ଫ୍ରୀ ରେ ଘରେ ବନାନ୍ତୁ ମଶା ମାରିବାର ଲିକୁଇଡ ବାସ 1 ଜିନିଷରେ- Homemade Mosquito Repellent Refill

ଆଜି ଆମେ ମାସକୁ ଭଗେଇବା ପାଇଁ ଗୋଟେ ଘରେଲୁ ଉପାୟ ବତେଇବୁ । ଗୋଟେବୀ ମଶା ଆପଣଙ୍କ ଘରେ ରହିବା ନହିଁ । ଆପଣ ମସାର ଲିକୁଇଡ ନହେଲେ ଟ୍ୟାବଲେଟ ମଧ୍ୟ ବନାଇ ପାରିବେ । ହୋମ ମେଡ ମଶା ଲିକୁଇଡ ବନେଇବା ସେଥିପାଇଁ ଲିମ୍ବ ପତ୍ର ନେବେ ଓ ତାର ମଞ୍ଜି ମଧ୍ୟ ନେଇ ପାରିବେ । ବୀନା ପାୟସରେ ଆପଣ ମଶା ଲିକୁଇଡ ବନାଇ ପାରିବେ । ଏହି ଲିମ୍ବ ପତ୍ର ସବୁ ଜାଗାରେ ବହୁତ ସହଜରେ ମିଳିଥାଏ । କିଛି ପତ୍ରକୁ ଛଡାଇ ମିକସିରେ ପକାଇ ସେଥିରେ ଟିକେ ପାଣିଦେଇ ଗ୍ରାଇଣ୍ଡ କରିଦିଅନ୍ତୁ । ଏବେ ପୁରା ଫାଇନ ପେଷ୍ଟ ତିଆରି କରିବା । ବଜାରରେ ବହୁତ ପ୍ରକାର ମିଳିଥାଏ ମଶାକୁ ଭଗେଇବା ପାଇଁ କଏଲ ବ ଲିକୁଇଡ ମିଳିଥାଏ ।


ଆମେ ଯେଉଁ ଉପାୟ ବତେଇବୁ ତାର କିଚିବି ସାଇଡ ଇଫେକ୍ଟ ନହିଁ । ବଜାରରେ ଯେଉ କଏଲ କି ଲିକୁଇଡ ମିଳିଥାଏ ସେଥିରେ ବହୁତ କେମିକାଲ ମିସିଥାଏ ।  ଏହା ଆମ ନିଶ୍ଵାସ ଦ୍ଵାରା ଶରୀର ଭିତରକୁ ଯାଇଥାଏ ଓ ସେଥିରେ ରୋଗର ଦର ରହିଥାଏ । କିନ୍ତୁ ଏହା ଆମେ ଅର୍ଗାନିକ ଉପାୟ ଦ୍ଵାରା ତିଆରି କରୁଚେ ଓ ବହୁତ ଭଲ ଘରୋଇ ଉପାୟ ଅଟେ । ଏହାର କୌଣସି ସାଇଡ ଇଫେକ୍ଟ ନହିଁ ।

ଏହି ପିତା ଲିମ୍ବ ପତ୍ରରେ ବହୁତ ଫାଇନ ପେଷ୍ଟ ତିଆରି କରିଦେଲୁ । ଏହାକୁ ଛାଣି ଆମେ ତାର ଲିକୁଇଡ ବନେଇବା ଆପଣ ଚାହିଁଲେ ତାର ପେଷ୍ଟ ମଧ୍ୟ ବନାଇ ପାରିବେ । ଏହି ଗାଢ ପେଷ୍ଟରେ ଛୋଟ ଛୋଟ ଟ୍ୟାବଲେଟ ମଧ୍ୟ ବନାଇ ପାରିବେ । ଏହି ଟ୍ୟାବଲେଟକୁ ବାନାଇ ରଖୀ ପ୍ରତିଦିନ ସନ୍ଧ୍ୟାରେ ତାକୁ ଲଗାଇ ଘରେ ଧୂଆଁ କରିପାରିବେ । ଏଥିରେ ମସା ଘରୁ ପଳାଇଯିବେ । ଏହାକୁ ଚଣି ଗୋଟେ ପାତ୍ରରେ ରଖୀ ତାକୁ ଗ୍ଯାସ ଚୁଲାରେ ରାଖୀ ଭଲ ଭାବରେ ଫୁଟାନ୍ତୁ ।

ଏହାକୁ ପାଞ୍ଚରୁ ସାତ ମିନିଟ ଏହାକୁ ଭଲ ଭାବରେ ଗରମ କରିବେ । ଏଥିରେ ଖାଲି ମଶା ନୁହେଁ ଘରେ ଯେଉଁ କିଡା ଓ ଅସରପା ଥାନ୍ତି ସେ ମଧ୍ୟ ପଳାଇଯିବେ । ଏହାକୁ ଗରମ କରି ଗୋଟେ ପତ୍ରରେ ବାହାର କରି  ଥଣ୍ଡା କରିଦିଅନ୍ତୁ ଆଉ ସେଥିରେ କିଛି କର୍ପୁର ମିକ୍ସ କରନ୍ତୁ । ଏଥିରେ ସବୁ ପ୍ରକର କୀଟାଣୁ ଯାଇଥାନ୍ତି ।  ତାପରେ ମଶା ଲିକୁଇଡ ଥିବା ଖାଲି ଡବା ଥିବା ଜାଗାରେ ସେ ଲିକୁଇଡକୁ ପୁରାଇ ଦିଅନ୍ତୁ । ତାପରେ ତାକୁ ଇଲେକଟ୍ରିକ ପ୍ଲକରେ ଲଗାଇ ଦେଖନ୍ତୁ ସବୁ ମଶା ପଳାଇବେ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *