ଦେଶର ଦ୍ଵିତୀୟ ସବୁଠାରୁ ବଡ ସରକାରୀ ବ୍ୟାଙ୍କ ପଞ୍ଜାବ ନେସନଲ ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ଟଙ୍କା ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାର ସମ୍ଭବ ପ୍ରୟାସ କରୁଛନ୍ତି, ପଞ୍ଜାବ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ଜାଗରୁକ କରିବା ପାଇଁ ବହୁତ ପ୍ରକାର ଖବର ନିଜ ସୋଶିଅଲ ଏକାଉଣ୍ଟରେ ଶେୟର କରୁଛନ୍ତି ଯାହା ଦ୍ଵାରା ଲୋକ ସତର୍କ ହୋଇବେ ଏବଂ କୌଣସି ପ୍ରକାର ଫ୍ରଡର ଶିକାର ହୋଇବେ ନାହିଁ, ବର୍ତମାନରେ ପଞ୍ଜାବ ବ୍ୟାଙ୍କ ପାସବୁକ ବିଷୟରେ କିଛି ଖବର ଦେଇଛନ୍ତି ଯାହା ଗ୍ରାହକମାନଙ୍କ ପାଇଁ ବହୁତ ଆବଶ୍ୟକ ଅଟେ ।
ଆଜି ଆମେ ଆପଣଙ୍କୁ ପଞ୍ଜାବ ନେସନଲ ବ୍ୟାଙ୍କ ଟ୍ବିଟ ବିଷୟରେ କହିବାକୁ ଯାଉଛୁ, ପିଏନବି ଟ୍ବିଟ କରି ନିଜ ଗ୍ରାହକମାନଙ୍କୁ ଏହା କହିଛନ୍ତି ଯେ ବିନା କୌଣସି ଚିନ୍ତା ନିଜ ପାଖରେ ଥିବା ଚେକବୁକ ଏବଂ ପାସବୁକ ବ୍ୟବହାର କରନ୍ତୁ, କୌଣସି ପ୍ରକାର ପରିବର୍ତନ ହେଲେ ଆପଣଙ୍କୁ ଖବର ଦିଆ ଯିବ ।
ଏହି ବ୍ୟାଙ୍କ ଗୁଡିକ ହବାକୁ ଯାଉଛି ପିଏନବି ବ୍ୟାଙ୍କ ରେ ବିଲୟ :
ବିତ୍ତ ମନ୍ତ୍ରୀ ବର୍ତ୍ତମାନରେ 10 ଟି ସରକାରୀ ବ୍ୟାଙ୍କ ବିଲୟ ପାଇଁ ଅନୁମତି ପ୍ରଦାନ କରିଛନ୍ତି, ଏହା ଅନୁଯାଇ ପଞ୍ଜାବ ନେସନଲ ବ୍ୟାଙ୍କରେ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ବିଲୟ ହବାକୁ ଯାଉଛନ୍ତି । କିନ୍ତୁ ଚିନ୍ତା କରିବାର କିଛି ନାହିଁ, ଆପଣଙ୍କ ସମସ୍ତ ଜମା ସୁରକ୍ଷିତ ରହିବ ।
କଣ କରିବା, କଣ ନକରିବା ?
ପଞ୍ଜାବ ନେସନଲ ବ୍ୟାଙ୍କ ଠକମାନଙ୍କ ଠାରୁ ବଞ୍ଚିବା ପାଇଁ ଜରୁରୀ ଉପାୟ କହିଛନ୍ତି, ପିଏନବି କହିଛନ୍ତି ଯେ ଗ୍ରାହକ କାହା ଫୋନ ବା ଇମେଲ ବା ଏସଏମଏସ ବା ୱେବ ଲିଙ୍କ ରେ ନିଜ ପର୍ସନଲ ଡିଟେଲ ଦିଅନ୍ତୁ ନାହିଁ, ଇଣ୍ଟର୍ନେଟ ସର୍ଚ ଇଞ୍ଜିନ ଉପରେ ଦିଆ ଯାଇଥିବା ନଂ ଉପରେ ଭରସା କରନ୍ତୁ ନାହିଁ, ଅନଅଥୋରାଇଜ୍ଦ ମୋବାଇଲ ଏପ ନିଜ ଫୋନରେ ଇଂଷ୍ଟଲ କରନ୍ତୁ ନାହିଁ ।
ବ୍ୟାଙ୍କ ସମ୍ବନ୍ଧିତ କୌଣସି ଖବର ପାଇଁ https://www.pnbindia.in/ ଉପରେ ଭିଜିଟ କରନ୍ତୁ, ବ୍ୟାଙ୍କ ଅଥୋରାଈଜ୍ଡ ଏଫ ରେ ଇତ୍ୟାଦି ଇଂଷ୍ଟଲ କରନ୍ତୁ, ଗ୍ରାହକ କେବଳ କଷ୍ଟମର କେୟାର ଟୋଲ ଫ୍ରି ଏନଏମ – 1800 180 2222 ଉପରେ ସମ୍ପର୍କ କରନ୍ତୁ । ତେବେ ସରକାର ନିଜ ତରଫରୁ ବହୁତ ପ୍ରୟାସ କରୁଅଛି ଯାହା ଦ୍ଵାରା ଲୋକ ଠକ ହାତରେ ପଡନ୍ତୁ ନାହିଁ ସେଥିପାଇଁ ଲୋକଙ୍କୁ ମଧ୍ୟ ସତର୍କ ରହିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
बिना किसी चिंता के अपनी मौजूदा चेक बुक और पासबुक का उपयोग करे। किसी भी प्रकार के बदलाव होने पर,आपको पहले से सूचित किया जाएगा। तब तक हमारी सेवाओं का आनंद लें। अधिक जानिए: https://t.co/496Y2HHOis #TogetherForTheBetter #Amalgamation pic.twitter.com/FWzzRUBGt7
— Punjab National Bank (@pnbindia) May 15, 2020