କେଉଁ ଗଛ ରକ୍ତ ପିଏ? ଏହା ସହ ଆହୁରି 10 GK Questions & Answers

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

ଏମିତି କିଛି ପ୍ରଶ୍ନ ଏବଂ ସାଧାରଣ ଜ୍ଞାନ, ଯାହାର ଉତ୍ତର ହୁଏତ ଆପଣମାନେ ଜାଣିନଥିବେ। ଏବଂ ନିଜ ପରିବାରରେ ପାଠ ପଢୁଥିବା ଛୋଟ ପିଲାମାନଙ୍କୁ ଶିଖାଇ ପାରିବେ।

ପ୍ରଥମ ପ୍ରଶ୍ନ :

କେଉଁ ପକ୍ଷୀ ଅଧିକ ବେଗ ରେ ଉଡିଥାଏ ? 

ଉ: peregrine falcon

ଦ୍ଵିତୀୟ ପ୍ରଶ୍ନ :

କେଉଁ ପକ୍ଷୀ ବାଘ ପରି ରାବ କରି ପରେ ?

ଉ: ରାତି କୋକୁଆ (bittern bard)

ତୃତୀୟ ପ୍ରଶ୍ନ :

ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉ: humming bird 

ଚତୁର୍ଥ ପ୍ରଶ୍ନ :

କେଉଁଠି ଗୋଟେ ବର୍ଷ ରେ ଗୋଟେ ଦିନ ହୋଇଥାଏ ?

ଉ: ୟୁରେନ୍ସ

ପଞ୍ଚମ  ପ୍ରଶ୍ନ :

କେଉଁ ଜୀବ 8 km ଦୂର ରୁ ରକ୍ତ ଗନ୍ଧ ବାରିପାରେ ?

ଉ: କାମୁଡି ଡ୍ରାଗନ

ସାଧାରଣ ଜ୍ଞାନ –

ପ୍ରଥମ ପ୍ରଶ୍ନ :

କେଉଁ ଦୋକାନୀ ଆମ ଠାରୁ ଟଙ୍କା ରଖି ଜିନିଷ ଆମକୁ ଫେରାଇ ନଥାଏ ?

ଉ: ବାରିକ 

ଦ୍ଵିତୀୟ ପ୍ରଶ୍ନ :

ଭାରତରେ ସେ କେଉଁ ଗାଁ ଯେଉଁ ଗାଁ ରେ ପ୍ରତ୍ୟେକ ଟି ଘରର କବାଟ ନଥାଏ ?

ଉ: ଶନି ଶିଙ୍ଗାପୁର

ତୃତୀୟ ପ୍ରଶ୍ନ :

ସେଇଟା କଣ ଯାହା ଖରା ରେ ମଧ୍ୟ ଶୁଖି ନଥାଏ ?

ଉ: ଝାଳ

ଚତୁର୍ଥ ପ୍ରଶ୍ନ :

କେଉଁ ଦେଶ ରେ ଗୋଟେ ଭାଗ ଦିନ ଆଉ ଗୋଟେ ଭାଗ ରାତି ହୁଏ ?

ଉ: ଋଷିଆ

ପଞ୍ଚମ  ପ୍ରଶ୍ନ :

କେଉଁ ପଶୁ ର କ୍ଷୀର ପିଇଲେ ମଣିଷ ମରିଯାଏ ?

ଉ: ସିଂହୀ 

ଷଷ୍ଠ ଏବଂ ଶେଷ ପ୍ରଶ୍ନ

କେଉଁ ପକ୍ଷୀ କେବେବି ଗଛ ଉପରେ ବସି ନଥାଏ ?

ଉ: ପେଙ୍ଗୁଇନ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *