ସଂସାରରେ ସବୁ କାମ ଓ ଜିନିଷ ପାଇଁ ଗୋଟେ ନିୟମ ପ୍ରଣାଳୀ ଅଟେ ଯାହାକୁ ନାମାନିଲେ ଆମର କ୍ଷତି ହୋଇଥାଏ, ଏମିତିକି ଆମ ଶରୀର ଅନ୍ତିମ ପ୍ରଣାଳୀ ମଧ୍ୟ ନିୟମ ଅନୁଯାଇ ଚାଲିଥାଏ, ଯେତେବେଳେ ଆମେ ନିୟମ ପାଳନ କରି ନଥାଉ ସେତେବେଳେ ଆମକୁ ଅସୁବିଧା ବା ସମସ୍ଯା ସାମ୍ନା କରିବାକୁ ପଡିଥାଏ । ଏହି ନିୟମ ପ୍ରକ୍ରିୟା ବେଳେ ବେଳେ ଆମେ ଜାଣି ଜାଣି ବି କରିଥାଉ ଓ କେବେ କେବେ ଅଜାଣତରେ ମଧ୍ୟ ହୋଇଥାଏ ।
ତେବେ ଆଜି ଆମେ ଆପଣଙ୍କୁ ବିନା ବସ୍ତ୍ରରେ ଗାଧେଇବା ଭଲ ନୁହେଁ ଏହାର କାରଣ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ।

ମଣିଷ ଜୀବନରେ ସ୍ନାନ ଏକ ବହୁତ ମହତ୍ଵପୂର୍ଣ ପ୍ରକ୍ରିୟା ଅଟେ ଯାହା ଦ୍ଵାରା ମନ ଓ ଶରୀର ଦୁହେଁ ସ୍ଵଛ ଏବଂ ପବିତ୍ର ହୋଇଥାଏ । ସବୁବେଳେ ନିର୍ବସ୍ତ୍ର ହୋଇ ସ୍ନାନ କରିବା ବର୍ଜିତ ଅଟେ, ତେବେ ବିନା ବସ୍ତ୍ର ସ୍ନାନ ପୁରୁଷ ବା ସ୍ତ୍ରୀ କାହାକୁ ବି କରିବା ଉଚିତ ନୁହ । ଶାସ୍ତ୍ରରେ କୂଅ, ନଦୀ ବା ଝରଣା କେଉଁ ପାଣିରେ ଗାଧେଇବା ଏହାର ମଧ୍ୟ ବର୍ଣନ କରା ଯାଇଛି କିନ୍ତୁ କୌଣସି ପରିସ୍ଥିତିରେ ବିନା ବସ୍ତ୍ର ସ୍ନାନ କରିବା ଉଚିତ ନୁହ ।

ଏହି କଥା ବୁଝେଇବା ପାଇଁ ଭଗବାନ ଶ୍ରୀ କୃଷ୍ଣ ଗୋଟେ ଳୀଳା କରିଥିଲେ ଠାରେ ବୃନ୍ଦାବନ ଗୋପୀ ମାନେ ନିର୍ବସ୍ତ୍ର ହୋଇ ସ୍ନାନ କରୁଥିଲେ ଓ ହଟାତ ଶ୍ରୀ କୃଷ୍ଣ ଆସି ତାଙ୍କ ବସ୍ତ୍ର ନେଇ ଗଛରେ ବସି ଯାଇଥିଲେ ଯାହା ପରେ ଗୋପୀମାନେ ନିଜ ବସ୍ତ୍ର ମାଗିଥିଲେ ତେବେ ଶ୍ରୀ କୃଷ୍ଣ କହିଥିଲେ ପାଣିରୁ ବାହାରକୁ ଆସ ଓ ନିଜ ବସ୍ତ୍ର ନେଇ ଜାଓ ଏହି କଥା ଶୁଣି ଗୋପୀମାନେ ମଧ୍ୟ କହିଥିଲେ ଯେ ଆମେ ନିର୍ବସ୍ତ୍ର ଅଛୁ ଏହି ଅବସ୍ତାରେ ପାଣି ବାହାରକାଉ ଯାଇ ପାରିବୁ ନାହିଁ । ଏହା ପରେ ଗୋପୀମାନେ କହିଲେ ଯେତେବେଳେ ଆମେ ସ୍ନାନ ପାଇଁ ଆସିଲୁ ସେତେବେଳେ ଏଠି କେହି ନଥିଲା ଶ୍ରୀ କୃଷ୍ଣ କହିଲେ କେହି କେମିତି ନଥିଲା ମୁଁ ସର୍ବଜ୍ଞ ଅଟେ ଏହି ପାଣି ଗରୁଡ ଦେବ ମଧ୍ୟ ତମକୁ ନଗ୍ନ ଦେଖିଲେ ପାଣିରେ ଥିବା ଯିବମାନେ ମଧ୍ୟ ତମକୁ ନଗ୍ନ ଦେଖିଲେ ଏହା ଛଡା ଆକାଶରେ ଉଡୁଥିବା ପକ୍ଷୀ ମଧ୍ୟ ତମକୁ ନଗ୍ନ ଦେଖିଲେ ସେଥିପାଇଁ ଜୀବନରେ କେବେ ନଗ୍ନ ହୋଇ ଗାଧେଇବା ଉଚିତ ନୁହ ।

ଏହା ଛଡା ଭଗବାନ ଶ୍ରୀ କୃଷ୍ଣଙ୍କ କହିବା ଅନୁଯାଇ ଶାସ୍ତ୍ର ରେ ମଧ୍ୟ ଲେଖା ହୋଇଛି ଯେ ବ୍ୟକ୍ତି ବସ୍ତ୍ର ପିନ୍ଧି ଗାଧେଇଲେ ବସ୍ତ୍ରରୁ ଝରୁଥିବା ପାଣି ପିତୃ ସେବନ କରନ୍ତି କିନ୍ତୁ ନଗ୍ନ ହୋଇ ଗାଧୋଇଲେ ପିତୃଙ୍କୁ ପାଣି ପ୍ରାପ୍ତ ହୁଏ ନାହିଁ ଓ ସ୍ନାନ ସମୟରେ ପିତୃ ଆଖ ପାଖ ରୁହନ୍ତି ସେଥିପାଇଁ ଗାଧେଇଲା ବେଳେ ବସ୍ତ୍ର ଧାରଣ କରି ଗାଧେଇବା ଉଚିତ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।