ତାଙ୍କ ନାମର ପ୍ରଥମ ଅକ୍ଷର କୁହନ୍ତୁ ଏବଂ ଜାଣନ୍ତୁ ତାଙ୍କ ପ୍ରେମ ଆପଣଙ୍କ ପାଇଁ ସତ ନା ଛଳନା,

ବନ୍ଧୁଗଣ କଣ ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ପ୍ରେମ ସଚ୍ଚା କି ନୁହେଁ । ସେଥିପାଇଁ ଆପଣଙ୍କୁ A ଠାରୁ Z ଯାଏଁ କୌଣସି ଏକ ଲେଟର ଚୁଜ କରିବାକୁ ହେବ । ଏହାପରେ ଆପଣ ନିଜ ସାଥିଙ୍କ ଭଲ ପାଇବା ବିଷୟରେ ଖାସ କଥା ଜାଣିପାରିବେ ।

K- ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ।

G- ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଦେଖାଇ ହେଉ ନାହାନ୍ତି ।

V- ସେ ଆପଣଙ୍କୁ ସଚ୍ଚା ହୃଦୟରୁ ଭଲ ପାଉଛନ୍ତି ।

R- ସେ ଆପଣଙ୍କୁ ଆପଣଙ୍କ ଅପେକ୍ଷା ଅଧିକ ଭଲ ପାଉଛନ୍ତି ।

T- ତାଙ୍କ ପ୍ରେମ ଆପଣଙ୍କ ପ୍ରତି ସଚ୍ଚା ନୁହେଁ ଖାଲି ଦେଖାଇ ହେଉଛନ୍ତି ।

I ସେ ଆପଣଙ୍କୁ ସଚ୍ଚା ହୃଦୟରୁ ଭଲ ପାଉଛନ୍ତି ।

Y- ସେ ଆପଣଙ୍କୁ ଭଲ ପାଉ ନାହାନ୍ତି ବରଂ ବନ୍ଧୁ ମାନୁଛନ୍ତି ।

U- ସେ ଆପଣଙ୍କ ପାଇଁ କିଛି ବି କରିବାକୁ ରେଡି ଅଛନ୍ତି କାରଣ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ।

O- ତାଙ୍କ ପ୍ରେମ ଆପଣଙ୍କ ପାଇଁ ମିଛ । ସେ ଆପଣଙ୍କୁ ପ୍ରେମ କରିବାର ବାହାନା କରୁଛନ୍ତି ।

P- ସେ ଆପଣଙ୍କୁ ପ୍ରେମ କମ କରୁଛନ୍ତି କିନ୍ତୁ ଦେଖାଇ ହେଉଛନ୍ତି କି ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

Z- ତାଙ୍କ ପ୍ରେମ ଆପଣଙ୍କ ପାଇଁ ଖାଲି ଦିଖାୱା ବା ସେ ଦେଖାଉ ହେଉଛନ୍ତି କି ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

L- ତାଙ୍କ ମନରେ ଆପଣଙ୍କ ପାଇଁ ପ୍ରେମ ପୁରା ସଚ୍ଚା ଅଛି ।

C – ସେ ଆପଣଙ୍କୁ ହୃଦୟରୁ ଭଲ ପାଉଛନ୍ତି ତେଣୁ ତାଙ୍କ ପ୍ରେମ ଆପଣଙ୍କ ପାଇଁ ସଚ୍ଚା ଅଛି ।

E – ସେ ଆପଣଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଛନ୍ତି ତେଣୁ ତାଙ୍କର ପ୍ରେମ ସଚ୍ଚା ଅଛି ।

B – ସେ ଆପଣଙ୍କୁ ଭଲ ପାଉ ନାହାନ୍ତି ବାସ ଦେଖାଇ ହେଉଛନ୍ତି ।

X – ଆପଣ ଦୁହିଙ୍କର ପ୍ରେମ ପରସ୍ପର ପାଇଁ ବିଲକୁଲ ସଚ୍ଚା ଅଛି ।

N- ସେ ଆପଣଙ୍କ ସାଥ ଜୀବନ ସାରା ଛାଡିବେ ନାହିଁ । କାରଣ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ।

W – ସେ ଆପଣଙ୍କୁ ଭଲ ପାଉଛନ୍ତି କିନ୍ତୁ ଏମିତି ନୁହେଁ କି ଆପଣଙ୍କ ପାଇଁ କିଛି ବି କରିଯିବେ ।

S- ଏହି ଜନ୍ମରେ ସେ ଆପଣଙ୍କ ସାଥ ଛାଡିବେ ନାହିଁ କାରଣ ତାଙ୍କ ପ୍ରେମ ସଚ୍ଚା ଅଛି ।

D- ଯେତେ ସଚ୍ଚା ପ୍ରେମ ଆପଣ ତାଙ୍କୁ କରୁଛନ୍ତି ସେ ବି ଆପଣଙ୍କୁ କରୁଛନ୍ତି ।

F – ସେ ଆପଣଙ୍କ ସହ ବନ୍ଧୁତା ଭଳି ସମ୍ପର୍କ ରଖୁଛନ୍ତି ।

M- ସେ ଆପଣଙ୍କ ନାଁରେ ତାଙ୍କ ନାଁ କରି ଦେଇଛନ୍ତି ।

H- ଆପଣଙ୍କୁ ସେ ସଚ୍ଚା ମନରୁ ଭଲ ପାଉଛନ୍ତି ।

A- ଆପଣ ଦୁହେଁ ପରସ୍ପରର ଜୀବନ । ପରସ୍ପରର ପ୍ରେମ ସଚ୍ଚା ଅଛି ।

Q- ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ଟିକେ ହେଲେ ବି ମିଛ ନାହିଁ ।

J- ସେ ଆପଣଙ୍କ ସାଥ କେବେ ଛାଡିବେ ନାହିଁ ଜୀବନ ସାରା ସାଥ ନିଭାଇବେ ।

ବନ୍ଧୁଗଣ ଆପଣଙ୍କ ପ୍ରେମ ସଚ୍ଚା କି ନୁହେଁ ଆମକୁ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *