ସାରିଲା ବାହାଘର ଜେଲରୁ ଫେରିଲେ ହେବ ଚଉଠି ! ଏହା ପଛର ରହସ୍ୟ ଜାଣି ଉଡିଯିବ ହୋସ

ବନ୍ଧୁଗଣ ପ୍ରତ୍ୟକ ଝିଅ ଏବଂ ପୁଅଙ୍କ ଜୀବନରେ ବିବାହର ଅନୁଭୂତି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ହୋଇଥାଏ ମାତ୍ର ଯଦି ତାହା ସଠିକ ରୀତି ନୀତି ଅନୁସାରେ ସମସ୍ତଙ୍କ ଉପସ୍ଥିତିରେ ହୋଇଥାଏ ତେବେ ଠିକ ଅଛି ମାତ୍ର ଯଦି ତାହା ସେଭଳି ହୋଇ ନପାରେ ତେବେ ମନ ଟିକିଏ ଦୁଖ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଏହି ପ୍ରେମ ସମ୍ପର୍କ ବିବାହ ବିଷୟରେ କହିବାକୁ ଯାଉଛୁ । ଏହା ସତରେ ଏକ ନିଆରା ବିବାହ ଅଟେ । ଆସନ୍ତୁ ଜାଣିବା ଏବେ ସେହି ବିବାହ ସମ୍ବନ୍ଧରେ ।

ବନ୍ଧୁଗଣ ଏହି ଦମ୍ପତି ଦୁହିଜଣ ହେଉଛନ୍ତି ବାଲେଶ୍ୱୋର ର । ଏମାନେ ଗୋଟିଏ କମ୍ପାନୀରେ ଏକାଠି କାମ କରୁଥିଲେ । ପୁଅଟିର ନାମ ଦେବୀ ପ୍ରସାଦ ମିଶ୍ର ଏବଂ ଝିଅଟିର ନାମ ନଗ୍ମା ପରବୀନ । ଆଜ୍ଞା ହଁ ଠିକ ଶୁଣିଛନ୍ତି, ପୁଅଟି ହିନ୍ଧୁ ଥିଲାବେଳେ ଝିଅଟି ମୁସଲମାନ ଅଟେ । ମାତ୍ର ପ୍ରେମ ଜାତି ବର୍ଣ୍ଣ କିଛି ଦେଖେନୀ । ଯେଉଁଠାରେ ମନ ମିଶିଲା ସେଠାରେ ଜାତି ଅବା କଣ ଲୋଡା ? ଦୁହେଁ ଏକାଠି କମ୍ପାନୀରେ କାମ କରୁଥିବା ସମୟରେ ଦୁହିଙ୍କ ମଧ୍ୟରେ ପ୍ରେମ ବହୁତ ଆଗକୁ ବଢି ଯାଇଥିଲା ।

କ୍ରମଶ ଦୁହି ଜଣଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ହୋଇଯାଇଥିଲା । ମାତ୍ର ପୁଅଙ୍କ ଘରେ ବିବାହ କୁ ନେଇ କେହି ରାଜି ନଥିବା ବେଳେ ଝିଅଟିକୁ ବହୁତ ବାଧା ବିଘ୍ନ ର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ଫଳରେ ବୁଝାମଣା ଭୁଲ ଯୋଗୁ ଝିଅଟି ପୁଅ ବିରୁଦ୍ଧରେ ଥାନା ରେ ଏଫଆଇୟାର ମଧ୍ୟ ଦାଖଲ କରିଥିଲେ । ପରେ ଏହା ବିଷୟରେ ସବୁ ଠିକ ହେବା ପରେ ଆଇନ ଏବଂ ସମାଜ କୁ ସାକ୍ଷୀ ମାନି ଉଭୟ ବିବାହ କରିବା ପାଇଁ ନିସ୍ପତି ନେଇଥିଲେ ।

ମାତ୍ର ଝିଅଟିର ଘରେ କେହି ରାଜି ନଥିବା ବେଳେ ତାଙ୍କ ସାଙ୍ଗ ସାଥି ବିବାହ ର ଦାଇତ୍ଵ ନେଇଥିଲେ । କିନ୍ତୁ ବନ୍ଧୁଗଣ ପୁଅଟି ବର୍ତ୍ତମାନ ଜେଲରେ ଅଛି ତାଙ୍କର ଆଇନ ଗତ କାର୍ଯ୍ୟ ଆହୁରି ବାକି ଥିବାରୁ ବିବାହ ନିମନ୍ତେ ତାଙ୍କୁ ବେଦି କୁ ଛଡା ଯାଇଥିଲା, ମାତ୍ର ତାଙ୍କ ସାଙ୍ଗରେ ପୋଲିସ ମଧ୍ୟ ଉପସ୍ଥିତ ଥିଲେ । ବିବାହ ପୂର୍ବରୁ ଝିଅଟି ନିଜ ଧର୍ମ ପରିବର୍ତନ କଲା । ଏହା ପରେ ଅଗ୍ନିକୁ ସାକ୍ଷୀ ମାନି ରୀତିନୀତି ରେ ବିବାହ କାର୍ଯ୍ୟ ଆରମ୍ଭ ହେଲା । ବିବାହ ସଂପୂର୍ଣ୍ଣ ହେଲା ଦୁହିଜଣ ଏବେ ନିଜ ବୈବାହିକ ଜୀବନକୁ ନେଇ ବହୁତ ଆନନ୍ଦ ଅଛନ୍ତି କିନ୍ତୁ ବିବାହ ପରେ ପୁଅଟି ପୁଣି ଫେରିଗଲା ଜେଲକୁ ।

କାରଣ ତାଙ୍କ ନାମରେ ଝିଅଟି ଭୁଲ ବୁଝାମଣା ଯୋଗୁ ଏକ ମାମଲା ରଦ୍ଧ କରି ସାରିଛି । ପୁଅଟି ଉପରେ ଧାରା ଲାଗିଥିବାରୁ ସେ ବର୍ତମାନ ବାଧ୍ୟ ଜେଲ୍ରେ ରହିବା ପାଇଁ, ଏବଂ ତାହାର ନବ ବିବାହିତ ବୋଧୁ ଟି ତାହାର ଆସିବା ବାଟକୁ ଚାହିଁ ରହିଥିବ ଯେ କେବେ ତାଙ୍କ ପ୍ରେମ ଅର୍ଥାତ ତାଙ୍କ ସ୍ଵାମୀ ତାଙ୍କ ନିକଟକୁ ଆସିବେ ଏବଂ ସେ ହସ ଖୁସିରେ ନିଜର ବୈବାହିକ ଜୀବନ ଆରମ୍ଭ କରିବେ । ବନ୍ଧୁଗଣ ଏହା ଥିଲା ଏକ ନିଆରା ପ୍ରେମ କାହାଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଦୟାକରି ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *