ବାଛନ୍ତୁ ଗୋଟିଏ ଆକୃତି ଓ ଜାଣନ୍ତୁ ନିଜ ବିଷୟରେ ସେହି କଥା ଯାହା ଆପଣ ନିଜେ ବି ଜାଣିନାହାନ୍ତି

ସମସ୍ତଙ୍କ ଜୀବନରେ କିଛି ବିଶେହ ବା କିଛି ଅଭାବ ନିଚିନ୍ତ ରହିଥାଏ, ତେବେ ଦୁନିଆରେ ପ୍ରାୟତଃ ଲୋକ ନିଜ ଅବଗୁଣ ବା ଅଭାବ ବିଷୟରେ ବେସ ଭଲ ଭାବରେ ଜାଣିଥାନ୍ତି, ତେବେ ଯଦି ଆମେ ନିଜେ ଜାଣି ପାରୁ ନା ତେବେ ଏହି ଦୁନିଆ ଆମକୁ ନିଶ୍ଚିନ୍ତ ଜଣେଇ ଦେଇଥାଏ କାହିଁକିନା ଲୋକଙ୍କୁ ମଧ୍ୟ ପର ଲୋକ ଭିତରେ ଖରାପ ବା ତା ଅଭାବ ହିଁ ଆଗ ଦେଖା ଯାଇଥାଏ । ତେବେ ଯଦି ଆପଣ ଜେନ ବ୍ୟକ୍ତିଙ୍କୁ ତାଙ୍କ ବିଶେଷତା ବିଷୟରେ ପଚାରିବେ ତାଙ୍କୁ ବହୁତ ସମୟ ଏହା ବିଷୟରେ ଭାବିବାକୁ ପଡିଥାଏ ।

ତଥାପି ଉତ୍ତର ମିଳି ନଥାଏ, ତେବେ ମଣିଷକୁ ନିଜ ଭିତରେ ଥିବା ଅଭାବ ଓ ବିଶେଷତା ଦୁହେଁ ଜାଣିବା ଉଚିତ, ତେବେ ଆଜି ଆମେ ଆପପଣଙ୍କୁ କିଛି ଆକୃତି ଦେଖେଇବାକୁ ଯାଉଛୁ ଯାହା ଭିତରୁ ଆପଣଙ୍କୁ ଗୋଟେ ବାଛିବାକୁ ହବ ଓ ଏହା ଅନୁଯାଇ ଆମେ ଆପଣଙ୍କ ବିଷୟରେ କିଛି ବିଶେଷ କଥା ମଧ୍ୟ କହିବୁ ।

Image Courtesy: Google

୧. ପ୍ରଥମ ଆକୃତି ଯେଉଁ ବ୍ୟକ୍ତି ମାନେ ପସନ୍ଦ କରିଛନ୍ତି ଏହାର ଅର୍ଥ ଆପଣ ନିଜ ଜୀବନରେ କୌଣସି ବି ନିର୍ଣୟ ବହୁତ ଶୀଘ୍ରତା ସହ ନେଇଥାନ୍ତି, ଆପଣ ନିଜ ବିଷୟରେ ଯେତେ ଜାଣିଛନ୍ତି ତାହା ବହୁତ କମ ଅଟେ ଆପଣଙ୍କୁ ଏବେ ନିଜ ବାସ୍ତବିକ ରୂପ ର ଦର୍ଶନ ହୋଇ ନାହିଁ ଆପଣ ନିଜେ ଜାଣି ନାହାନ୍ତି ଆପଣ କିଏ ବା କଣ ଅଟନ୍ତି । ଆପଣଙ୍କ ଷଷ୍ଠ ଇନ୍ଦ୍ରି ସବୁବେଳେ ଖୋଲା ଥାଏ ଓ ଏହା ଆପଣଙ୍କ ଜୀବନରେ ଆସୁଥିବା ସମସ୍ଯା ବିଷୟରେ ଆପଣଙ୍କୁ ଆଗୁଆ ବହୁତ କିଛି କହି ଦେଇଥାଏ ଓ ଆପଣ ସଜାଗ ହୋଇଥାନ୍ତି ଯାହା ଦ୍ଵାରା ଅଧିକ କ୍ୟାତି ହୋଇନଥାଏ ।

Image Courtesy: Google

୨. ଯଦି ଆପଣ ଦ୍ଵିତୀୟ ଆକୃତି ପସନ୍ଦ କରିଛନ୍ତି ତେବେ ଆପାନ ଯେତେ କାହା ପ୍ରତି ଚିନ୍ତା କରିଥାନ୍ତି ତା ଠାରୁ ଅଧିକ ଲୋକ ଆପଣଙ୍କ ପ୍ରତି ପ୍ରଭାବିତ ରହିଥାନ୍ତି,ଆପଣ ଜ୍ଞାନ ଓ ବୁଦ୍ଧିମତା ହାସଲ କରି ପ୍ପାଇବେ, ଆପଣ ନିଜ ଜୀବନରେ ଏମିତି କିଛି କରି ପାରନ୍ତି ଯାହା ଅନ୍ୟ ମାନେ କେବେ ବିଶ୍ଵାସ ମଧ୍ୟ କରି ନଥିବେ ଯଦି ଆପଣ ଇଛା କରନ୍ତି ତେବେ ଆପଣ ବହୁତ କିଛି ପାଇ ପାରିବେ ।

Image Courtesy: Google

୩. ଯଦି ଆପଣ ତୃତୀୟ ଆକୃତି ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ  ଆପଣ କୌଣସି ନିଷ୍ପତ୍ତି ବହୁତ ଭାବି ଚିନ୍ତି କରିଥାନ୍ତି, ଆପଣଙ୍କ ଦ୍ଵାରା ନିର୍ଣୟ କରା ଯାଇଥିବା ନିଷ୍ପତ୍ତି କେବେ ଭୁଲ ହୁଏ ନାହିଁ, ଆପଣ ନିଜ ଜୀବନରେ ଯାହା ପାଇବାକୁ ଇଛା କରିବେ ତାହା ପାଇବେ କିନ୍ତୁ ତା ଅନୁଯାଇ ଆପଣଙ୍କୁ ପରିଶ୍ରମ କରିବାକୁ ହବ । ଆପଣ ଯଦି ଜିଦି କରିକି କୌଣସି ଅଧ୍ୟୟନ କରନ୍ତି ତେବେ ଆପଣଙ୍କୁ କେହି ହରେଈ ପାରିବେ ନାହିଁ ଏହି କଥା ଉପରେ ସବୁବେଳେ ଧ୍ୟାନ ରଖନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *