ଘରର ଏହି କୋଣରେ ରଖନ୍ତୁ ପିତ୍ତଳର ସିଂହ, ଜୀବନରେ ହେବ ଏଭଳି ପରିବର୍ତ୍ତନ କି ବିଶ୍ବାସ ହେବନି-Vastu Shastra

ବାସ୍ତୁ ବିଜ୍ଞାନ ଭବନ ନିର୍ମାଣ ସମ୍ବନ୍ଧିତ ଅଟେ, ଏହା ଅନୁଯାଇ ଦିଶା ଦ୍ଵାରା ଶୁଭ ଅଶୁଭ ଦେଖା ଯାଏ ଓ ଶୁଭ ଦିଶାରେ ମୁଖ୍ୟ ଦ୍ଵାରା ଓ ଘର ପଛ ରହିଥାଏ । ଯଦି ଆପଣଙ୍କୁ ଚାକିରିରେ କୌଣସି ପ୍ରକାର ଅସୁବିଧା ଆସିଥାଏ ତେବେ ଆପଣଙ୍କୁ ଏହି ବାସ୍ତୁ ଉପାୟ କରିବା ଆବଶ୍ୟକ ଅଟେ । ପରିଶ୍ରମ ଓ ଯୋଗ୍ୟତା ଅନୁସାରେ ଆପଣଙ୍କ ଇନକମ ହେଉ ନାହିଁତ ଏହାର କାରଣ ଆପଣ ନିଜେତ ନୁହନ୍ତି ।

କିଛି ଲୋକଙ୍କ ଜୀବନରେ ସଫଳତା ବହୁତ ଶୀଘ୍ର ଆସିଥାଏ କାହିଁକିନା ତାଙ୍କ ଜୀବନରେ ବାସ୍ତୁ ଦୋଷ ଭଳି ଅସୁବିଧା ନଥାଏ ଯାହା ଫଳରେ ତାଙ୍କ ଜୀବନରେ ଶୁଖା ଆସିଥାଏ, ତେବେ ଆସନ୍ତୁ କଣ କରିବା ଉଚିତ ଓ କଣ ନ କରିବା ଉଚିତ ।

ନିଜ ଘର ବାତାବରଣ ସ୍ଵଛ ଓ ସକାରାତ୍ମକ ରଖିବା ପାଇଁ ଲୋକ କେତେ ପ୍ରକାର କାମ କରିଥାନ୍ତି, ବାସ୍ତୁ ଶାସ୍ତ୍ର ଅନୁଯାଇ ଘର ବନେଇବାର କିଛି ସମୟ ପରେ ଏହା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ଗମ୍ଭୀର ପ୍ରଭାବ ପକାଇ ଥାଏ, ଯାହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ପ୍ରକାର ପରିବର୍ତନ ମଧ୍ୟ ହୋଇଥାଏ ।

କିନ୍ତୁ ବେଳେ ବେଳେ ଛୋଟ ଜିନିଷ ଆପଣଙ୍କୁ ବହୁତ ବଡ ବଡ ଲାଭ ଦେଇଥାଏ, ଏହାର କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସିଂହ କେବଳ ଗୋଟେ ଜନ୍ତୁ ନୁହେଁ ଏହା ଆତ୍ମବିଶ୍ଵାସ ଓ ଶକ୍ତିର ପ୍ରତୀକ ଅଟେ ଏବଂ ଏହା ଆପଣଙ୍କ ଉପସ୍ଥିତି କୁ ଅଧିକ ଶକ୍ତିଶାଳୀ ବନେଇବାରେ ବହୁତ କାରଗର ହୋଇଥାଏ । ପିତ୍ତଳ ସିଂହ ଘରେ ରଖିବା ଅତ୍ୟନ୍ତ ଶୁଭକାରୀ ଅଟେ ।

ଏହା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ବାସ କରିଥାଏ ତେବେ ଏହାକୁ ରଖିବା ପାଇଁ ସଠିକ ସ୍ଥାନ ହବା ଆବଶ୍ୟକ ଅଟେ । ପିତ୍ତଳ ସିଂହ ଆପଣ ନିଜ ଘରେ ସ୍ଥାପିତ କରିବା ଆଗରୁ ବିଶେଷ ଧ୍ୟାନ ରଖନ୍ତୁ ସିଂହ ମୁହଁ ଘର କେନ୍ଦ୍ରର ଦିଶା ରେ ରଖିବା ଉଚିତ ଏହା ଦ୍ଵାରା ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଓ ଘରେ ସକାରାତ୍ମକ ଊର୍ଜା ବାସ କରିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *