IAS Question- ନା ଖାଦ୍ଯ ଖାଏ, ନା ଦରମା ନିଏ, ତଥାପି କଡା ପହରା ଦିଏ, କୁହତ ଏହା କିଏ ?

ବନ୍ଧୁଗଣ ୟୁପିଏସସି  ଏକ୍ସାମର ପ୍ରସ୍ତୁତି କରୁଛନ୍ତି, IAS ଇନ୍ଟରଭିଉ  ଶିବିଲ ସେବା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ । ଏହି ପରୀକ୍ଷାରେ କ୍ୟାଣ୍ଡିଡେଟକୁ ବିଭିନ ପଦ ପାଇଁ ପସନ୍ଦ କରାଯାଏ । ଇନ୍ଟରଭିଉରେ କିଭଳି ପ୍ରଶ୍ନ ପଚାରିବେ ଭାବି ଭାବି କ୍ୟାଣ୍ଡିଡେଟ  ନର୍ଭସ ହୋଇଥାନ୍ତି । ସେଥିପାଇଁ ସେ ଶିବିଲ ସାର୍ଭିସ କ୍ରାକ କରି ପାରନ୍ତି ନାହିଁ । IAS ଏକ୍ସାମରେ କ୍ୟାଣ୍ଡିଡେଟକୁ ଏମିତି ପ୍ରଶ୍ନ ପଚାରି ଥାନ୍ତି ତାର ମୁଣ୍ଡ କାମ କରି ନଥାଏ । ସାଧାରଣତ ପ୍ରଶ୍ନ ବହୁତ ସହଜ ହୋଇଥାଏ କିନ୍ତୁ ସଙ୍ଗେ ସଙ୍ଗେ ସେ  ବୁଝି ପାରିନଥାଏ ।

ପ୍ରଶ୍ନ :- ଗୋଟେ ପୁଅକୁ ଦେଖି ସ୍ତ୍ରୀ ଲୋକଟି କହିଲା ତାର ମା ମୋ ମାର ଗୋଟେ ଝିଅ ଅଟେ, ଦୁଇଜଣଙ୍କ ସମ୍ପର୍କ କଣ ହେବ ?

ଉତ୍ତର :- ମା ପୁଅ

ପ୍ରଶ୍ନ :-  ନା ଖାଇ ଥାଏ, ନା ଦରମା ନେଇଥାଏ, ତା ପରେବୀ କଡା ପହରା ଦେଇଥାଏ, କୁହ ସିଏ କଣ ହୋଇଥାଏ ?

ଉତର :- ତାଲା

ପ୍ରଶ୍ନ :- କଣ ଚିନିର ଆବିଷ୍କାର ଚୀନରେ ହୋଇଥିଲା ?

ଉତ୍ତର :- ନା, ଭାରତରେ

ପ୍ରଶ୍ନ :- କଣ ଗୋଟେ ମିନିଟରେ ୬୧ ସେକେଣ୍ଡବି ହୋଇଥାଏ ?

ଉତ୍ତର :- ହଁ, ନିଶ୍ଚିତ ଭାବରେ । ସବୁ ବର୍ଷରେ ଦୁଇ ମିନିଟ ଆସିଥାଏ ଯେଉଁଥିରେ ୬୧ ସେକେଣ୍ଡ ହୋଇଥାଏ ।

ପ୍ରଶ୍ନ :-  ଏ ଓ ବି ଭାଇ ଅଟନ୍ତି, ବି ଓ ଡି ଭଉଣୀ ଅଟନ୍ତି । ଏ ର ପୁଅ ଡି ର ଭାଇ ଅଟେ । ଏବେ କୁହ ବି, ସି ର ସମ୍ପର୍କ କଣ ହୋଇଥାଏ ?

ଉତ୍ତର :- ପିତା

ପ୍ରଶ୍ନ :- ମଶା କେତେ ଫୁଟ ପର୍ଯ୍ୟନ୍ତ ଉଡିପାରେ ?

ଉତ୍ତର :- ୫୦ ଫୁଟ

ପ୍ରଶ୍ନ :- କେଉଁ ଜୀବ ହୋଇଥାଏ ତାର ଗୋଡର ବ୍ୟବହାର ଶୋଇବା ପାଇଁ କରିଥାଏ, ଦୌଡିବା ପାଇଁ ନୁହେଁ ?

ଉତ୍ତର :- ବାଦୁଡି

ପ୍ରଶ୍ନ :- ଏମିତି କେଉଁ ଜିନିଷ ଅଛି ଜନ୍ମ ହେଉ ହେଉ ବିନା ଗୋଡରେ ଉଡିବାକୁ ଲାଗିଥାଏ ?

ଉତ୍ତର :- ପତଙ୍ଗ

ପ୍ରଶ୍ନ :- କ୍ରିକେଟର୍ସ କାହିଁକି ଲଗେଇଥାନ୍ତି ଚେହେରାରେ ଧଳା କ୍ରିମ ?

ଉତ୍ତର :- କ୍ରିକେଟର ମାନେ ଖରାରେ ଖେଳିଥାନ୍ତି କିଛି ଦେଶରେ ସୂର୍ଯ୍ୟାର କିରଣ ସିଧା ମୁହଁ ଉପରେ ପଡିଥାଏ । ଖେଳାଳି ଯେଉଁ ଧଳା ରଙ୍ଗର କ୍ରିମ ମୁହଁରେ ଲଗାଇଥାନ୍ତି ସେ ଜିଙ୍କ ଅକସାଇଡ ହୋଇଥାଏ ଯାହା ଗୋଟିଏ ପ୍ରକାର ଫିଜିକାଲ ସନସକ୍ରିମ ହୋଇଥାଏ । ଏହି କ୍ରିମ ରିଫ୍ଲେକ୍ଟରର କାମ କରିଥାଏ ଓ ମୁହଁକୁ ସୂର୍ଯ୍ୟ କିରଣରୁ ରକ୍ଷା କରିଥାଏ ।

ପ୍ରଶ୍ନ :- ସେ କଣ ହୋଇଥାଏ ଯାହା ଆମେ କାନ୍ଥ ସେପଟକୁ ଦେଖି ପାରିଥାଉ ?

ଉତ୍ତର :- ଝରକା

ପ୍ରଶ୍ନ :- ଆପଣଙ୍କ ଘରେ ନିଆଁ ଲାଗିଯାଇଛି ଓ ସହରରେ ଦଙ୍ଗା ଚାଲିଛି ତା ଆପଣ ସର୍ବ ପ୍ରଥମେ କେଉଁଠାକୁ ଯିବେ ?

ଉତ୍ତର :- କ୍ୟାଣ୍ଡିଡେଟ  କହିଲେ ଯେଉଁଠି ଆଇନି ଓ ଅଡର ସମସ୍ୟା ଥିବ ମୁଁ ସେଇଠିକି ଜୀବି ଓ ରାସ୍ତାରେ ଫାୟାର ସ୍ଟେଶନ ଓ ପୋଲିଶ ଷ୍ଟେସନରେ ସୂଚନା ଦେକି ଆସିବି ।

ପ୍ରଶ୍ନ :- ଏମିତି କେଉଁ ଜିନିଷ ଅଛି ଏକା ସମୟରେ ଆପଣ କାହାକୁ ଦେଇପାରିବେ ଓ ଆପଣ ନିଜ ପାଖରେ ରଖି ପାରିବେ ?

ଉତ୍ତର :- କଥା

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *