୧୧ ବର୍ଷର ନିରୀହ ଝିଅ ଏମିତି ହେଲା ପ୍ରେଗନେଣ୍ଟ, ପୁରା ଘଟଣା ଜାଣି ଡାକ୍ତର ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଏହି ଘଟଣା ଗୋଟେ ଛୋଟ ୧୧ବର୍ଷ ଝିଅ ବିଷୟରେ ଅଟେ ଏବଂ ଏହି ଛୋଟ ଝିଅ ଗର୍ଭବତୀ ହୋଇ ଯାଇଛି । ସେହି ଝିଅ ସହ କଣ ହେଲା ଏବଂ ଏତେ କମ ବୟସରେ ସେ ଗର୍ଭବତୀ କେମିତି ହେଲା ତାହା ଆପଣଙ୍କୁ ସମ୍ପୂର୍ଣ ଖବର ପଢିଲେ ଜଣା ପଡିବ ।

ଯେଉଁ ଝିଅ ବିଷୟରେ ଆମେ କଥା ହେଉଛୁ ସେହି ଝିଅ ଅଷ୍ଟ୍ରେଲିଆ ନିବାସୀ, ହଟାତ ଗୋଟେ ଦିନ ଏହି ଝିଅ ର ସ୍କୁଲ ରେ ପେଟ ଦରଜ ହେଲା ।

ଦରଜ ସମୟରେ ଡକ୍ଟରଙ୍କୁ ଲାଗିଲା ଝିଅ ଗର୍ଭବତୀ ଅଛନ୍ତି, ଏହି ଝିଅ ନାମ ଚେଋଶ ରୋଜ ଲାବେଲେ ଅଟେ । ଝିଅ ଓଜନ ସାମାନ୍ୟତଃ କମ ଥିଲା କିନ୍ତୁ ଦରଜ ପରେ ହଟାତ ଓଜନ ବଢିଲା ଝିଅ ମାଁ ଯେତେବେଳେ ଡକ୍ଟର ପାଖକୁ ନେଇ ଗଲେ ପ୍ରଥମେ ଡକ୍ଟରଙ୍କୁ ଚେଋଶ କୁ ଦେଖି ଲାଗିଲା ସେ ଗର୍ଭବତୀ ଅଛନ୍ତି, କିନ୍ତୁ ଜେତବେଳେ ଡକ୍ଟର ସମ୍ପୂର୍ଣ ଚେକ ଅପ କଲେ ସେତେବେଳେ ଅସଲ କଥା ସାମ୍ନାକୁ ଆସିଲା ।

ଚେଋଶ ମାଁ ଲୁଇସ ଅନୁଯାଇ ଦୁଇ ମାସ ତଳେ ଚେରିଶ ଖାଇବା ପିଇବା ଓ ଅନ୍ୟ କାମ ବଦଳିବା ଆରମ୍ଭ ହେଲା ତାପରେ ଚେରିଶ ବହୁତ କମ ଖୁସି ରୁହନ୍ତି ଓ ସେ ଗୀତ ମଧ୍ୟ ଗାଉ ନଥିଲେ ଯାହା ତାଙ୍କୁ ବହୁତ ପ୍ରିୟ ଅଟେ, ହଟାତ ପେଟ ଦରଜ ହେଲା ପରେ ଡକ୍ଟର ପାଖକୁ ଆସିଲେ ଓ ଚେକ ଅପ ପରେ ଜଣା ପଡିଲା ଯେ ଚେରିଶ ଓଭାଋ ରେ ଜୀବାଣୁ ସେଲ କ୍ୟାନ୍ସର ହୋଇ ଯାଇଛି । ଏତେ କମ ବୟସରେ ଏମିତି ପ୍ରକାର ଭୟଙ୍କର ରୋଗ ବହୁତ କମ ଛୁଆଙ୍କୁ ହୋଇଥାଏ ।

ଏହି ରୋଗ ପାଇଁ ଚେରିଶ ର ଛ ମାସ ଟ୍ରୀଟମେନ୍ଟ ଦରକାର ଏବଂ ଖାଇବା ପିବା ପୂର୍ଣ ବଦଲା ଗଲା । ଚେରିଶ କୁ କେମୋଥେରୀପି ଆରମ୍ଭ ହୋଇ ଯାଇଛି ତା ପରେ ଦି ହଫ୍ତା ପରେ ଟ୍ଯୁମର ଛୋଟ ହୋଇ ଯାଇଛି ତା ପରେ ତାକୁ କାଟି ବାହାର କରା ଯାଇଛି । ଏବେ ବି ଚାରି ମାସ କେମୋଥେରୀପି ହବ କିନ୍ତୁ ଏହି ସମୟରେ ଚେରିଶକୁ ବହୁତ କଷ୍ଟ ଅନୁଭବ କରିବାକୁ ପଡିଲା ଓ ନିଜ ଚୁଟି ହରେଇବାକୁ ପଡିଲା ।

Leave a Reply

Your email address will not be published. Required fields are marked *