ଜ-ଳି-ଗ-ଲେ ପିଣ୍ଟୁ ହେଲେ ଦେଖି ପାରିଲେ ନାହି ସ୍ତ୍ରୀ ପ୍ରତିଭା । ଏଇ ତୁମେ ଜ-ଳି ଯାଉଛ ମୁଁ ତୁମକୁ ଦେଖି ପାରୁନି । ତୁମ ଦେହରେ ନି-ଆଁ ଲାଗିଛି ମୁଁ ସହି ପାରୁ ନାହି । ସେ ଜୁ-ଇ ର ନିଆଁ ରୁ ଉଠି ଆସ । ତୁମ ଦେହକୁ ବହୁତ କଷ୍ଟ ହେଉଥିବ । ମୋ ପାଖକୁ ଫେରି ଆସ । ମୁଁ ତୁମର କିଛି ବି କ୍ଷତି ହେବାକୁ ଦେବୀ ନାହି । ମୁଁ ତୁମର ସବୁ ଯତ୍ନ ନେବି । ତୁମେ ଫେରି ଆସ ।

ହଁ ଦର୍ଶକ ବନ୍ଧୁ ଆଜି ଏମିତି କିଛି ଭାବନାକୁ ନେଇ ପିଣ୍ଟୁ ନନ୍ଦ ଙ୍କ ଜୁ-ଇ ପାଖରେ ଛିଡା ହୋଇ ଭୋ ଭୋ ହୋଇ କାନ୍ଦୁ ଛନ୍ତି ତାଙ୍କ ସ୍ତ୍ରୀ । କାହାରି କଥା ଶୁଣିବାକୁ ସେ ନାରାଜ । ଖାଲି ଗୋଟେ କଥା କହୁଛନ୍ତି ମୋତେ ଛାଡି ଯାଅନି । ମୁଁ ଏ ଦୁନିଆରେ ଏକା କେମିତି ରହିବି । ସାତ ଜନ୍ମ ପାଇଁ ଆମେ ସାଥି ହୋଇଥିଲେ ପରା । ଅଧା ରାସ୍ତା ରେ ମୋତେ କେମିତି ଛାଡିକି ଚାଲିଗଲା । ଏ ଦ୍ରୁଶ୍ଯ ହେଉଛି ସ୍ଵ-ର୍ଗ-ଦ୍ଵା-ର ର ।

ଯେତେବେଳେ ପିଣ୍ଟୁ ନନ୍ଦ ଶ୍ମ-ଶା-ନ ରେ ଜୁ-ଇ ଉପରେ ପୋ-ଡି ଯାଉଥିଲେ ସେତେବେଳେ ତାଙ୍କୁ ଦେଖିପାରୁ ନ ଥିଲେ ତାଙ୍କ ସ୍ତ୍ରୀ । ଆଖି କୁ ବନ୍ଦ କରି ଖାଲି ସ୍ଵାମୀ ଫେରି ଆସିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ସ୍ତ୍ରୀ । କେମିତି ବା ଜଣେ ସ୍ଵାମୀଙ୍କର ଜୁ-ଇ କୁ ଦେଖି ପାରିବେ । କେହି କଣ ନିଜ ଅଧା ଅଙ୍ଗକୁ ଛାଡି ରହିପାରେ ? କେହି କଣ ନିଜ ହୃଦୟର ରତ୍ନ କୁ ପର କରି ଦେଇପାରେ ?

ଠିକ ସେହିଭଳି ପିଣ୍ଟୁ ପ୍ରତିଭା ଙ୍କ ପାଇଁ ଥିଲେ ରତ୍ନ ଠାରୁ ବି ଅଧିକା । କେମିତି ବା ସେ ତାଙ୍କୁ ଦୂରେଇ ଦେଇ ପାରିବେ । ସେଥିପାଇଁ ତ ଜୁ-ଇ ରୁ ଜୀବନ ଫେରାଇବା ପାଇଁ କାନ୍ଦି କାନ୍ଦି ଭଗବାନ ଙ୍କ ନିକଟରେ ଗୁହାରି କରିଛନ୍ତି ପିଣ୍ଟୁ ଙ୍କ ସ୍ତ୍ରୀ । ତେବେ ସ୍ଵ-ର୍ଗ-ଦ୍ଵା-ର ରେ ପ-ଞ୍ଚ-ଭୂ-ତ ରେ ଲୀନ ହୋଇଛନ୍ତି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ।
ଗତ ବୁଧବାର ରାତି 11ଟା 25 ମିନିଟ ସମୟରେ ତାଙ୍କର ଲିଭର ଶିରୋଷିସ ରୋଗ କାରଣରୁ ମୃ-ତ୍ୟୁ ଘଟିଛି । ଗତ ଗୁରୁବାର ଦିନ ତାଙ୍କର ପା-ର୍ଥି-ବ ଶ-ରୀ-ର ହାଇଡ୍ରାଡ ରୁ ଓଡିଶାରେ ପହଞ୍ଚିବା ପରେ ଗତ କାଲି ପୁରୀ ସ୍ଵ-ର୍ଗ-ଦ୍ଵା-ର ରେ ପହଞ୍ଚି ଥିଲା । ତାଙ୍କର ଅ-ନ୍ତି-ମ ସଂ-ସ୍କା-ର ସମୟରେ ବହୁତ ଭାବ ବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ନିଜ ସ୍ଵାମୀ କୁ ହ-ରା-ଇ ଦୁଖରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ପ୍ରତିଭା । ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।
