ଶାସ୍ତ୍ର ଅନୁସାରେ ଏହି ସ୍ଥାନରେ ହସନ୍ତୁ ନାହିଁ ନଚେତ ଏହାର ପରିଣାମ ବହୁତ ଘାତକ ହୋଇପାରେ- Ajira Anuchinta

ବନ୍ଧୁଗଣ ନମସ୍କାର ଡାକ୍ତର ଏବଂ ଅନୁସନ୍ଧାନ ର ଅନୁସାରେ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ । ହସିଲେ ଆମକୁ ଅନେକ କିଛି ଭଲ ଫାଇଦା ମିଳିଥାଏ । ଏବଂ ଆମ ସ୍ୱାସ୍ଥ୍ୟ ମଧ୍ୟ ଠିକ ରୁହେ । ବିଜ୍ଞାନ ଏବଂ ଶାସ୍ତ୍ର ଅନୁସାରେ ହସିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ବହୁତ ଭଲ ରୁହେ ଏବଂ ଅନେକ ରୋଗରୁ ମଧ୍ୟ ଆମେ ବଞ୍ଚିତ ରହି ପାରିବା । ହସିବା ଦ୍ବାରା ଆମ ଶରୀର ରେ ରକ୍ତ ବୃଦ୍ଧି ମଧ୍ୟ ହୁଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ସ୍ଥାନ ରହିଛି ଯେଉଁଠି ହସିବା କଥା ନୁହେଁ । ଏବଂ ଯଦି ଭୁଲରେ ବି ଆପଣଙ୍କ ହସ ବାହାରୁଛି ତେବେ ଏହା ଆପଣ ଙ୍କ ପାଇଁ ମହାପାପ । ତେବେ ଚାଲନ୍ତୁ ଜାଣିନେବା କେଉଁ କେଉଁ ସ୍ଥାନରେ ହସିବା ମନା ।

୧- ମଶାଣି ରେ ହସିବା-

ଯଦି କୌଣସି ବ୍ୟକ୍ତି ମଶାଣି ରେ ଯାଇ ହସିଥାଏ । ତାର ସେହି ହସିବା ୧୦୦୦ପାପ ସହ ସମାନ ହୋଇ ଥାଏ । ଏବଂ ତା ଛଡା ମଶାଣି ରେ ହସିଲେ ସେହି ମୂରୁତତ ବ୍ୟକ୍ତି ର ପରିବାର ର ଅପମାନ ମଧ୍ୟ କୁହାଯାଏ । ଏବଂ କୌଣସି ବ୍ୟକ୍ତି ର ଶୋକ ଯାତ୍ରା ରେ ମଧ୍ୟ କେବେ ହସିବା କଥା ନୁହେଁ । ଏଭଳି କଲେ ସେ ମୃତ ବ୍ୟକ୍ତି ର ଅପମାନ ହୋଇଥାଏ ।

୨-କୌଣସି ଶୋକାକୁଳ ସ୍ଥାନରେ ହସିବା-

ଏବଂ ଯେଉଁ ସ୍ଥାନରେ ଶୋକାକୁଳ ପରିବେଶ ଥାଏ । ସେଠାରେ ମଧ୍ୟ ହସିବା ମଜା କରିବା ଆଦି ଠାରୁ ଦୂରରେ ରହିବା ଉଚିତ ।

୩- ମନ୍ଦିର ରେ ହସିବା-


ଏବଂ ପୂଜା କରିବା ସମୟରେ ମଧ୍ୟ ହସିବା ମଜା କରିବା ଉଚିତ ନୁହେଁ । ମନ୍ଦିର ରେ ଆମେ ଭଗବାନ ଙ୍କ ପୂଜା ଅର୍ଚ୍ଚନା କରିବାକୁ ଯାଉ । ଏବଂ ସେଠାରେ ନିଜର ମନୋକାମନା ପୂର୍ଣ ପାଇଁ ପ୍ରାର୍ଥନା ମଧ୍ୟ କରୁ ତେଣୁ ସେଠାରେ ମଧ୍ୟ ଏହି ଭଳି ହସ ମଜା ଥଟା କରିବା ଉଚିତ ନୁହେଁ । ଏହା ଦ୍ୱାରା ଅନ୍ୟ ମାନଂକୁ ମଧ୍ୟ ବହୁତ ଅସୁବିଧା ଭୋଗି ବାକୁ ପଡ଼ିଥାଏ । ତେଣୁ ଏହି ସବୁ ସ୍ଥାନରେ ହସିବା ଥଟ୍ଟା କରିବା ଉଚିତ ନୁହେଁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *