ବାପା ମୋତେ ହିରୋ କିଏ କରିବ । ମୁଁ ତୁମ ପରି ଅଭିଏନ୍ତା ହେବାକୁ ଚାହୁଁ ଥିଲି । ମତେ କିଏ ଏବେ ଅଭିନୟ କରିବା ଶିଖିବ । ସମତେ ତୁମର ଅହିନୟକୁ ପ୍ରଶଂସା କରିବାର ଦେଖି ମୁଁ ବି ଭାବୁଥିଲି ତୁମ ପରି ମୁଁ ବି ଅଭିନୟ କରିବି । ତୁମ ପରି ଲୋକେ ମୋତେ ବି ଚିହ୍ନିବେ । ହେଲେ ବାପା ତୁମେ ତ ଚାଲିଗଲ ଆଉ ଏବେ ମୁ କଣ ଅଭିନୟ ଶିଖି ପାରିବି ।
ହଁ ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦ ଙ୍କ ଚି-ତା ପାଖରେ ଠିଆ ହୋଇ କିଛି ଏମିତି ପ୍ରଶ୍ନ କରି ଚାଲିଛି ତାଙ୍କ ବଡ ପୁଅ ସାଇ । ପିଣ୍ଟୁ ଙ୍କ ବଡ ପୁଅ ଦେଖିବାକୁ ତାଙ୍କ ପରି ହ୍ୟାଣ୍ଡସମ ଓ ଗୁଡ ଲୁକିଙ୍ଗ । ପିଣ୍ଟୁ ତାଙ୍କ ପୁଅକୁ ସବୁବେଳେ କହୁଥିଲେ ତୋତେ ଭଲ ଅଭିନେତା କରାଇବି । ତୁ ଓଡିଶା ସିନେ ଜଗତର ଭଲ ହିରୋ ହେବୁ । ତୁ ଏମିତି ଅଭିନୟ କରିବୁ ଯେ ପୁରା ଓଡିଶା ବସି ପ୍ରଶଂସା କରିବେ ।
ହେଲେ ପିଣ୍ଟୁ ଙ୍କ ଏଭଳି ସ୍ଵପ୍ନ ଅଧାରେ ରହିଗଲା । ପାହାନ୍ତି ରାତିରେ ଦେଖିଥିବା ଏହି ସ୍ଵପ୍ନ ପିଣ୍ଟୁ ଙ୍କର ପୁରା ହୋଇ ପାରିଲା ଆହି । ଆଉ ଏହି କଥାକୁ ମନେ ପକାଇ କଇଁ କଇଁ ହୋଇ କାନ୍ଦୁ ଛନ୍ତି ପିଣ୍ଟୁ ଙ୍କ ବଡ ପୁଅ ସାଇ । ପିଣ୍ଟୁ ଙ୍କ ମୁହଁ ରେ ନି-ଆଁ ଦେବା ପରେ ତାଙ୍କ ଚି-ତା ପାଖରେ ଛିଡା ହୋଇ ବୀତି ଯାଇଥିବା ପ୍ରତେକ ଟି କଥାକୁ ମନେ ପକାଇଛନ୍ତି ସାଇ ।
ବାପାଙ୍କୁ ଜୁ-ଇ ରୁ ଫେରାଇ ଆଣିବା ପାଇଁ ଭଗବାନ ଙ୍କ ଆଗରେ ଗୁହାରି କରୁଛନ୍ତି । ହେଲେ ସେ ଏବେ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଯାହାଙ୍କୁ ଭଗବାନ ବି ଫେରାଇ ଆଣି ପାରିବେ ନାହି । ଆଉ ଫେରିବେ ନାହି ପିଣ୍ଟୁ ନନ୍ଦ । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଚାଲି ଯାଇଛନ୍ତି ସଟା ହେଲେ ତାଙ୍କର ସବୁ ଅଭୂଲା ସ୍ମୃତି ଏବେ ଗୋଟି ଗୋଟି କରି ମନେ ପକାଉଛନ୍ତି ତାଙ୍କ ବଡ ପୁଅ ସାଇ ।
ଆଉ ବାପାଙ୍କୁ ଝୁରି ହେଉଛନ୍ତି । ବାପଙ୍କୁ ଝୁରି ଝୁରି ସାଉ ହେକା ଉଠାଇ କାନ୍ଦି ପକାଉଛନ୍ତି ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ସତରେ ଏ ଦୃଶ୍ୟ ଦେଖିଲେ କାହାର ବି ଆଖି ରେ ଲୁହ ରହିବ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏଇ ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।