ଆମେ ସମସ୍ତେ ଜାଣୁ ଯେ କୌଣସି ପହେଲି ବା ପଜଲ୍ ଏତେ ସରଳ ନୁହେଁ ଯେ ଏହାର ଉତ୍ତର ଖୋଜିବା ପାଇଁ ଆପଣଙ୍କୁ ବହୁତ ଶକ୍ତି ଖର୍ଚ୍ଚ କରିବାକୁ ପଡିବ । ତା’ପରେ ଆପଣ କୌଣସି ସ୍ଥାନରେ ସଠିକ୍ ଉତ୍ତର ପାଇପାରିବେ । ଚାଲନ୍ତୁ ଏପରି କିଛି ପଜଲ୍ ଉପରେ ନଜର ପକାଇବା ଯାହା ସେମାନଙ୍କୁ ଉତ୍ତର ଦେବାବେଳେ ଆପଣଙ୍କ ଝାଳ ବୁହାଇ ଦେବ ।
୧. ଏଭଳି କେଉଁ କାମ ରହିଛି ଯାହା ପୁରୁଷ ନିଜ ଜୀବନରେ କେବଳ ଥରେ କରିଥାଏ। କିନ୍ତୁ ସ୍ତ୍ରୀ ପ୍ରତିଦିନ କରିଥାଏ?
ଉତ୍ତର- ସ୍ତ୍ରୀ ମଥାରେ ସିନ୍ଦୂର ଲଗାଇବା। ଏହା ପୁରୁଷ କେବଳ ବିବାହ ଦିନ କରିଥାଏ। କିନ୍ତୁ ସ୍ତ୍ରୀ ପ୍ରତିଦିନ କରିଥାଏ।
୨. ଭାରତରେ ସମୁଦାୟ କେତୋଟି ଜିଲ୍ଲା ରହିଛି?
ଉତ୍ତର- ୬୮୭ ଟି।
୩. ଶ୍ୱଶୁର ଘରକୁ ଇଂରାଜୀ ରେ କଣ କୁହାଯାଏ?
ଉତ୍ତର- ଇନ୍-ଲସ୍ ହାଉସ୍।
୪. କେଉଁ ଦେଶରେ ଜିନ୍ସ ପିନ୍ଧିବା ମନା ଅଟେ?
ଉତ୍ତର- ନର୍ଥ କୋରିଆ ରେ ଜିନ୍ସ ପିନ୍ଧିବା ଅପରାଧ ଅଟେ।
୫. ପାଶ୍ୱର୍ଡ କୁ ହିନ୍ଦୀ ରେ କଣ କୁହାଯାଏ?
ଉତ୍ତର- କୂଟ ଶବ୍ଦ।
୬. କେଉଁ ଦେଶରେ କପଡ଼ା ରେ ଖବରକାଗଜ ଛପା ହୋଇଥାଏ?
ଉତ୍ତର- ସ୍ପେନ।
୭. ମନୁଷ୍ୟ ଶରୀରର ସବୁଠାରୁ କୋମଳ ଅଙ୍ଗ କଣ ଅଟେ?
ଉତ୍ତର- ଆଖି।
୮. ଭାରତ ରୁ କୋହିନୁର ହୀରା କିଏ ଲୁଟି ଥିଲେ?
ଉତ୍ତର- ନାଦିର ଶାହ।
୯. ଲାକ୍ଷାଦ୍ବୀପ କେଉଁଠାରେ ଅବସ୍ଥିତ?
ଉତ୍ତର- ଆରବ ସାଗର।
୧୦. ଭାରତର ପ୍ରଥମ ମୁସଲିମ ରାଷ୍ଟ୍ରପତି କିଏ ଅଟନ୍ତି?
ଉତ୍ତର- ଡାଂ. ଜାକିର ହୁସେନ।
୧୧. ଆଗ୍ରା କେଉଁ ନଦୀ ମୁହାଣରେ ଅବସ୍ଥିତ?
ଉତ୍ତର- ଯମୁନା ନଦୀ।
୧୨. ବେଦ ଆଡ଼କୁ ଫେରି ଆସିବାର ଆହ୍ୱାନ କିଏ ଦେଇଥିଲେ?
ଉତ୍ତର- ସ୍ୱାମୀ ଦୟାନନ୍ଦ ସରସ୍ୱତୀ।
୧୩. ଆନନ୍ଦ ଭବନ ର ସ୍ଥାପନା କିଏ କରିଥିଲେ?
ଉତ୍ତର- ବାବା ଆମଟେ।
୧୪. ମାନବ ଶରୀରର ରୁଧିର ବ୍ୟାଙ୍କ କାହାକୁ କୁହାଯାଏ?
ଉତ୍ତର- ପ୍ଲିହା।
୧୫. ହାଇଦର ଅଲ୍ଲୀ ଙ୍କ ଉତ୍ତରାଧିକାରୀ କିଏ ଥିଲେ?
ଉତ୍ତର- ଟିପୁ ସୁଲତାନ।
୧୬. ୟୁରୋପ ସଂସଦ ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ?
ଉତ୍ତର- ଲକ୍ଷମବର୍ଗ।
୧୭. ନାଳନ୍ଦା କେଉଁଠାରେ ଅବସ୍ଥିତ?
ଉତ୍ତର- ବିହାର।
୧୮. କଳା ସୁନା କାହାକୁ କୁହାଯାଏ?
ଉତ୍ତର- ଅ-ଫିମ।
୧୯. ମସଲା ର ରାଣୀ କାହାକୁ କୁହାଯାଏ?
ଉତ୍ତର- ଗୁଜୁରାତି।
୨୦. ଭବିଷ୍ୟ ର ଧାତୁ କାହାକୁ କୁହାଯାଏ?
ଉତ୍ତର- ଟାଇଟାନିୟମ।
୨୧. ଭାରତର ସବୁଠାରୁ ବଡ଼ ହସ୍ପିଟାଲ କେଉଁଠାରେ ଅବସ୍ଥିତ?
ଉତ୍ତର- ନୂଆ ଦିଲ୍ଲୀ।
୨୨. କାଉ କେଉଁ ଦେଶର ରାଷ୍ଟ୍ରୀୟ ପକ୍ଷୀ ଅଟେ?
ଉତ୍ତର- ଭୁଟାନ।
୨୩. ପ୍ରଥମ କଥାକୁହା ଚଳଚ୍ଚିତ୍ର କଣ ଅଟେ?
ଉତ୍ତର- ଆଲମ ଆରା।
୨୪. କାଗଜ ମୁଦ୍ରା ର ପ୍ରଚଳନ ପ୍ରଥମେ କେଉଁ ଦେଶ କରିଥିଲା?
ଉତ୍ତର- ଚୀନ।
୨୫. ବିଶ୍ୱ ର ସବୁଠାରୁ ସୁରକ୍ଷିତ ଦେଶ କଣ ଅଟେ?
ଉତ୍ତର- ଆଇସ ଲ୍ୟାଣ୍ଡ।
୨୬. କେଉଁ ପ୍ରାଣୀ ର ରକ୍ତ ନୀଳ ଅଟେ?
ଉତ୍ତର- ଅକ୍ଟୋପସ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।