ପାଠ ମନେ ରଖିବା ର ଗୋଟେ ଛୋଟ ଆଉ ବେସ୍ଟ ଉପାୟ, ନିଶ୍ଚିନ୍ତ କରିକି ଦେଖନ୍ତୁ

ବିଦ୍ୟା ଏମିତି ଗୋଟେ ବିଷୟ ଯାହା ବର୍ତମାନ ସମୟରେ ବହୁତ ଗମ୍ଭୀର ଏବଂ ଆବଶ୍ୟକ କଥା ଅଟେ, ବହୁତ ପିଲା କମ କଷ୍ଟ କଲେ ମଧ୍ୟ ବହୁତ ଭଲ ସ୍ମରଣ ଶକ୍ତି ପାଇଥାନ୍ତି ଯାହା ଫଳ ସ୍ୱରୂପରେ ଭଲ ମାର୍କ ରଖି ଥାନ୍ତି କିନ୍ତୁ ବହୁତ ଏମିତି ଛୁଆ ହୋଇଥାନ୍ତି ଯିଏ ବହୁତ କଷ୍ଟ କଲେ ମଧ୍ୟ ତାଙ୍କର ପାଠ ମନେ ରୁହେ ନାହିଁ ଓ ବହୁତ କଷ୍ଟ କଲା ପରେ ମଧ୍ୟ ସେ ପାଠରେ ଭଲ ମାର୍କ ଓ ଜ୍ଞାନ ପ୍ରାପ୍ତ କରି ପାରନ୍ତି ନାହିଁ ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ପାଠ ମନେ ରଖିବାରେ ସାହାଜ୍ଯ ହବ ।

Image Courtesy: Google

୧. ପ୍ରଥମ କାରଣ ଯାହା ପାଇଁ ଆପଣଙ୍କ ଜ୍ଞାନ ବଢି ନଥାଏ ଓ ଆପଣଙ୍କୁ ପଢିବାକୁ ଇଛା ହୁଏ ନାହିଁ ତାହା ହେଉଛି ରେଗୁଲାର ନପଢିବା । ଯେଉଁ ପିଲା ରେଗୁଲାର ପାଠ ପଢନ୍ତି ନାହିଁ ଓ କେବଳ ପରୀକ୍ଷା ସମୟରେ ପାଠ ପଢନ୍ତି ତାଙ୍କ ସ୍ମରଣ ଶକ୍ତି ବହୁତ କମ ହୋଇଥାଏ ।

Image Courtesy: Google

୨. ଏହା ପରେ ଆସୁଛନ୍ତି ଗେମ ଖେଳୁଥିବା ପିଲା, ଯେଉଁ ପିଲାଙ୍କ ମନ ପାଠ ଠାରୁ ଅଧିକ ଗେମ ଖେଳିବାରେ ଲାଗିଥାଏ ତାହା ବି ବାହାର ଗେମ ନୁହ ମୋବାଇଲ ଗେମ ତାଙ୍କ ମାନସିକ ସ୍ତର ଉପରେ ଏହା ବହୁତ ପ୍ରଭାବ ପକାଇ ଥାଏ । ଏହି କାରଣ ଗୁଡିକ ନଥିଲେ ମଧ୍ୟ ବହୁତ ଛୁଆଙ୍କୁ ପାଠ ପଢାରେ ବହୁତ ଅସୁବିଧା ହୋଇଥାଏ ଏହାର ବହୁତ ବଡ କାରଣ ସ୍ମରଣ ଶକ୍ତି ହୋଇଥାଏ ଯେଉଁ ଛୁଆ ବହୁତ ପରିଶ୍ରମ କଲା ପରେ ମଧ୍ୟ ସଫଳତା ପ୍ରାପ୍ତ କରି ପାରେ ନାହିଁ ତାଙ୍କ ମୋରାଲ ଡାଉନ ହୋଇଥାଏ ତେବେ ଆପଣଙ୍କୁ ଚିନ୍ତା କରିବାର ନାହିଁ ଏହାର ବହୁତ ସହଜ ଉପାୟ ଯୋଗା ଅଟେ ।

Image Courtesy: Google

ଆପଣ ପ୍ରତିଦିନ ଯୋଗ ପାଇଁ କେବଳ ୨୦ ମିନିଟ ବାହାର କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଫ୍ରେସ ଅନୁଭବ ହବ ଓ ଆପଣଙ୍କୁ ପାଠ ମଧ୍ୟ ମନେ ରହିବା ଆରମ୍ଭ ହୋଇଯିବ । ଯେବେ ବି ଆପଣ ପାଠ ପଢନ୍ତି ସେତେବେଳେ ମୋବାଇଲ ନିଜ ପାଖରେ ରଖନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ମନ ପାଠରେ ଲାଗି ନଥାଏ, ଏହା ଛଡା ପ୍ରାୟତଃ ସକାଳ ସମୟରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ମନେ ନ ରହୁଥିବା ପାଠ ମଧ୍ୟ ଆପଣଙ୍କୁ ମନେ ରହିବ ଓ ଆପଣଙ୍କୁ ନିଜ ଭିତରେ ବହୁତ କିଛି ଭଲ ପରିବର୍ତନ ଦେଖିବାକୁ ମିଳିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *