ଦୁନିଆରେ ଦିଅର ଭାଉଜ ସମ୍ପର୍କ ବହୁତ ଅଲଗା ହୋଇଥାଏ ଦିଅର ଭାଉଜ ସମ୍ପର୍କ ମା, ଭଉଣୀ ଓ ସାଙ୍ଗ ସବୁ ସମ୍ପର୍କରେ ପରିଣତ ହୋଇଥାଏ ତେବେ ଦିଅର ଭାଉଜ ଯୋକ୍ସ ସମସ୍ତଙ୍କୁ ବହୁତ ପ୍ରିୟ ଆଜି ଆମେ ଏମିତି କିଛି ଯୋକ୍ଷ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଯାହା ଶୁଣି ଆପଣ ମଧ୍ୟ ନିଜ ହସ ଅଟକାଇ ପାରିବେ ନାହିଁ ତେବେ ଆସନ୍ତୁ ଶୁଣିବା ଏହି ଯୋକ୍ଷ ଗୁଡିକ ।
୧. ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ନିଜ ମନ କଥା କହିଲା ।
ସ୍ଵାମୀ : ତମକୁ ବିବାହ କରି ମତେ ଗୋଟେ ଲାଭ ମିଳି ଗଲା ।
ସ୍ତ୍ରୀ : କଣ ?
ସ୍ଵାମୀ : ମତେ ମୋ ପାପର ଦଣ୍ଡ ଏହି ଜନ୍ମରେ ମିଳି ଗଲା ।
୨. ମତେ ଆଜିବି ସେ ଝିଅ ମନେ ପଡୁଛି ।
ଯିଏ ୧୦ମ କ୍ଳାସରେ କହୁଥିଲା
ନେ କପି ଆଉ ଚେକ କରେଇଦେ ନଚେତ ତୁ ମାଡ ଖାଇବୁ ଆଉ ମୁଁ ଦେଖି ପାରିବି ନାହିଁ ।
୩. ସ୍ତ୍ରୀ ସ୍ଵାମିକୁ କହିଲା : କଣ ଗିଫ୍ଟ ଦେବୀ ?
ସ୍ଵାମୀ : ଗିଫ୍ଟ ଥାଉ, ତମେ କେବଳ ସମ୍ମାନ ସହ କଥା ହୁଅ ଓ ଟିକେ ଭଲରେ ମୋ ସହ ବ୍ୟବହାର କର ।
ସ୍ତ୍ରୀ (୫ମିନିଟ ଭାବିବା ପରେ ): ନା, ମୁଁ ଗିଫ୍ଟ ଦେବୀ ।
୪. ସ୍ତ୍ରୀ : ଶୁଣୁଚ, ମୋ ପାଟିରେ ମସା ଚାଲି ଗଲା କଣ କରିବି ?
ସ୍ଵାମୀ : ଆରେ ପାଗଳ ଅଲ ଆଉଟ ପି ଦିଅ ୬ ସେକେଣ୍ଡରେ କାମ ଆରମ୍ଭ ।
୫. ସେଲେରୀ ବଢେଇବା ପାଇଁ କହିଲେ କୁହନ୍ତି “ତମେ କାମ କଣ କରୁଛ କି ତମ ଦରମା ବଢେଇବୁ” ।
ଛୁଟି ନବା ପାଇଁ କହିଲେ କୁହନ୍ତି ” ତମ କାମ କିଏ ଆସି କରିବ” । ମିଛ କହିବାର ସୀମାଥାଏ ।
୬. ବେକାରରେ ଲୋକ କୁହନ୍ତି ସ୍ତ୍ରୀ କେବେ ନିଜ ଭୁଲ ମାନନ୍ତି ନାହିଁ ।
ମୋ ସ୍ତ୍ରୀ ସବୁଦିନ ନିଜ ଭୁଲ ମାନି ଯାଏ କୁହେ “ତମକୁ ବାହା ହେଇ ମୁଁ ଭୁଲ କରି ଦେଲି ।”
୭. ସ୍ଵାମୀ କ୍ଷୀର ପିଉଥିଲା : ଛି ୟେ କେମିତିକା କ୍ଷୀର ?
ସ୍ତ୍ରୀ : କେସର ସଋ ଯାଇଥିଲା ସେଥିପାଇଁ ମୁଁ ଆପଣଙ୍କ ପକେଟରୁ “ବିମଲ ପାନ ମସଲା” ବାହାର କରି ମିଶେଇ ଦେଲି କାହିଁକିନା ଏଥିରେ ଦାନା ଦାନାରେ କେସର ସୁଆଦ ହୋଇଥାଏ ।
୮. ଡକ୍ଟର : ରାତିରେ ଟେନସନ ନେଇ ଶୋଇବା ଭଲ ନୁହ ।
ରୋଗୀ : ତାହେଲେ କଣ ବାପ ଘରାକୁ ପଠେଇ ଦେବୀ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।