ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ଆଇଏଏସ ପାଇଁ ବହୁତ ପିଲା ବହୁତ ମନ ଧ୍ୟାନ ଦେଇ ପରିଶ୍ରମ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ସଫଳତା ପ୍ରାପ୍ତ ହୋଇନଥାଏ, ଆଜିକା ସମୟରେ କମପିଟିସନ ବହୁତ ବଢି ଗଲାଣି ଛୁଆ ଯେତେ ପରିଶ୍ରମ କରୁଛନ୍ତି ତା 10% ସିଟ ରହୁଛି ତେବେ ୯୦% ପିଲା ଅସଫଳ ହେଉଛନ୍ତି ସେହି ଭାବରେ କଷ୍ଟ ନକଲେ ସଫଳତା ମିଳିବ ନାହିଁ ।
୧. ଗୋଟେ ଛୁଆ ପାକିସ୍ତାନ ଲାହୋରରେ ଜନ୍ମ ହେଲା କିନ୍ତୁ ସେ ପାକିସ୍ତାନୀ ନୁହ କେମିତି ?
ଉତ୍ତର : ଏହି ପ୍ରଶ୍ନ ସଠିକ ଉତ୍ତର ଛୁଆ ଜନ୍ମ ୧୯୪୭ ଆଗରୁ ହୋଇଥିବ, ସେତେବେଳେ ପାକିସ୍ତାନ ନଥିଲା ।
୨. ଏମିତି କେଉଁ ଜିନିଷ ଅଟେ ଯାହା ଖାଇବା ପାଇଁ କିଣା ଯାଇଥାଏ କିନ୍ତୁ ଖାଇ ହୁଏ ନାହିଁ ?
ଉତ୍ତର : ଏହି ପ୍ରଶ୍ନ ସଠିକ ଉତ୍ତର ହେଲା ପ୍ଳେଟ ଯାହା ଖାଇବା ପାଇଁ କିଣା ଯାଏ କିନ୍ତୁ ତାକୁ ଖାଇ ହୁଏ ନାହିଁ ।
୩. ସ୍ତ୍ରୀର ଏମିତି କେଉଁ ରୂପ ହୋଇଥାଏ ଯାହା ସମସ୍ତେ ଦେଖିଥାନ୍ତି କେବଳ ଟା ସ୍ଵାମୀ ଦେଖି ନଥାଏ ?
ଉତ୍ତର : ବିଧବା ରୂପ ଯାହା ଟା ସ୍ଵାମୀ ମ-ରି-ବା ପରେ ହୋଇଥାଏ ।
୪. କମ୍ପ୍ୟୁଟରକୁ ହିନ୍ଦୀରେ କଣ କୁହା ଯାଇଥାଏ ?
ଉତ୍ତର : ତେବେ ଆଜିକା ସମୟରେ ପ୍ରାୟତଃ ଲୋକେ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଛନ୍ତି ଯେ ଏହାକୁ ହିନ୍ଦୀରେ ସଂଗଣକ କୁହା ଯାଇଥାଏ ।
୫. ସେ କେଉଁ ଜୀବ ଯାହା ମୁଣ୍ଡ କାଟିବା ପରେ ବି ସେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚିକି ରହିଥାଏ ?
ଉତ୍ତର : କୋକରୋଚ
୬. ଇଂରାଜୀ ଏମିତି କେଉଁ ଶବ୍ଦ ଅଛି ଯାହା ସବୁବେଳେ ରଙ୍ଗ ପଢା ହୋଇଥାଏ ?
ଉତ୍ତର : ରଙ୍ଗ
୭. ଏମିତି କେଉଁ ଜିନିଷ ଅଛି ଯାହା ବୀନା ସିଢିରେ ଚଢିଥାଏ ଆଉ ଓଲ୍ହେଇ ଥାଏ ?
ଉତ୍ତର : ତେବେ ଏହି ପ୍ରଶ୍ନ ଶୁଣି ବହୁତ ଲୋକଙ୍କ ମନରେ ବହୁତ ପ୍ରକାର କଥା ଆସୁଥିବ କିଛି ଲୋକ ଏହା ଭାବୁଥିବେ ଯେ ପବନରେ କିଏ କେମିତି ଚଢିବ ଆଉ ଅଲଗା ଜିନିଷରେ ଚଢିଲେ ଉତ୍ତର କଣ ଅଟେ । ତେବେ ଆମେ ଆପଣଙ୍କୁ ଏହି ପ୍ରଶ୍ନ ର ସଠିକ ଉତ୍ତର କହୁଛୁ ନି-ଶା ଏମିତି ହୋଇଥାଏ ଯାହା ବୀନା ସିଢିରେ ଚଢିଥାଏ ଆଉ ଓଲ୍ହେଇ ଥାଏ ।