PCOD ପାଇଁ ଅଛନ୍ତି ଚିନ୍ତିତ ? ତ ଭୁଲରେ ବି କରନ୍ତୁ ନାହିଁ ଏହି ଜିନିଷର ସେବନ- Polycystic ovary Disease

ପ୍ରାୟତଃ ମହିଳାଙ୍କୁ ପିସିଓଡି ସମସ୍ଯା ହୋଇଥାଏ ଏହି ସମସ୍ଯାରେ ଆପଣଙ୍କ ମାସିକ ଧର୍ମ ସଠିକ ସମୟରେ ଆସି ନଥାଏ ଏହା ଛଡା ଆପଣଙ୍କ ମୂହରେ ପିମ୍ପଲ ଓ ଦାଗ ହୋଇଥାଏ । ପିସିଓଡି ଦ୍ଵାରା ଆପଣଙ୍କୁ ଗର୍ଭବତୀ ହବାରେ ମଧ୍ୟ ଅସୁବିଧା ହୋଇଥାଏ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବା ହେଲ୍ଥ ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ପିସିଓଡି ସମସ୍ଯା ନିୟନ୍ତ୍ରଣ ରେ ରହିଥାଏ କାହିଁକିନା ଏହା ମୂଳରୁ ସମାପ୍ତ କେବେ ବି ହୋଇନଥାଏ, ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଆପଣଙ୍କୁ ମନେ ରଖିବା ଉଚିତ ଏବଂ ଆବଶ୍ୟକ ମାଧ୍ୟ ।

୧. ବହୁତ ମହିଳା ମାନେ ଏହା ଭାବି ଥାନ୍ତି ଯେ ଆମେ ଡାଇଟିଙ୍ଗ କରୁଚୁ ତଥାପି ଆମ ଓଜନ ବଢିବାକୁ ଲାଗୁଛି ଆମେ ଖାଇବା ଛାଡି ଦେଲେ ଆମ ସମସ୍ଯା ଭଲ ହୋଇଯିବ ଏହା ପୂର୍ଣ ଭାବରେ ଭୁଲ ଧାରଣା ଅଟେ । ଆପଣଙ୍କୁ ସବୁ ପ୍ରକାର ଖାଦ୍ଯ ଖାଇବା ଉଚିତ କିନ୍ତୁ ଏହାକୁ ସଠିକ ମାତ୍ରାରେ ସେବନ କରନ୍ତୁ ଆପଣାଙ୍କ ଶରୀରକୁ ପୋଷଣ ମଧ୍ୟ ପ୍ରାପ୍ତ ହବ ଏବଂ ଅସୁବିଧାରୁ ମୁକ୍ତି ମଧ୍ୟ ମିଳିବ ।

Image Courtesy: Google

୨. ପିସିଓଡି ଦ୍ଵାରା ଆପଣଙ୍କ ଶରୀରରେ ଇନସୁଲୀନ ମାତ୍ରା ବଢିଥାଏ ଯାହା ଦ୍ଵାରା ଆମକୁ ଭୋକ ଅଧିକ ଲାଗିଥାଏ ତେବେ ୩ ଥର ଖାଇବା ନଖାଇ ୫ ଥର କ୍ଷାନ୍ତୁ କିନ୍ତୁ ଖାଇବା ମାତ୍ରା କମ କରି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଇନସୁଲୀନ ମାତ୍ରା ସଠିକ ରହିଥାଏ ।

Image Courtesy: Google

୩. ପିସିଓଡିରେ ଶରୀରରେ ପାଣି ଅସୁବିଧା ହୋଇଥାଏ ତେବେ ଶରୀରରେ ପାଣି ମାତ୍ରା କମ ହୋଇଥାଏ ସେଥିପାଇଁ ଆପଣଙ୍କୁ ପ୍ରତି ଘଣ୍ଟା ଗୋଟେ ଗ୍ଳାସ ପାଣି ପିବାକୁ ହବ ଏହା ଦ୍ଵାରା ଆପଣଙ୍କ ଶରୀରରେ ପାଣି ସଠିକ ମାତ୍ରାରେ ରହିବ ଓ ଆପଣଙ୍କୁ ପିସିଓଡି ଠାରୁ ଆରାମ ମିଳିବ ।

୪. ଯେଉଁ ମହିଳା ବା ଝିଅ ପିସିଓଡି ସମସ୍ଯା ଦ୍ଵାରା ପୀଡିତ ଅଛନ୍ତି ତାଙ୍କୁ ସର୍ବ ପ୍ରଥମେ ମଇଦା ଜିନିଷ ଛାଡିବାକୁ ହବ ଯେମିତିକି ପିଜା, କେକ, ବିସ୍କୁଟ, ମୋମୋ ଇତ୍ୟାଦି ଯାହା ମଇଦା ଦ୍ଵାରା ରୋଷେଇ କରା ଯାଏ ଏହାକୁ ସମପୁର୍ବ ଭାବରେ ଛାଡିବାକୁ ହବ ନଚେତ ଆପଣଙ୍କ ଏହି ସମସ୍ଯା କେବେ ଦୂର ହବ ନାହିଁ । ଯଦି ଆପଣ କେବେ କେକ ଖାଇ ଦେଲେ ତେବେ ଚାଲିବ କିନ୍ତୁ ପ୍ରତି ୨ ଦିନରେ ଥରେ ବା ସବୁଦିନ ଆପଣଙ୍କ ପାଇଁ ଉଚିତ ନୁହ ।

Image Courtesy: Google

୫. କୌଣସି ମହିଳାଙ୍କୁ ବା ଝିଅକୁ ଅଧିକ ତେଲ ଘିଅ ବା ପାଣିର ଭଳି ଅଧିକ ଫ୍ୟାଟ ଜିନିଷ ସେବନ କରିବା ଉଚିତ ନୁହ ଏହାକୁ ବହୁତ ବଞ୍ଚାଇ ଖାଇବା ଉଚିତ ମାସକୁ ଥରେ ବହୁତ ଅଟେ ସାବଧାନ ହୋଇ ରୁହନ୍ତୁ । ତେବେ ଆଜି ଆମେ ଆପଣଙ୍କୁ ସେହି ସବୁ ଜିନିଷ ବିଷୟରେ କହିଲୁ ଯାହା ଆପଣଙ୍କୁ ଖାଇବା ଉଚିତ ନୁହ ତେବେ ଏହା ଛଡା ଆପଣଙ୍କୁ ପ୍ରତିଦିନ ସକାଳେ ଅଧ ଘଣ୍ଟା ପାଇଁ ଯୋଗ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ପିସିଓଡି ସମସ୍ଯା ନିୟନ୍ତ୍ରଣରେ ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *