କୁକୁର ଦେଇଥାଏ ଧନର ସଂକେତ- ଜାଣନ୍ତୁ କେମିତି

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କିଛି ଏଭଳି ସଂକେତ ବିଷୟରେ କହିବୁ ଯାହା ଆମକୁ ଆମର ଗୃହପାଳିତ ପଶୁ ପକ୍ଷୀଙ୍କ ଠାରୁ ମିଳିଥାଏ । ଫ୍ରେଣ୍ଡ୍ସ ଆମ ଚାରିପାଖରେ ରହିଥିବା ପଶୁ ପକ୍ଷୀମାନେ ଆମକୁ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆଗତ ସୁଚାଇ ଥାନ୍ତି କିନ୍ତୁ ଆମେ ଏହାକୁ ବୁଝିପାରି ନଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି ସଙ୍କେତ ବିଷୟରେ କହିବୁ ଯାହା ଅମାକୁ କୁକୁର ଠାରୁ ମ୍ମିଳିଥାଏ । ଆଜି ଆମେ ଆପଣଙ୍କୁ କୁକୁର ଦେଉଥିବା ସଂକେତ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଜାଣିପାରିବେ କି ଆପଣଙ୍କର ଆଗକୁ କଣ ହେବାକୁ ଯାଉଛି ।

Image Courtesy: Google

ଶକୁନ ଶାସ୍ତ୍ର ଅନୁସାରେ କୁକୁର ହେଉଛି ଶକୁନ ରତ୍ନ । ଏମିତି ମାନ୍ୟତା ଅଛି ଯେ କୁକୁର ପାଖରେ ଏଭଳି ଶକ୍ତି ଅଛି ଯାହା ଦ୍ଵାରା ସେମାନଙ୍କୁ ଭବିଷ୍ୟତ ବିଷୟରେ ଆଗରୁ ସୂଚନା ମିଳିଯାଏ । କୁକୁର ଙ୍କର କାର୍ଯ୍ୟରୁ ଆମେ ଜାଣି ପାରିବା ଭବିଷ୍ୟତରେ ହେବାକୁ ଥିବା ଭଲ ଓ ଖରାପ ଘଟଣା ବିଷୟରେ ଜଣାପଡିଯାଏ । କୁକୁରଙ୍କୁ ନେଇ ଅନେକ ଶୁଭ ଓ ଅଶୁଭ ସଂକେତ ଆମ ଶସ୍ତ୍ର ମାନଙ୍କରେ ଉଲ୍ଲେଖ ଅଛି । ତେବେ ଚଲାନ୍ତୁ ଜାଣିବା ସେହି ସବୁ ଶକୁନ ଓ ଅପଶକୁନ ଗୁଡିକ କଣ ଅଟେ ।

Image Courtesy: Google

୧- କୁକୁର ଯଦି ଆପଣଙ୍କ ପଦାକୁ ଶୁଙ୍ଘିବାକୁ ଲାଗେ ତେବେ ଏହା ଆପଣଙ୍କୁ ଦର୍ଶାଇ ଥାଏ କି ଆପଣଙ୍କୁ ଖୁବ ଶୀଘ୍ର ଧନ ପ୍ରାପ୍ତି ହେବ ।

୨- କୁକୁର ଯଦି କୌଣସି ସ୍ଥାନରେ ନିଜ ମୁଣ୍ଡକୁ ବାରମ୍ବାର ଘସେ ତେବେ ଜାଣିବେ କି ସେହି ସ୍ଥାନରେ ଗୁପ୍ତ ଧନ ଅଛି ।

୩- ଯଦି ଆପଣ ବାଟରେ ଯିବା ସମୟରେ କୁକୁର ଯଦି ଆପଣଙ୍କ ବାମ ପଟରେ ବହୁତ ଦୌଡି ଦୂରକୁ ଯାଏ ତେବେ ଆପଣଙ୍କୁ ସୁନ୍ଦର ସ୍ତ୍ରୀ ଓ ଧନ ପ୍ରାପ୍ତିର ସଂକେତ ଦେଇଥାଏ । ଏହାର ବିପରୀତ ହେଲେ ଆପଣଙ୍କୁ ଚୋରୀ ହେବାର ଆଶଙ୍କା ଥାଏ ।

Image Courtesy: Google

୪- ଯଦି ଆପଣଙ୍କ ଘର ସମ୍ମୁଖରେ ଗାଈ ସହିତ କୁକୁର ଏକାସହ ଖେଳିବାର ଦେଖା ଯାଏ ତେବେ ଆପଣଙ୍କ ଘରକୁ ସନ୍ତାନ ଆସିବାର ସଂକେତ ଦେଇଥାଏ ।

୫-  ଯଦି କୁକୁର ଆକାଶ ଆଡକୁ ବହୁତ ସମୟ ଧରି ଦେଖିବାର ଆପଣ ଦେଖନ୍ତି ତେବେ ଏହା ଆପଣଙ୍କ ଘରକୁ ଧନ ଆସିବାର ସଂକେତ ଦେଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *