ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଅନେକ ସରକାରୀ,ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିଉ ପରୀକ୍ଷା ରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଜରୁରୀ IAS ପରୀକ୍ଷା ପ୍ରଶ୍ନ ଏବଂ ତାର ଉତ୍ତର ତେବେ ଆସନ୍ତୁ ସେଗୁଡ଼ିକ ଆଲୋଚନା କରିବା ।
ପ୍ରଶ୍ନ ୧: କଣ ମଶା ଦ୍ୱାରା ଏଡ଼ସ୍ ରୋଗ ବ୍ୟାପିଥାଏ?
ଉତ୍ତର: ନାଁ ମଶା ଦ୍ୱାରା ଏଡସ୍ ରୋଗ ବ୍ୟାପି ନଥାଏ
ପ୍ରଶ୍ନ ୨: ଶୂନ ର ଅବିଷ୍କାର କିଏ କରିଥିଲେ?
ଉତ୍ତର;ଅର୍ଯ୍ୟଭଟ
ପ୍ରଶ୍ନ ୩: କେଉଁ ରାଜ୍ୟରେ ଆମ୍ବ ଉତ୍ପାଦନ ସର୍ବାଧିକ?
ଉତ୍ତର: ଉତ୍ତରପ୍ରଦେଶ (ଉତ୍ସ: କୃଷି ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ)
ପ୍ରଶ୍ନ ୪: କେଉଁ ଦିନ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ?
ଉତ୍ତର: 10 ଡିସେମ୍ବର
ପ୍ରଶ୍ନ ୫: ହିନ୍ଦୀରେ କିଡନୀକୁ କ’ଣ କୁହାଯାଏ?
ଉତ୍ତର: କିଡନୀ
ପ୍ରଶ୍ନ ୬: ଉତ୍ତରପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ?
ଉତ୍ତର: ସୁଚେଟା କ୍ରିପାଲାନି
ପ୍ରଶ୍ନ ୭: କେବଳ ବର୍ଷା ପାଣି ପିଉଥିବା ପକ୍ଷୀ କେଉଁ?
ଉତ୍ତର: ଚାତକ ପକ୍ଷୀ କେବଳ ବର୍ଷା ପାଣି ପିଅନ୍ତି
ପ୍ରଶ୍ନ ୮: ଗୋଟିଏ ପିମ୍ପୁଡ଼ିର କେତେଟି ଗୋଡ ଅଛି?
ଉତ୍ତର: ପିମ୍ପୁଡ଼ିର 6 ଗୋଡ ଅଛି
ପ୍ରଶ୍ନ ୯: ରାବଣର ମାତା ଙ୍କର ନାମ କ’ଣ ଥିଲା?
ଉତ୍ତର: ରାବଣର ମାତାଙ୍କ ନାମ ଥିଲା ‘ନିକଷା’
ପ୍ରଶ୍ନ ୧୦: ଭାରତର ନିମ୍ନ ଗୃହକୁ କ’ଣ କୁହାଯାଏ?
ଉତ୍ତର: ଲୋୟର ହାଉସକୁ ଲୋକସଭା କୁହାଯାଉଥିବାବେଳେ ଉପର ଗୃହକୁ ରାଜ୍ୟସଭା କୁହାଯାଏ ।
ପ୍ରଶ୍ନ ୧୧: 1646 ମସିହାରେ, ଶିବାଜୀ ପ୍ରଥମେ କେଉଁ ଦୁର୍ଗ ଦଖଲ କଲେ?
ଉତ୍ତର: ଆର୍କୱେ
ପ୍ରଶ୍ନ ୧୨: ଦୁନିଆର ସବୁଠୁ ବଡ ମନ୍ଦିର କେଉଁଠାରେ ଅବସ୍ଥିତ?
ଉତ୍ତର: କାମ୍ବୋଡିଆର ଆଙ୍କୋରୱାଟ ମନ୍ଦିର
ପ୍ରଶ୍ନ ୧୩: ଗାନ୍ଧିଜୀ ଙ୍କୁ କିଏ ହତ୍ୟା କରିଥିଲେ?
ବନ୍ଧୁଗଣ, ଏହି ପ୍ରଶ୍ନର ଉତ୍ତର ଆପଣ ଜାଣନ୍ତି କି ? ଯଦି ଜାଣନ୍ତି ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଉତ୍ତର ଦିଅନ୍ତୁ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।