ଏହି ଫୁଲ ଆପଣଙ୍କ ଭାଗ୍ୟ 24 ଘଣ୍ଟାରେ ବଦଳେଇ ଦେବ, କାଙ୍ଗାଳବି ହୋଇଯିବେ ଧନୀ…

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ମନ୍ଦାର ଗଛ ଦେଖିଥିବେ । ଏମିତି ମାନାଯାଏ ଏହି ଗଛକୁ ଯେଉଁଠି ଲଗାଯାଏ ସେଠାରେ ପଜେଟିଭ ଊର୍ଜାର ସଂଚାର ହୋଇଥାଏ । ଘରେ ଏହି ଗଛ ଲଗାଇବା ଶୁଭ ମାନାଯାଏ । ଯେଉଁ ମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟଦେଙ୍କ ପ୍ରଭାବ କମ ଥାଏ ସେହି ଘରେ ମନ୍ଦାର ଗଛ ଲଗାଇବା ଉଚିତ ହୋଇଥାଏ । ସେହି ବ୍ୟକ୍ତିଙ୍କୁ ମାନ ହାନି, ଚର୍ମ ଜନିତ ରୋଗ ହୋଇଥାଏ ।

ଯଦି କୁଣ୍ଡଳୀରେ ମଙ୍ଗଳ ଦୋଷ ଥାଏ ମନ୍ଦାର ଗଛ ଲଗାଇଲେ ତାହା ଦୂର ହୋଇଥାଏ । ଆଜି ଆମେ ଜାଣିବା ମନ୍ଦାର ଫୁଲ ର କିଛି  ଆୟୁର୍ବେଦିକ ଉପଚାର ବିଷୟରେ । 1- ମନ୍ଦାର ଗଛର ପତ୍ରକୁ ପାଣିରେ ଫୁଟାଇ ଚାହା ଭଳି ପିଇବା ଦ୍ଵାରା ପେଟରେ ହେଉଥିବା ଅଚାନକ ବ୍ୟଥା ଦୁର ହୋଇଥାଏ । ପେଟରେ ଜୀବାଣୁ ମରିଯାଏ ।

2- ଲମ୍ବା ସମୟ ଧରି ଷ୍ଟୋନ ସମସ୍ଯା ପାଇଁ ଚିନ୍ତାରେ ଅଛନ୍ତି ତେବେ ମନ୍ଦାର ଗଛର ପତ୍ର ଓ ଫୁଲର ପାଉଡର ତିଆରି କରନ୍ତୁ । ଏହି ପାଉଡରକୁ 2 ଚାମଚ ଉଷୁମ ପାଣିରେ ଛାଣିକୁ ସେବନ କରନ୍ତୁ । ଦିନକୁ 2 ଥର ଏହାକୁ 15 ଥର ଖାଲି ପେଟରେ ପିଇଲେ ଷ୍ଟୋନ ସମସ୍ଯା ଦୂର ହୋଇଥାଏ ।

3- ଯଦି ଶରୀରରେ ଆଇରନ ସମସ୍ଯା ଅଛି ତେବେ ମନ୍ଦାର ଫୁଲ ଓ ଗୁଡ ପାଣିରେ ଫୁଟାଇ ସେବନ କରନ୍ତୁ । ଏହାଦ୍ବାରା ରକ୍ତ ବଢିବାରେ ସହାୟକ ହୋଇଥାଏ ।

4- ଯଦି ଆପ ମୋଟାପଣ କୁ କମାଇବାକୁ ଚାହୁଁଛନ୍ତି ତେବେ ମନ୍ଦାର ଫୁଲକୁ ଚାହା କରି ସେବନ କରିବା ଦ୍ଵାରା ଲମ୍ବା ସମୟ ଧରି ଭୋକ ଲାଗିନ ଥାଏ । ଯାହା ଫଳରେ ଓଜନ କମ ହେବାରେ ସହାୟକ ହୋଇଥାଏ । ଏବେ ଆସନ୍ତୁ ଜାଣିବା ମନ୍ଦାର ଫୁଲର ଧାର୍ମିକ ମହତ୍ଵ ବିଷୟରେ । ମା ଦୂର୍ଗା, ତାରିଣୀ ଙ୍କୁ ମନ୍ଦାର ଫୁଲ ପ୍ରିୟ ହୋଇଥାଏ ।

କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ମଙ୍ଗଳ ଦୋଷ ଅଛି, ବିବାହରେ ବିଳମ୍ବ ହେଉଛି, ଚର୍ମ, ରକ୍ତ ସମ୍ବଧିତ ରୋଗ ହେଉଛି ମନ୍ଦାର ଗଛ ଘରେ ନିଶ୍ଚୟ ଲଗାନ୍ତୁ । 3 ମାସ ଯାଏଁ ଲଗାତାର ଗୋଟେ ମନ୍ଦାର ଫୁଲ ପ୍ରତେକ ଦିନ ହନୁମାନ ଜିଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଅଷ୍ଟ ସିଦ୍ଧି ପ୍ରାପ୍ତ ହୋଇଥାଏ । ଲାଲ କିତାବ ରେ ଲେଖା ଅଛି କି ଯଦି କୌଣସି ବ୍ୟକ୍ତିଙ୍କର ଶନିଙ୍କର ସାଢେଷାତି, ଅଢେଇ ବା ଶନିଙ୍କ ଦୋଧ ଦ୍ଵାରା ଚିନ୍ତାରେ ଅଛି ତେବେ ଭଗବାନ ରାମଙ୍କୁ ଧ୍ୟାନ କରି 5ଟି ମନ୍ଦାର ଫୁଲ ହନୁମାନ ଜିଙ୍କୁ ଅର୍ପଣ କରନ୍ତି ତାହା ସବୁ ଦୂର ହୋଇଥାଏ ।

ବିଶେଷ ପ୍ରକାରର କୌଣସି ଇଚ୍ଛା ଅଛି ତେବେ ଶୁକ୍ରବାର ଦିନ 21ଟି ମନ୍ଦାର ଫୁଲର ମାଳା ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବାକୁ ହେବ । ନବ ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ନାଲି ମନ୍ଦାର ଫୁଲ ଚଢାଇବା ଉଚିତ । ହଜାର ଗୋ-ଦାନ କରିବାର ଯେଉଁ ପୂଣ୍ୟ ଫଳ ମିଳିଥାଏ ଗୋଟେ ମନ୍ଦାର ଫୁଲ ନବଦୂର୍ଗାଙ୍କୁ ଚଢାଇବା ଦ୍ଵାରା ମିଳିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *