ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
ପ୍ରଶ୍ନ :- କେଉଁ ପଶୁ କେବେ ତା ମାକୁ ଦେଖିନି ?
ଉତ୍ତର :- ବିଛା

ପ୍ରଶ୍ନ :- ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢି ପାରୁ ନାହିଁ ?
ଉତ୍ତର :- କଦଳୀ ଗଛ
ପ୍ରଶ୍ନ :- ସବୁଠୁ ବଡ ଅଣ୍ଡା କେଉଁ ପକ୍ଷୀର ହୋଇଥାଏ ?
ଉତ୍ତର :- ସୁତୁରମୁର୍ଗ
ପ୍ରଶ୍ନ :- କେଉଁ ପକ୍ଷୀ କେବେ ଗଛରେ ବସେ ନାହିଁ ?
ଉତ୍ତର :- ଟିଟୋନୀ ନାମକ ପକ୍ଷୀ
ପ୍ରଶ୍ନ :- ଏମିତି କେଉଁ ଜୀବ ଅଛି କେବେ ସୁଏ ନାହିଁ ?
ଉତ୍ତର :- ବୁଲଫ୍ରଗ

ପ୍ରଶ୍ନ :- ମନୁଷ୍ୟ ୨୪ ଘଣ୍ଟାରେ କେତେଥର ନିଶ୍ଵାସ ନେଇଥାଏ ?
ଉତ୍ତର :- ୧୭ ରୁ ୩୦ ହଜାର ବାର
ପ୍ରଶ୍ନ :- ବିଶ୍ଵରେ ଏମିତି କେଉଁ ଦେଶ ରହିଛି ଯେଉଁଠି ଗୋଟେବୀ ନଦୀ ନାହିଁ ?
ଉତ୍ତର :- ସୌଦି ଆରବ
ପ୍ରଶ୍ନ :- ସେ କେଉଁ ପ୍ରାଣୀ ଅଟେ ଯିଏ ମଣିଷରୁ ମାଦା ହୋଇପାରେ ?
ଉତ୍ତର :- ଝିଟିପିଟି ଓ ଅକ୍ଟୋପସ
ପ୍ରଶ୍ନ :- ବିଶ୍ଵରେ ଏମିତି କେଉଁ ଦେଶ ଅଛି ଯେଉଁଠି କପଡା ଉପରେ ଖବର କାଗଜ ଛପୁଚି ?
ଉତ୍ତର :- ସ୍ପେନ ରେ
ପ୍ରଶ୍ନ :- ସର୍ବ ପ୍ରଥମ ନୋଟ ବନ୍ଦୀ କେଉଁ ଦେଶରେ ହୋଇଥିଲା ?
ଉତ୍ତର :- ଘନା ଦେଶରେ

ପ୍ରଶ୍ନ :- ଗୋଟେ ବର୍ଷରେ ମିଶି କେତେ ମିନିଟ ହୋଇଥାଏ ?
ଉତ୍ତର :- ୫୨୫୬୦୦ ମିନିଟ
ପ୍ରଶ୍ନ :- ସେ କେଉଁ ମଣିଷ ହୋଇଥାଏ ଯାହାର କେଉଁଠି ଟିକେଟ ଲାଗିନି ?
ଉତ୍ତର :- ନବଜାତ ଶିଶୁର
ପ୍ରଶ୍ନ :- ଛୋଟ ଭାରତ କେଉଁ ଦେଶକୁ କୁହାଯାଏ ?
ଉତ୍ତର :- ଫିଜି ଦେଶକୁ
ପ୍ରଶ୍ନ :- ଦେଶରେ ପ୍ରତିବର୍ଷ ପାଖାପାଖି କେତେଲୋକ ତମ୍ବାକୁ ସମ୍ବଧିତ ରୋଗ କାରଣରେ ମରୁଛନ୍ତି ?
ଉତ୍ତର :- ପାଖାପାଖି ୮ ଲକ୍ଷ
ପ୍ରଶ୍ନ :- ଭାରତର ସବୁଠୁ ଦାମୀ ଫିଲ୍ମ କଣ ଅଟେ ?
ଉତ୍ତର :- ବାହୁବଳି ୨
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।