏହା ପରେ ନିଶ୍ଚୟ ସତ ସାମ୍ନାକୁ ଆସିଯିବ ।