ବାଛନ୍ତୁ ଗୋଟେ ଚିତ୍ର ଓ ଜାଣନ୍ତୁ ଆପଣ ଅନ୍ୟ ମାନଙ୍କ ନଜରରେ କେଉଁଭଳି ବ୍ୟକ୍ତି ଅଟନ୍ତି

ଦୁନିଆରେ ଭଗବାନ ସମସ୍ତଙ୍କୁ ବହୁତ ଅଲଗା ବନେଇଛନ୍ତି ଆଉ ସମସ୍ତଙ୍କ ବ୍ୟବହାର ସମସ୍ତଙ୍କ ଠାରୁ ବହୁତ ଅଲଗା ଅଟେ । ଆଜି ଆମେ ଆପଣଙ୍କୁ ଦୁଇଟି ଚିତ୍ର ଦେଖେଇବାକୁ ଯାଉଛୁ ଯେଉଁଥିରୁ ଗୋଟେ ଆପଣଙ୍କୁ ପସନ୍ଦ କରିବାକୁ ହବ କିନ୍ତୁ ମନେ ରଖନ୍ତୁ ଏହି ଚିତ୍ର ବାଛିବା ଦ୍ୱାରା ଆପଣଙ୍କୁ ଏହା ଜଣା ପଡିଥାଏ ଯେ ଅନ୍ୟ ମାନଙ୍କ ନଜରରେ ଆପଣ କେମିତିକା ବ୍ୟକ୍ତି ଅଟନ୍ତି । ତେବେ ଆସନ୍ତୁ ଜାଣିବା ।

୧- ଯଦି ଆପଣ ପ୍ରଥମ ଚିତ୍ର ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଲୋକେ ବହୁତ୍ ରଚନାତ୍ମକ ବିଚାର କରନ୍ତି । ଆପଣଙ୍କୁ ଲୋକେ ବହୁତ୍ ସମ୍ମାନ ମଧ୍ୟ କରନ୍ତି ଆପଣଙ୍କୁ ନିଜକୁ ବଦଳୀବାକୁ ହବ କାହିଁକିନା ଆପଣଙ୍କ କିଛି ଅଭ୍ୟାସ ଲୋକଙ୍କୁ ଜମା ପଶନ୍ଦ ନୁହ ଆଉ ଆପଣଙ୍କ ପାଇଁ ମଧ୍ୟ ବହୁତ୍ କ୍ଷତିକାରକ ଅଟେ । ଆପଣଙ୍କ ଜୀବନରେ ବହୁତ୍ କିଛି ଭଲ ଚାଲିଛି ଆପଣଙ୍କୁ ସବୁ ଏମିତି ରଖିବା ଉଚିତ୍ ।

ଆପଣଙ୍କୁ ସମସ୍ତଙ୍କ ବିଷୟରେ ବିଚାର କରିବା ଆବଶ୍ୟକ ନାହିଁ ଆପଣ କେବଳ ନିଜ ବିଷୟରେ ଚିନ୍ତା କରନ୍ତୁ ଦେଖିବେ ବହୁତ୍ ଆଗକୁ ଯିବେ କିନ୍ତୁ ନିଜ ଲୋକଙ୍କୁ ଏକାଠି ନେଇ ଗଲେ ଆପଣ ବହୁତ୍ ବାଟ ଯିବେ । ଜୀବନରେ ବହୁତ ଏମିତି କାମ ହୋଇଥାଏ ଯାହା କରିବା ପାଇଁ ବହୁତ୍ ସମୟ ଲାଗିଥାଏ କିନ୍ତୁ ସଫଳତା ବହୁତ୍ ଶିଘ୍ର ମିଳିଥାଏ ।

୨- ଏହି ଭଳି ଲୋକଙ୍କ ମନରେ କେବେ କାହା ପାଇଁ କିଛି ଖରାପ ନଥାଏ ଏହି ଭଳି ଲୋକେ ମନରୁ ବହୁତ ସଫା ହୋଇଥାନ୍ତି । ତେବେ ଜୀବନରେ କିଛି ସଫଳତା ପାଇବା ପାଇଁ ଏହି ଭଳି ଲୋକ ଆଉ କାହା ସାହାରା ନିଅନ୍ତି ନାହିଁ । ଏହି ଭଳି ଲୋକ ଜୀବନରେ କେବେ କାହାକୁ ଧୋକା ଦିଅନ୍ତି ନାହିଁ ଏହି ଭଳି ଲୋକଙ୍କ ଉପରେ ଆପଣ ଆଖି ବନ୍ଦ କରି ଭରସା କରି ପାରିବେ ।

ଜୀବନରେ କାହାକୁ ସମ୍ମାନ ଦେଲେ ଆପଣଙ୍କୁ ମଧ୍ୟ ସମ୍ମାନ ମିଳିଥାଏ । ଯଦି ଆପଣ କିଛି କରିବାକୁ ଚାହୁଁଛନ୍ତି ତେବେ ନିଜ ବଳ ଓ ନିଜ ମନ ଦେଇ କାମ କରନ୍ତୁ ନିଜ ପରିଶ୍ରମ ଉପରେ ଭରସା କରନ୍ତୁ ଆପଣ ସଫଳ ନିଶ୍ଚିନ୍ତ ହୋଇବେ । ତେବେ ଆପଣଙ୍କୁ ଲୋକେ ବହୁତ୍ ଅଲଗା ନଜରରେ ଦେଖନ୍ତି କିନ୍ତୁ ଆପଣଙ୍କୁ ନିଜ ପରିଶ୍ରମ ଉପରେ ଧ୍ୟାନ ଦବା ଉଚିତ୍ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *