ମୁକେଶ ଅମ୍ବନୀ ସରକାରଙ୍କୁ ଦେଇଥାନ୍ତି ଏତେ ଟ୍ୟାକ୍ସ, ଜାଣିକି ଆପଣ ଆଶ୍ଚର୍ଯ୍ୟ ହେବେ

ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ଭିତରୁ ଜଣେ ଅଟନ୍ତି ମୁକେଶ ଅମ୍ବାନୀ ।ତାଙ୍କର ପାଖାପାଖି ସମ୍ପତି ୬ହଜାର ୪ କୋଟି ଡଲାର ରୁବି ଅଧିକ ଅଟେ ।ଦୁନିଆର ସବୁଠୁ ଧନୀ ଲୋକଙ୍କ ଭିତରେ ସେ ଅଛନ୍ତି । କୋରନା ସମୟରେ ଯେଉଁଠି ବ୍ୟବସାୟ ଡାଉନ ହେଉଛି କିନ୍ତୁ ସେଠାରେ ମୁକେଶ ଆମ୍ବାନୀଙ୍କ ସମ୍ପତି ବହୁତ ଦ୍ରୁତ ଗତିରେ ବଢି ଚାଲିଛି । ଆପଣଙ୍କୁ ଗୋଟିଏ ଛୋଟ ଆରମ୍ଭ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇବେ । ମୁକେଶ ଆମ୍ବାନୀ ଗୋଟେ ଦିନରେ ପାଖାପାଖି ୩୦ କୋଟି ପାଖାପାଖି କମଇ ଥାନ୍ତି । ସେହି ହିସାବରେ ଗୋଟିଏ ଘଣ୍ଟାରେ ୧ କୋଟି ୪୧ ଲକ୍ଷ ଆଉ ଗୋଟିଏ ମିନିଟ ହିସାବରେ ୧ କୋଟି ୨ ଲକ୍ଷ ୩୬ହଜେ ଟଙ୍କା କମଉଛନ୍ତି ।


ଆଉ ଗୋଟିଏ ସେକେଣ୍ଡ ହିସାବରେ ଦେଖିଲେ ୩ ହଜାର ୯୩୫ ଟଙ୍କା ହିସାବରେ କମାଇଥାନ୍ତି । ଆଜି ମୁକେଶ ଅମ୍ବନୀଙ୍କ ଏତେ କମାଇ ଅଟେ ଯଦି ତାଙ୍କ ପକେଟରୁ ଦୁଇହାଜର ଟଙ୍କା ପଡିଯାଏ ତାକୁ ଉଠାଇବା ପାଇଁ ଦସ ସେକେଣ୍ଡର ସମୟ ଲାଗିଥାଏ । ଆଉ ସେତିକି ସମୟରେ ୪୦ ହଜାର ଟଙ୍କା କମାଇ ଥାନ୍ତି । ଆପଣ ତାଙ୍କ ଜିଓର ବିଜ୍ଞାପନତ ଦେଖିଥିବେ । ଏଥିରେ କୁହାଯାଉଛି ଜିଓ ଧନ ଧନା ଧନ, କିଛି ଏମିତି ଜୀବନ ବଞ୍ଚୁଛନ୍ତି ମୁକେଶ ଅମ୍ବନୀ । ମୁକେଶ ଅମ୍ବନୀ ଗୋଟେ ଦିନ କମାଇର ଗୋଟିଏ ଲକ୍ଷ ଟଙ୍କାର ୩ହଜାର ୪ସହ ୭୫ ବାଇକ କିଣି ପାରିବେ ।


ଆଜି ମୁକେଶ ଆମ୍ବାନୀ ଚାହିଁଲେ ଭାରତରେ ଯେତେ ସୁନା ଅଛି ତାଠୁ ଦୁଇଗୁଣା ସୁନା କିଣିପାରିବେ । ଖାଲି ସେତିକି ନୁହେଁ ପୁରା ଭାରତ ପାଇଁ ୬ ମାସ ପର୍ଯ୍ୟନ୍ତ କୃଡ ଅଏଲ ମଧ୍ୟ କିଣିପାରିବେ । ଆଜି ମୁକେଶ ଆମ୍ବାନୀଙ୍କ ସମ୍ପତି ଭାରତ ସରକାରଙ୍କ ଜିଡିପିର ୧।୬ ପ୍ରତିଶତରୁ ଅଧିକ ଅଟେ । ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୦ ପ୍ରତିଶତ ସେୟାର ଆଜି ଯଦି ମୁକେଶଙ୍କ ସବୁ ପାଇଷକୁ ଏକାଠି କରି ଦୁଇହାଜର ନୋଟ ବଣ୍ଡଲ ବନାଇବା ଆରମ୍ଭ କରିବେ ସେ ମାଉଣ୍ଟ ଏଭରେଷ୍ଟଠୁ ବି ଅଧିକ ହେବ । ଯଦି ଆମେ ଆଲୋଚନା କରିବା ତାଙ୍କ ଟ୍ଯାକ୍ସ ବିଷୟରେ ସଙ୍କହୟ ଅନୁସାରେ ମୁକେଶଙ୍କ କମ୍ପାନୀ ବର୍ଷକୁ ୯ ସହ କୋଟି ଇନକମ ଟ୍ଯାକ୍ସ ପେ କରୁଛନ୍ତି ।


ସେ ଯେଉଁ ଜିଏସଟି ସରକାରଙ୍କୁ ପେ କରୁଛନ୍ତି ପାଖାପାଖି ୪୨ ହଜାର ୫ସହ୫୨ କୋଟି ପାଖାପାଖି ଅଟେ । ଏହାଛଡା ମୁକେଶ କଷ୍ଟମ ଏକ୍ସାଇଜ ଡ୍ଯୁଟି ବିଷୟରେ କହିଛନ୍ତି ଏହି କମ୍ପାନୀ ବର୍ଷକୁ ୩୬,୩୧୨ କୋଟି ଟଙ୍କା ସରକାରଙ୍କୁ ପେ କରିଥାନ୍ତି । ଯଦି ଏହି ତିନୋଟି ତ୍ୟାକ୍ସକୁ ଯୋଡି ଦିଆଯାଏ ଏହା ମିଶି ହୋଇଥାଏ ୮୭ ହଜାର ୮ ସହ ୬୪ କୋଟି ଟଙ୍କା । ତାଜୁବର କଥା ଏହା ଅଟେକି ଆମ ଦେଶରେ ୧୪ ରାଜ୍ୟ ଏମିତି ଅଛି ଯାହାର ଜିଡିପି ଆଜି ୮୦ ହଜାର କୋଟିରୁ କମ ଅଛି । ସେ ଟଙ୍କାର ଜିଡିପି ବହୁତ ଇମାନ୍ଦାର ସହିତ ଭରୁଛନ୍ତି । ସେ ବହୁତ ଇମାନଦାର ଅଟନ୍ତି, ତାଙ୍କର ପ୍ରଶଂସା ପୁରା ଜନ ମଞ୍ଚରେ କରିଛନ୍ତି ।

Leave a Reply

Your email address will not be published. Required fields are marked *