ନେହା, ଦୀପା, ପୂଜା, ବିକାଶ ମିଶି ଜଙ୍ଗଲ କ୍ୟାମ୍ପ ପାଇଁ ଯାଉଛନ୍ତି । କ୍ୟାମ୍ପ ପାଖରେ ପହଞ୍ଚିବା ପାଇଁ ତାଙ୍କୁ ଅଧିକ ସମୟ ଲାଗିଯାଇଥିଲା । କ୍ୟାମ୍ପରେ ତାଙ୍କର ଅନ୍ୟ ସାଙ୍ଗମାନେ ମଧ୍ୟ ଆସିଛନ୍ତି । ଦୀପା, ବିକାଶ ଓ ପୂଜା ଜଙ୍ଗଲ ବୁଲିବା ପାଇଁ ପ୍ଳାନ କଲେ ।
ନେହା ଅଧିକ ଥକି ଯାଇଥିବାରୁ ସେ କ୍ୟାମ୍ପରେ ରାହିଜାଇଥିଲା । ଯେତେବେଳେ ବିକାଶ, ପୂଜା ଓ ଦୀପା ଆସିଲେ ଦେଖିଲେକି ନେହା ତଳେ ପଡିଛି । ତାର ମୁଣ୍ଡରୁ ବହୁତ ଗୁଡିଏ ରକ୍ତ ମଧ୍ୟ ବାହାରୁ ଥିଲା ।ସେହି ସମୟରେ କ୍ୟାମ୍ପରେ ତିନି ଜଣ ସାଙ୍ଗ ଥିଲେ ନେହାର ଭଉଣୀ ଏଲିନା, ନେହାର ସାଙ୍ଗ ବର୍ଷା ଓ ନେହାର ପ୍ରେମୀ ବନ୍ଧୁ ଅନୁଭବ ।
ପୋଲିସ ବାବୁ ମଧ୍ୟ ଠିକ ସମୟରେ ଆସି ପହଞ୍ଚି ଯାଇଥିଲେ ଓ ସେମାନଙ୍କର ତଲାସି ନେଇଥିଲେ । ସେହୀ ସମୟରେ ତାଙ୍କ ପାଖରୁ ଏହିସବୁ ଜିନିଷ ମିଳିଲା । କଣ ଆପଣ ଏହି ସବୁ ଜିନିଷକୁ ଧ୍ୟାନରେ ରଖୀ କହିପାରିବେ ମଡର କିଏ କରିଥିବ ।
ଉତ୍ତର – ଯଦି ଆପଣ ଧ୍ୟାନରେ ଦେଖିବେ ବର୍ଷାଙ୍କ ସାମ୍ନାରେ ଅନୁଭାବଙ୍କ ଫୋଟ ରହିଛି, ଅନୁଭବ ଜିଏକି ଅନୁଭାବଙ୍କ ପ୍ରେମୀ ବନ୍ଧୁ ଅଟନ୍ତି । ବର୍ଷା ଅନୁଭଙ୍କୁ ଭଲ ପାଉଥିଲେ ଶେଥି ପାଇଁ ବର୍ଷା ନେହାଙ୍କୁ ମାରିଦେଲା ।
ତିନି ସାଙ୍ଗ ମଧ୍ୟରେ ରେଶ ହେବାକୁ ଯାଉଛି, ତିନିଜଣ ସାଙ୍ଗ ତିନୋଟି ରୋଡକୁ ପସନ୍ଦ କରିଛନ୍ତି ଏକ ନମ୍ବର ରାସ୍ତାରେ ରାମ ଯିବ । ଦୁଇ ନମ୍ବର ରୋଡରେ ଶ୍ୟାମ ଯିବ । ତୃତୀୟ ନମ୍ବର ରାସ୍ତାରେ ରମୁ ଯିବାକୁ ସ୍ତିର ହେଲା । ଆଉ ସେମାନେ ରେଶ ଲଗେଇବାକୁ ଚାଲି ଗଲେ । ରାସ୍ତା କିନ୍ତୁ ଏହିଭଳି ଅଟେ । ରାସ୍ତାରେ ତାଙ୍କୁ ବଡ ବଡ ଗଛ ମିଳିବ, ବୁଦା ଓ ସ୍ଟପ ପଏଣ୍ଟ ମିଳିବ । ଯଦି ରାସ୍ତାରେ ଗଛ ଆସିବା ସେମାନଙ୍କର ଦୁଇ ସେକେଣ୍ଡ ଖରାପ ହେବ ।
ଲତା ବୁଦା ଆସିଲେ ଇ ସେକେଣ୍ଡ ଖରାପ ହେବ ଓ ଆଉ ଯଦି ସ୍ଟପ ପଏଣ୍ଟ ଆସେ ୩ ସେକେଣ୍ଡ ଖରାପ ହେବ । ଏବେ ଆପଣ ତିନୋଟି ରାସ୍ତାକୁ ଧ୍ୟାନରେ ଦେଖନ୍ତୁ । ଆଉ କୁହନ୍ତୁ ସର୍ବ ପ୍ରଥମେ କିଏ ଆଗରେ ପହଞ୍ଚିବ ଏହି ରାସ୍ତା ଦେଇ ।
ଉତ୍ତର – ପ୍ରଥମ ରାସ୍ତାରେ ତିନୋଟି ଗଛ ଓ ଗୋଟିଏ ସ୍ଟପ ପଏଣ୍ଟ ରହିଛି । ତ ଟୋଟାଲ ହୋଇଯିବ ଦସ ସେକେଣ୍ଡ । ଦିତୀୟ ରାସ୍ତାରେ ଚାରୋଟି ଲଟା ବୁଦା ରହିଛି ଗୋଟିଏ ଗଛ ଅଛି ଓ ଗୋଟିଏ ସ୍ଟପ ପଏଣ୍ଟ ରହିଛି । ତ ଟୋଟାଲ ହୋଇଯିବ ୯ ସେକେଣ୍ଡ ।
ତୃତୀୟ ରାସ୍ତାରେ ଦୁଇଟି ସ୍ଟପ ପଏଣ୍ଟ ରହିଛି, ଗୋଟିଏ ଗଛ ରହିଛି । ଟୋଟାଲ ହୋଇଯିବ ୮ ସେକେଣ୍ଡ । ମାନେ ରାମର ଡିଲେ ହେବ ଦଶ ସେକେଣ୍ଡ, ଶ୍ୟାମର ଡିଲେ ହେବ ୯ ସେକେଣ୍ଡ ଓ ରମୁର ଡିଲେ ହେବ ୮ ସେକେଣ୍ଡ । ରାମୁର ଡିଲେ ସବୁଠୁ କମ ହେବ । ସର୍ବ ପ୍ରଥମେ ସେ ଆଗେ ଅହି ରାସ୍ତାକୁ ପାର କରିପାରିବ ।