Health tips; – ମୋଟାପଣ, ଆଣ୍ଠୁ ଗଣ୍ଠି ଭଳି ଅନେକ ସମସ୍ଯାରୁ ମୁକ୍ତି ଦେବ କେବଳ ଏହି ଗୋଟିଏ ମଞ୍ଜି, ବ୍ୟବହାର କରିକି ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ମୋଟାପାକୁ ନେଇ ଅନେକ ଲୋକ ଚିନ୍ତିତ ରହୁଛନ୍ତି । ତେବେ ଏହି ମୋଟାପଣ ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଘରୋଇ ଉପଚାର ରହିଅଛି । ତେବେ ଆପଣ ମାନେ ସୂର୍ଯ୍ୟମୁଖ୍ୟ ଗଛର ସ୍ଵାସ୍ଥକାରୀ ଉପକାରୀତା ସମ୍ବଦ୍ଧରେ ନିହାତି କେବେ ନା କେବେ ଶୁଣି ତ ଥିବେ । ତେବେ ଏହି ସୂର୍ଯ୍ୟମୁଖୀ ଗଛର ମଞ୍ଜି ବହୁତ ଉପକାରୀ ହୋଇଥାଏ । ମୋଟାପଣକୁ କମାଇବା ପାଇଁ ଆମେ ନିଜ ଖାଇବା ଉପରେ ଅନେକ କଣ୍ଟ୍ରୋଲ କରିଥାଉ ।

ନିଜ ଡାଏଟରେ ମଧ୍ୟ ଅନେକ ପରିବର୍ତ୍ତନ କରିଥାଉ । ସେହି ଭଳି ଯଦି ଆପଣ ଡାଏଟରେ ସୁର୍ଜ୍ଯମୁଖୀ ମଞ୍ଜୀର ସେବନ କରିବେ । ତେବେ ଏହା ଆପଣଙ୍କ ମୋଟାପଣକୁ ଖୁବ ଶୀଘ୍ର କମାଇବାରେ ସାହାଜ୍ଯ କରିଥାଏ । ଆଜିକାଲି ଉଚ୍ଚ ରକ୍ତଚାପ ପ୍ରାୟତଃ ସମସ୍ତଙ୍କ ଠାରେ ଦେଖାଯାଉଛି । ଏହା ପାଇଁ ହାର୍ଟ ଆଟାକ ଭଳି ଅନେକ ବେମରୀ ଶରୀରକୁ ମାଡି ବସୁଛି । ତେବେ ଏହି ସୂର୍ଯ୍ୟମୁଖୀ ମଞ୍ଜିର ସେବନ ଦ୍ୱାରା ଆପଣ ଉଚ୍ଚ ରକ୍ତଚାପ ଭଳି ରୋଗ ଠାରୁ ମଧ୍ୟ ମୁକ୍ତି ପାଇ ପାରିବେ । ଏହି ମଞ୍ଜିରେ ମ୍ୟାଗନେସିୟମ ଭଳି ଭିଟାମିନ ମଧ୍ୟ ଅଛି ।

ବୃଦ୍ଧାବସ୍ଥା ହେଉ କି ଅବା ଯୁବାବସ୍ଥା ଆଜିକାଲି ଅନେକ ଲୋକଙ୍କର ଆଣ୍ଠୁ ଓ ଗଣ୍ଠି ଦରଜ ଭଳି ସମସ୍ଯା ସାଧାରତଃ ଦେଖିବାକୁ ମିଳୁଛି । ତେବେ ଏହା ବିଭିନ୍ନ କାରଣରୁ ହୋଇପାରେ କିନ୍ତୁ ମୁଖ୍ୟ କାରଣ ହେଉଛି ଶରୀରରେ କ୍ୟାଲସିୟମର ଅଭାବ । ତେଣୁ ଯଦି ଶରୀରରେ କ୍ୟାଲସିୟମର ଅଭାବ ରହୁଥାଏ, ତେବେ ଆପଣ ଏହି ସୂର୍ଯ୍ୟମୁଖୀ ମଞ୍ଜିର ସେବନ କରନ୍ତୁ । କାରଣ ଏହି ସୂର୍ଯ୍ୟମୁଖୀ ମଞ୍ଜିରେ କ୍ୟାଲସିୟମ ମଧ୍ୟ ରହିଥାଏ ।

ଅନେକ ଝିଅ ବା ପୁଅ ନିଜର ମୁହଁରେ ପ୍ରାକୃତିକ ଚମକ ପାଇବାକୁ ଇଛା କରନ୍ତି । ତେବେ ଏହି ପ୍ରାକୃତିକ ଚମକ ବା ଗ୍ଲୋ ପାଇବା ପାଇଁ ଆପଣ ସୂର୍ଯ୍ୟମୁଖୀ ମଞ୍ଜିର ବ୍ୟବହାର ନିଜ ଖାଦ୍ୟରେ କରନ୍ତୁ । କାରଣ ଏଥିରେ ଭିଟାମୀନ E ରହିଥାଏ । ଯାହା ଆମ ଚର୍ମକୁ ଏକ ପ୍ରାକୃତିକ ଗ୍ଲୋ ପ୍ରଦାନ କରିଥାଏ ।

ଏହି ସୂର୍ଯ୍ୟମୁଖୀ ମଞ୍ଜିର ସେବନ ଦ୍ୱାରା ସୂର୍ଯ୍ୟଙ୍କ ସହ ଜଡିତ ଯେକୌଣସି ରୋଗ ହୋଇଥିଲେ ମଧ୍ୟ ଭଲ ହୋଇଯାଏ । ତେବେ ଆପଣ ସମସ୍ତେ ଜାଣିଥିବେ ଏହାର ତେଲ ମଧ୍ୟ ଶରୀର ପାଇଁ ବହୁତ ଉତ୍ତମ ଅଟେ । ତେଣୁ ତାକ୍ତର ମାନେ ମଧ୍ୟ ଏହାର ତେଲକୁ ରୋଷେଇରେ ବ୍ୟବହାର କରିବା ପାଇଁ କହିଥାନ୍ତି ।

ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *