ରାସ୍ତାରେ ଭିକ ମାଗିବା ଅବସ୍ତାରେ ଦେଖା ଗଲେ ଏହି ଅଭିନେତ୍ରୀ, ପ୍ରଥମ ନାମ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ

ଅଭିନୟ ଦୁନିଆ ବହୁତ ଭିନ୍ନ ହୋଇଥାଏ ସାମାନ୍ଯ ଦୁନିଆ ଠାରୁ ତେବେ ଆପଣ ମଧ୍ୟ ଜାଣିଥିବେ ଯେ ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନ କେମିତିକା ହୋଇଥାଏ ସେ ପ୍ରାୟତଃ ସାମାନ୍ଯ ଲୋକଙ୍କ ସାମ୍ନାରେ ଆସି ନଥାନ୍ତି ଯେଉଁ ଅଭିନେତା ବା ଅଭିନେତ୍ରୀଙ୍କୁ କାମ ମିଳୁଥାଏ ସେ ବହୁତ ଉପରେ ହୋଇଥାନ୍ତି କିନ୍ତୁ ଯେଉଁ ଅଭିନେତା ବା ଅଭିନେତ୍ରୀଙ୍କୁ କାମ ମିଳି ନଥାଏ ସେ ଆକାଶରୁ ସିଧା ଜମିକୁ ଖସି ପଡନ୍ତି । ଆଜି ଆମେ ଆପଣଙ୍କୁ ୩ଟି ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Image Courtesy: Google

ଆପଣ ଏହା ଭଲ ଭାବରେ ଜାଣିଛନ୍ତି ଯେ ବଲୀଉଡ ଦୁନିଆରେ ଗୋଟେ ଠାରୁ ବଡ ବଡ କଳାକାର ଅଛନ୍ତି, କିଛି କଳାକାର ଏମିତି ମଧ୍ୟ ଅଛନ୍ତି ଯିଏ କମ ସମୟରେ ବହୁତ ସଫଳତା ପ୍ରାପ୍ତ କରିଛନ୍ତି ତେବେ କିଛି କଳାକାର ଏମିତି ହୋଇଥାନ୍ତି ଯିଏ ନା ଓ ସମ୍ମାନ ଏବଂ ସଫଳତା ପ୍ରାପ୍ତ କରିବା ପାଇଁ ବଲୀଉଡରେ ପାଦ ରଖିଥାନ୍ତି କିନ୍ତୁ ଅଧିକ ସଫଳତା ପାନ୍ତି ନାହିଁ ଓ ଭିକ ମାଗିବା ପାଇଁ ମଜବୁର ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୩ଟି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭିକ ମାଗିଲା ବେଳେ ଦେଖା ଦେଇଥିଲେ ।

Image Courtesy: Google

୧. ନିଶା ନୁର :

ନିଶା ନୁର ନିଜ ସମୟରେ ସାଉଥ ଇଣ୍ଡଷ୍ଟ୍ରିରେ ବହୁତ ଚିହ୍ନା ଜଣା ଚେହେରା ଥିଲେ, ସେ ସାଉଥ ରଜନୀକାନ୍ତ ଓ କମଲ ହସନ ଭଳି ଅଭିନେତାଙ୍କ ସହ କାମ କରିଥିଲେ । ତାଙ୍କ କେରିଅର ସଫଳତା ସମୟରେ ଗୋଟେ ପ୍ରୋଡ୍ୟୁସର ତାଙ୍କୁ ବେଶ୍ୟା ବୃତିରେ ପକେଇ ଦେଲା । ଏହି କାରଣ ପାଇଁ ତାଙ୍କ ସହ କୌଣସି ଅଭିନେତା କାମ କରିବା ପାଇଁ ରାଜି ହେଲେ ନାହିଁ । ଏହା ପରେ ନିଶା ନୁର ରାସ୍ତାରେ ଭିକ ମାଗିବା ପାଇଁ ମଜବୁର ହୋଇଗଲେ ।

Image Courtesy: Google

୨. ଗୀତାଞ୍ଜଳି ନାଗପାଲ :

ଗୀତାଞ୍ଜଳି ନିଜ ସମୟରେ ବଲୀଉଡ ଜଗତ ବହୁତ ବଡ ମଡେଲ ଥିଲେ ସେ ବହୁତ ପ୍ରସିଦ୍ଧ ମଧ୍ୟ ଥିଲେ କିନ୍ତୁ ତାଙ୍କୁ ଦ୍ରଗ୍ସ ଅଭ୍ଯାସ ହୋଇଗଲା ଓ ଏହି ଅଭ୍ଯାସ କାରଣରୁ ତାଙ୍କ କେରିଅର ସମାପ୍ତ ହୋଇଗଲା । ଡ୍ରଗ୍ସ ପାଇଁ ତାଙ୍କ ପାଖରେ ଖାଇବା ପାଇଁ ମଧ୍ୟ ଟଙ୍କା ରହିଲା ନାହିଁ, ଓ ବର୍ତମାନ ଅବସ୍ତା ଏତେ ଖରାପ ଅଟେ ଯେ ଗୀତାଞ୍ଜଳି ଦିଲ୍ଲୀ ରାସ୍ତାରେ ଭିକ ମାଗି ପେଟକୁ ଖାଇବା ଯୋଗଉଛନ୍ତି ।

Image Courtesy: Google

୩. ମିତାଲି ଶର୍ମା :

ଅଭିନେତ୍ରୀ ମିତାଲି ଶର୍ମା ନିଜ ସମୟ ବହୁତ ବଡ କଳାକାର ଥିଲେ, ମିତାଲି ବଡ ଅଭିନେତ୍ରୀ ହବା ସ୍ବପନ ନେଇ ଦିଲ୍ଲୀରୁ ମୁମ୍ବାଇ ଆସିଥିଲେ ଯାହା କାରଣରୁ ତାଙ୍କ ଘର ଲୋକ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ମିତାଲି ଅଧିକ ଦିନ କାମ କରି ପାରିଲେ ନାହିଁ ଅନ୍ତିମ ଥର ତାଙ୍କୁ ଦିଲ୍ଲୀ ରାସ୍ତାରେ ଚୋରୀ କରିବାର ଦେଖା ଯାଇଥିଲା ।

Leave a Reply

Your email address will not be published. Required fields are marked *