ଅସଫଳତା କୁ ନିଜର ମାର୍ଗ କେମିତି କରିବେ ? Acharya Chanakya

ବନ୍ଧୁଗଣ ମଣିଷ ଜୀବନରେ ବଞ୍ଚିବାକୁ ହେଲେ କିଛି ନା କିଛି ଲକ୍ଷ୍ୟ ରହିବା ଉଚିତ । ଯାହା ମଣିଷ କୁ ନିଜେ ହିଁ ସ୍ଥିର କରିବାକୁ ପଡିଥାଏ । ତେବେ ମଣିଷ ର ଯେବେ ଇଚ୍ଛା ଶକ୍ତି ଓ ଦୃଢ ମନୋବଳ ଅଧିକ ରହିଥାଏ ସେତେବେଳେ ସେ ଦୁନିଆର କୌଣସି ସ୍ଥିତି କୁ ମଧ୍ୟ ସମାନ କରିବାରେ ସଫଳ ହୋଇପାରେ । କିନ୍ତୁ ଯେବେ ମଣିଷ କୌଣସି ପରିସ୍ଥିତି କୁ ସାମନା ନ କରି ହାର ମାନି ଯାଏ ସେତେବେଳେ ମଣିଷ ଜୀବନରେ ବଞ୍ଚିବାର ଆସା କମ ହୋଇଯାଏ ।

ଆଜି ଆମେ ଆପଣ ମାନଙ୍କୁ କହିବୁ ଯଦି ଜଣେ ବ୍ୟକ୍ତି ଅସଫଳତା ପାଏ ତେବେ ସେହି ସମୟରେ କଣ କରିବା ଉଚିତ । ମଣିଷ ଜୀବନରେ ବଞ୍ଚିବାର ଇଚ୍ଛା ହିଁ ତାର ସବୁଠୁ ବଡ ଶକ୍ତି ଅଟେ । ଯେବେ ବଞ୍ଚିବାର ସତ ଇଚ୍ଛା ମନରେ ଥିବ ତେବେ ମୃତ୍ୟୁ ସେହି ସମୟରେ କଠିନ ନୁହେଁ ବରଂ ଅସମ୍ଭବ ଲାଗିବ । ଯଦି ମନରେ ଜୀବନ ଠାରୁ ଆଉ କିଛି ବଡ ନାହିଁ ଏଭଳି ଧାରଣା ଆସିବ ତେବେ ଦୁର୍ବଳ ରୁ ଦୁର୍ବଳ ବ୍ୟକ୍ତି ସାହସୀ ହୋଇପାରେ ।

ଜୀବନରେ ବ୍ୟକ୍ତି ଯାହା ବି ନିସ୍ପତି ନେଉ ନା କାହିଁକି କେବେ ପଛକୁ ଫେରି ଦେଖିବା ଉଚିତ ନୁହେଁ । କାରଣ ଜୀବନରେ ପଛକୁ ଫେରୁଥିବା ବ୍ୟକ୍ତି କେବେ ବି ଇତିହାସ ରଚିପାରେ ନାହିଁ । ମଣିଷ କୁ ଜୀବନରେ ଅସଫଳତା ରୁ କିଛି ଶିକ୍ଷା କରିବାର ଇଚ୍ଛା ରଖିବା ଉଚିତ । ଜଣେ ବ୍ୟକ୍ତି ଜୀବନରେ ଯେଉଁ ଯୋଜନା କରିଥାଏ ଓ ସେହି ଯୋଜନା ଯଦି ସଫଳ ହୋଇଯାଏ ତେବେ କେତେ ଖୁସି ଅନୁଭବ କରିଥାଏ ।

କିନ୍ତୁ ବ୍ୟକ୍ତି ଯେବେ ଯୋଜନା ଅନୁଯାୟୀ ବିଫଳ ହୋଇଥାଏ ସେତେବେଳେ ସେ ନିରାଶ ଅନୁଭବ କରିଥାଏ । ତେବେ ଅସଫଳତା ପାଇବାରେ ବ୍ୟକ୍ତି କେମିତି ବାହାରି ପାରିବ ତାହା ଜାଣି ନେବା ଉଚିତ । ଏବେ ବି ଜୀବନରେ ହାର ମାନିବା ଉଚିତ ନୁହେଁ । ନେତୃତ୍ଵ କଣ ହୋଇଥାଏ ଶତ୍ରୁ ନା ବିପରୀତ ପରିସ୍ଥିତି ରେ ମନରେ ସମ୍ମାନ ହେବା ।

ଜଣେ ଭଲ ରାଜା ସେ ନୁହେଁ ଯିଏ ଆତ୍ମସମର୍ପଣ କରିବା ଜାଣିଥାଏ ବରଂ ଜଣେ ଭଲ ରାଜା ସେ ହୋଇଥାଏ ଯିଏ କେବେ ବି ପହ ଘୁଞ୍ଚା ଦିଏ ନାହିଁ । ପୁନଃ ସଂଘଠିତ ହେବା ସମୟ ସମୟ କୁ ଅପେକ୍ଷା କରିବା ଉଚିତ ଅସଫଳତା ପାଇବା ପରେ । ପଛକୁ ହଟିବା ମଣିଷ ଜୀବନର ଲକ୍ଷ୍ୟ ନୁହେଁ । ପ୍ରତି ଦିନ ନୂଆ ଉଶ୍ଚାହ ର ସହ ଆଗକୁ ବଢିବା ଉଚିତ ।

ତେଣୁ ଅସଫଳତା ପାଇବା ପରେ ମଧ୍ୟ ପୁନଃ ଚେଷ୍ଟା ଜାରି ରଖିବା ଉଚିତ । ଅସଫଳତା କୁ ନିଜର ଅସ୍ତ୍ର କରି ପୁଣି ଥରେ ବିଜୟ ର ପତାକା ପାଇବାକୁ ବ୍ୟକ୍ତି କୁ ଚେଷ୍ଟା କରିବା ଉଚିତ । ତା ହେଲେ ଯାଇ ବ୍ୟକ୍ତି ଜୀବନରେ ସଫଳତା ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *