ଚନ୍ଦନ ଓ ମାହିଙ୍କ କୁନି ଝିଅକୁ ଆଗରୁ କେବେ ଦେଖି ନଥିବେ

ଆଲିଉଡ ଦୁନିଆ ବାହାର ଦୁନିଆ ଠାରୁ ବହୁତ ଭିନ୍ନ ଅଟେ ଏଠାରେ ଲୋକ ନିଜ ଅଭିନୟ ଦେଖେଇବା ପାଇଁ ଚାନ୍ସ ଖୋଜୁଠାନ୍ତି ଆଉ ସମୟ ଆସିଲେ ନିଜ କଳା ପ୍ରଦର୍ଶନ କରିଥାନ୍ତି ତେବେ ଜୀବନରେ ଯେତେ ସୁଖ ଦୁଃଖ ଆସିଲେ ମଧ୍ୟ ଯିଏ ଏହି ଦୁନିଆରେ ଆସିଛି ସେ ନିଜ କଳା ଆଉ ସୁନ୍ଦରତା ଦ୍ଵାରା ଦର୍ଶକ ମାନଙ୍କ ମନ କିଣିବା ପାଇଁ ଚେଷ୍ଟା କରିଛନ୍ତି କିଛି କଳାକାର ଏହା କରିବାରେ ସଫଳ ହୋଇଛନ୍ତି ଯାହା ଦ୍ଵାରା ସେ ଅଭିନୟ ନକଲେ ଏବେ ଦର୍ଶକ ତାଙ୍କୁ ଝୁରୁଛନ୍ତି କିନ୍ତୁ କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯିଏ ଆଜୀବୀ ଚେଷ୍ଟା କରୁଛନ୍ତି କିନ୍ତୁ ଚାନ୍ସ ପାଇ ନାହାନ୍ତି ।

ତେବେ ଆପଣ ମାନେ ମାହିଙ୍କୁ ବେସ ଭଲ ଭାବରେ ଜାଣିଥିବେ, ତାଙ୍କୁ ଆପଣ ମାନେ ସିରିଏଲରେ କାମ କରୁଥିବାର ଦେଖିଥିବେ ତେବେ ମାହି ନିଜ ଅଭିନୟ ଦୁନିଆରେ ବହୁତ ପ୍ରଚଳିତ ଅଟନ୍ତି, ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ବେଶ ଭଲ ଭାବରେ କିଣି ପାରିଛି । ଚନ୍ଦନଙ୍କୁ ମଧ୍ୟ ଆପଣ ମାନେ ଜାଣିଥିବେ ସେ ମଧ୍ୟ ସିରିଏଲରେ ଅଭିନୟ କରନ୍ତି, ମାହି ଆଉ ଚନ୍ଦନ ସିରିଏଲ ସେଟରେ ପ୍ରଥମ ଥର ଦେଖା ହୋଇଥିଲେ ତେବେ ଦୁହିଙ୍କ ଅଭିନୟ ଯେମିତି ସତ ହୋଇ ଗଲା ଦୁହେଁ ଆଗ ଭଲ ସାଙ୍ଗ ହେଲେ ଆଉ ତା ପରେ ଦୁହିଙ୍କ ମନରେ ପରସ ପର ପାଇଁ ବହୁତ ଭଲ ପାଇବା ଆସିଲା ଯାହା ପରେ ଦୁହେଁ କିଛି ବର୍ଷ ଡେଟ କରିବା ପରେ ବିବାହ କଲେ ।

ତେବେ ଆର ବର୍ଷ ଦୁହିଙ୍କ ବିବାହ ହୋଇଥିଲା ଆଉ ବର୍ତମାନ ତାଙ୍କ ଗୋଟେ ଝିଅ ହୋଇଛି ଯାହା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଆଉ ସେ ନିଜ ମା ଭଳି ହୋଇଛନ୍ତି । ତେବେ ଦୁହେଁ ମାହି ଆଉ ଚନ୍ଦନ ନିଜ ଝିଅ ସହ ବହୁତ ସମୟ ରହୁଛନ୍ତି ଆଉ ଝିଅ ସହ ଭିଡିଓ ଆଉ ଫଟୋ ଉଠାଇ ଶୋଷିଅଲ ମିଡିଆରେ ଶେୟର କରୁଛନ୍ତି ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଛି ଆଉ ଦୁହେଁ ବହୁତ ଖୁସି ମଧ୍ୟ ଦେଖା ଯାଉଛନ୍ତି ।

ତେବେ ମାହି ଆଉ ଚନ୍ଦନ ଯୋଡିଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରୁଥିଲେ ଆଉ ତାଙ୍କ ଝିଅକୁ ଦେଖି ଫ୍ୟାନ୍ସ ଆହୁରି ଖୁସି ହୋଇଛନ୍ତି, ଦୁହିଙ୍କ ଜୀବନରେ ବହୁତ ବଡ ଖୁସି ଆସିଛି ଯାହା ସେ ଦର୍ଶକ ମାନଙ୍କ ସହ ଶେୟର କରିଛନ୍ତି । ତେବେ ଆପଣଙ୍କୁ ମାହି ଆଉ ଚନ୍ଦନ ଯୋଡି କିପରି ଲାଗେ ଆଉ ତାଙ୍କ ଝିଅ ଆପଣଙ୍କୁ କେମିତି ଲାଗିଲେ ତାହା ଆମକୁ ନିଶ୍ଚିନ୍ତ କହିବେ ।

Leave a Reply

Your email address will not be published. Required fields are marked *