ଶୋଇବା ବେଳେ ମୁଣ୍ଡ ତଳେ ତକିଆ ଦେବା ପ୍ରାୟ ସମସ୍ତଙ୍କର ଅଭ୍ଯାସ ଥାଏ ତେବେ ତକିଆ ତଳେ ଏମିତି ଜିନିଷ ଅଛି ରଖିବା ଦ୍ଵାରା ବହୁତ ମଙ୍ଗଳକାରୀ ହୋଇଥାଏ । ସବୁଜ କପଡାରେ ମୁଗକୁ ବାନ୍ଧି ତକିଆ ତଳେ ରଖି ସୋଇଲେ ଏବଂ ତାକୁ ସକାଳୁ ମନ୍ଦିରରେ ଦାନ କରିଦେଲେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭଲ ହୋଇଥାଏ ତା ସହିତ ଆର୍ଥିକ ସ୍ଥିତି ମଜଭୁତ ରହିଥାଏ । ଗୋଟିଏ ଧଳା କପଡାରେ ପାନ ମଧୁରୀ ବାନ୍ଧି ତକିଆ ତଳେ ରଖି ଶୋଇବା ଦ୍ଵାରା ଗ୍ରହଦଶା କମ ହୋଇଥାଏ ଏବଂ ଖରାପ ସ୍ଵପ୍ନ ଓ ମାନସିକ ଚିନ୍ତା ଦୂର ହୋଇଥାଏ ।
ଯଦି ଶୋଇବା ସମୟରେ ପିଲା ଚମକୁ ଥାଏ କିମ୍ବା ଦାରୁଥାଏ ତେବେ ତକିଆ ତଳେ ଗୋଟିଏ ଲୁହ ଜିନିଷ ରଖିବା ଦ୍ଵାର ପିଲାଙ୍କ ଚମକିବା ବନ୍ଧା ହୋଇଥାଏ ଏବଂ ପିଲା ଆରାମରେ ସୋଇଥାଏ । ସୋମବାର ଦିନ ରାତିରେ ତକିଆ ତଳେ ସିନ୍ଦୁର ରଖି ସୋଇଲେ ଏବଂ ମଙ୍ଗଳବାର ଦିନ ତାକୁ ମନ୍ଦିରରେ ଅର୍ପଣ ଲରିବା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହୋଇଥାଏ ଏବଂ ସ୍ଵାମୀ ସ୍ତ୍ରୀ ବିବାଦ ଦୂର ହୋଇଥାଏ ।
ତକିଆ ପାଖରେ କେବେବି ଘଣ୍ଟା ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ତା ସହିତ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ । ତକିଆ ପାଖରେ କେବେବି ମନିପର୍ସ ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ଅଯଥା ଖର୍ଚ ବୃଦ୍ଧି ହୋଇଥାଏ ଏବଂ ସମ୍ପର୍କରେ ମଧୁରତା କମ ହୋଇଥାଏ । ଶୋଇଲା ବେଳେ କେବେବି କେବେବି ତକିଆ ତଳେ ବହି କିମବା ପେପର ରଖି ଶୋଇବା ଉଚିତ ନୁହେଁ ଏହାଦ୍ବାରା ନିଜର କ୍ଯାରିଅର ଏବଂ ବୁଦ୍ଧି ଓ ସ୍ୱାସ୍ଥ୍ୟ ଉପରେ ଖରାପ ଖରାପ ପ୍ରଭାବ ପଡିଥାଏ ।
ଶୋଇବା ସମୟରେ କେବେବି ଚପଲ ପାଖରେ ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ମନ ବିକାର ଗ୍ରସ୍ତ ହୋଇଥାଏ ଏବଂ ଭଲ ନିଦ ଆସିଥାଏ । ଶୋଇଲା ବେଳେ ତକିଆ ପାଖରେ କେବେବି ପାଣି ବୋତଲ ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭା ପକାଇଥାଏ ତା ସହିତ ମନ ଚିନ୍ତାଗ୍ରସ୍ତ ହୋଇଥାଏ । ଶୋଇବା ସମୟରେ ତକିଆ ପାଖରେ ହନୁମାନ ଚାଳିଶା ରଖିବା ଦ୍ଵାରା ଏନଗ ଶୋଇବା ସମୟରେ ହନୁମାନ ଚାଳିଶା ପଢିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ସବୁ ସଙ୍କଟ ଦୂର ହୋଇଥାଏ ।
ବାସ୍ତୁ ଅନୁସାରେ ଶୋଇବା ସମୟରେ ମୁଣ୍ଡ ପାଖରେ କେବେବି ଔଷଧ ରଖିବା ଉଚିତ ନୁହେଁ ଏହା ଦ୍ଵାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ତା ସହିତ ଖର୍ଚ ବୃଦ୍ଧି ହୋଇଥାଏ । ବସ୍ତୁ ଅନୁସାରେ ଶୋଇବା ସମୟରେ ତକିଆ ତଳେ କୌଣସି ଚାବି ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ଆର୍ଥିକ ସମସ୍ଯା ଦେଖା ଯାଇଥାଏ । ଶୋଇଲା ବେଳେ କେବେବି ମୁଣ୍ଡ ପାଖରେ ତୈଳ ପାତ୍ର ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ବିଭିନ୍ନ ସମସ୍ଯା ଦେଖାଯାଇଥାଏ ତା ସହିତ କଠିନ ପରିସ୍ଥିତି ଉତ୍ପନ ହୋଇଥାଏ ।