ବନ୍ଧୁଗଣ ହୋଲିର ପର୍ବ ବହୁତ ସୁନ୍ଦର ପର୍ବ ଅଟେ । ଏହି ସମୟରେ ସମାଜରେ ଲୋକମାନେ ଉଚ୍ଚ, ନୀଚ୍ଚ, ଧନୀ ର ମତଭେଦ ଭୁଲି ଗାଁ ଠାରୁ ସହର ଯାଏଁ ହୋଲି ଖେଳ ଖେଳିଥାନ୍ତି । କ୍ଷେତରେ କାମ କରୁଥିବା କୃଷକଙ୍କ ପର୍ବ ବୋଲି ମାନା ଯାଇଥାଏ ।ଆମ ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବେ ପୂଜା କରାଯାଏ । ଗୋମାତା ଙ୍କର କ୍ଷୀର ରେ ଅମୃତ ମିଳିଥାଏ ।
ଆମ ଶରୀରରେ ଅନେକ ପ୍ରକାରର ଦୂର ହୋଇଥାଏ କ୍ଷୀର ପିଇବା ଦ୍ଵାରା । ଗୋମାତାଙ୍କ ଗୋବର ଛୁଇଁଲେ ବ୍ରହ୍ମ ହତ୍ୟାର ଦୋଷ କଟିଯାଏ । ଆଜି ଆମେ ଆପଣଙ୍କୁ କହିବୁ ହୋଲିରେ ଗାଈଙ୍କୁ କଣ ଖାଇବାକୁ ଦେଲେ ଦୁଖ ଦୂର ହେବ । ଶନି ଓ ରାହୁ ଙ୍କ କୋପରୁ ବଞ୍ଚିବାକୁ ଚାହୁଁ ଥିଲେ ଗାଈର ପାଦ ଧୁଳି ଆଣି ନିଜ ମସ୍ତସ୍କରେ ତିଳକ ଭାବେ ଲଗାନ୍ତୁ ।
ଏହା ଦ୍ଵାରା ମୁଣ୍ଡ ବିନ୍ଧା ବି ଦୂର ହୋଇଥାଏ । ପ୍ରତେକ ଦିନ ଧୁଳି ଲଗାଇବା ଦ୍ଵାରା ରୋଜଗାରରେ ବୃଦ୍ଧି ହୋଇଥାଏ । ସବୁ ଦୁଖ କଷ୍ଟରୁ ମୁକ୍ତି ମିଳିଥାଏ । ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଏହି 9ଟି ଜିନିଷ ମଧ୍ୟରୁ ଯେ କୌଣସି ଗୋଟିଏ ଖାଇବାକୁ ଦିଅନ୍ତୁ ।
୧- ଚାଉଳ ଓ ରୁଟି : ହୋଲିରେ କୌନସି ବ୍ୟକ୍ତି ଗୋମାତାଙ୍କୁ ସାଧା ଚାଉଳ ଓ ରୁଟି ଖାଇବାକୁ ଦିଅନ୍ତି ତେବେ ଧନ ସମାପ୍ତି ପ୍ରାପ୍ତ ହୁଏ । ମା ଲକ୍ଷ୍ମୀଙ୍କ କୃପା ବି ମିଳିଥାଏ ।
୨- ଖସାଲଡୁ : ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ବ୍ୟକ୍ତି ଗାଈଙ୍କୁ ଖସା ବା ଖସାଲଡୁ ଖାଇବାକୁ ଦେଲେ ସବୁ ପାପ ନଷ୍ଟ ହୋଇଥାଏ ।
୩- ଗହମ : ଯେଉଁ ବ୍ୟକ୍ତି ହୋଲି ପର୍ବରେ ଗୋମାତା ଙ୍କୁ ଗହମ ଖାଇବାକୁ ଦିଅନ୍ତି ସେମାନଙ୍କର ଭାଗ୍ୟ ଉଦୟ ହୋଇଥାଏ । ସେମାନଙ୍କୁ ଗୁଣବାନ, ଭାଗ୍ଯବାନ ପୁତ୍ର ପ୍ରାପ୍ତ ହୋଇଥାଏ ।
୪- ଜଉ : ଯେଉଁ ବ୍ୟକ୍ତି ଗୋମାତାଙ୍କୁ ଜଉ ଖୁଆଇ ଦିଅନ୍ତି ସେମାନଙ୍କୁ ବ୍ରହ୍ମ ଊର୍ଜା ଓ ଆରୋଗ୍ଯ ପ୍ରାପ୍ତ ହୋଇଥାଏ । ଋତୁକାଳୀନ ରୋଗ ହେଉଥିଲେ ଜଉ ଖାଇବାକୁ ଦିଅନ୍ତୁ ।
୫- ଚିନୀ : କୌନସି ବ୍ୟକ୍ତିଙ୍କର ଇଚ୍ଛା ଥିଲେ ପାଣିରେ ଚିନୀ ମିଶାଇ ମନସ୍କାମନା ମାଗି ଗୋଟେ ବାଲଟି ପାଣିରେଚିନୀ ପକାଇ ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।
୬- ଆଖୁ ରସ : ଆଖୁ ରସ ଗୋମାତାଙ୍କୁ ପିଇବା ଦ୍ଵାରା ସାଂସାରିକ ସୁଖ ପ୍ରାପ୍ତ ହୋଇଥାଏ । ଦାଂପତ୍ଯ ସୁଖ ପାଇବାକୁ ହେଲେ ହୋଲି ଦିନ ନିଶ୍ଚୟ ଏହା କରନ୍ତୁ ।
୭- ମହୁ : କୌଣସି ବ୍ୟକ୍ତି ଗୋମାତାଙ୍କୁ ମହୁ ଚଟାଇ ଦିଅନ୍ତି ସେମାନଙ୍କୁ ଭୌତିକ ସୁଖ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ ।
୮- ବୁନ୍ଦି ଲଡୁ : ବ୍ୟକ୍ତି ହୋଲି ଦିନ ଗୋମାତାଙ୍କୁ ବୁନ୍ଦି ଲଡୁ ଖାଇବାକୁ ଦେଲେ ଅକ୍ଷୁର୍ଣ୍ଣ ପୂଣ୍ୟ ପ୍ରାପ୍ତ ହୋଇଥାଏ । ଯେଉଁ ପୂଣ୍ୟ କେବେ କ୍ଷୟ ହେବ ନାହି ।
୯- ଗୁଡ ଓ ଚଣା : କୌନସି ବ୍ୟକ୍ତି ଦୋଳ ପୂର୍ଣ୍ଣିମାରେ ଗୋମାତା ଙ୍କୁ ଗୁଡ ଓ ଚଣା ଖାଇବାକୁ ଦେଲେ ଗୋମାତା ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ସବୁ ଦୁଖ କଷ୍ଟ ଦୂର ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।