ଦେଖୁ ଦେଖୁ ପାଖକୁ ମାଡି ଆସିଲା ଜଙ୍ଗଲି ଭାଲୁ, ନିଜ ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା 3 ଯୁବତୀଙ୍କ ଜୀବନ… ଦୃଶ୍ୟ ଦେଖି ଛାତି ଥଋ ଉଠିବ

ମାଡି ଆସିଲା ଭାଲୁ । ଉପସ୍ଥିତ ବୁଦ୍ଧି ହିଁ ବଞ୍ଚେଇ ଦେଲା ତିନି ଜଣଙ୍କ ଜୀବନ । ହଁ ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ରାହୁଛୁ । ଆଉ ଅନେକ କଥା ଘରେ ବସି ଜାଣିପାରୁଛୁ । ଆମେ ମାନେ ଏହି ସବୁ ଘଟଣାର ଭିଡିଓ ଯେ କୌଣସି ସ୍ଥାନରେ ରହି ଅତି ସହଜରେ ଜାଣି ପାରୁ ।

ତେବେ ଗତ କିଛି ସମୟ ହେବ ଭାଲୁ ର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । କୁହାଯାଏ ବୁଦ୍ଧି ଥିଲେ ବଡ ବଡ ବିପଦରୁ ଆପଣ ବର୍ତ୍ତୀ ଯିବେ । ଏହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ । ଭିଡିଓରେ ଏକ ଜଙ୍ଗଲରେ ସୁନସାନ ରାସ୍ତା ପଡିଛି । ଏହି ସମୟରେ ତିନି ଜଣ ଝିଅ ଚାଲି ଚାଲି ଯାଉ ଛନ୍ତି ।

ଆଉ ଠିକ ଏତିକି ବେଳେ ମାଡି ଆସିଲା ଭାଲୁ । କେଜାଣି କେଉଁଠି ଥିଲା ହଠାତ ମାଡି ଆସିଲା ଭାଲୁ । ପ୍ରଥମେ ଭାଲୁକୁ ଦେଖି ତିନି ଜଣ ଯୁବତୀ ଡଋ ଗଲେ । ଆଉ ସେଠାରେ ଚୁପ ଚାପ ଛିଡା ହୋଇଗଲେ । ଆଉ ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ରାସ୍ତା ରେ ଯାଉଥିବା ଯୁବତୀ ମାନେ କଣ କରିବେ କିଛି ଭାବିବା ଆଗରୁ ଭାଲୁ ଆସି ତାଙ୍କ ପାଖରେ ପହଞ୍ଚି ସାରିଥିଲା ।

ହେଲେ ସେହି ସମୟରେ ସେମାନେ ନିଜ ନିଜ ଉପସ୍ଥିତି ବୁଦ୍ଧି ର ପ୍ରୟୋଗ କରି ଜୀବନ ବଞ୍ଚାଇଲେ । ଭାଲି ପ୍ରଥମେ ଜଣେ ଯୁବତୀଙ୍କ ପାଖକୁ ଯାଇ ତାଙ୍କୁ ଶୁଙ୍ଘିବାକୁ ଲାଗିଲା । ଯୁବତୀ ଜଣକ ଭାଲୁ ଆସିବା ଦେଖି ସିଧା ଛିଡା ହୋଇଗଲେ । ହଲଚଲ ନ ହୋଇ କିଛି ନ କହି ଚୁପଚାପ ଛିଡା ହୋଇଗଲେ । ଭାଲୁ ସେମାନଙ୍କ ପାଖକୁ ଆସିଲା ଆଉ ସେମାନଙ୍କ ସହ ଲାଗିଲା । ଭାଲୁ ତିନି ଜଣ ଯୁବତୀଙ୍କ ସହ ଲାଗୁ ଥିଲା ।

ହେଲେ ଶେଷରେ ଭାଲୁ ଟି ନିରାଶ ହୋଇ ସେମାନଙ୍କୁ ଛାଡି ନିଜ ବାଟରେ ଚାଲି ଗଲା । ଆଉ 3 ଜଣ ଯୁବତୀଙ୍କର ଜୀବନ ବଞ୍ଚିଗଲା । ତେବେ ଯୁବତୀ ମାନେ ଯଦି ନିଜର ବୁଦ୍ଧି ର ପ୍ରୟୋଗ କରିଥାନ୍ତେ ତେବେ ହୁଏ ତ ତାଙ୍କ ଜୀବନ ବଞ୍ଚିପାରି ନ ଥାନ୍ତା । ତେବେ ଏହି ଭିଡିଓ କୁ ନେଇ ୟୁଜର୍ସ ମାନେ ନିଜ ନିଜର ଅନେକ ମତ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *