ଏହାର କେବଳ ଗୋଟିଏ ପତ୍ର ମ୍ୟାଲେରିଆ ଜ୍ୱର କରିଦେବ ଭଲ – Malaria Home Remedies

ମଲେରିଆ ଏକ ଏଭଳି ରୋଗ ଯାହା ସବୁ ଜାଗାରେ ହୋଇଛି ଏହା ପାଇଁ ଅନେକ ଲୋକ ମାନେ ନିଜର ଜୀବନ ଦେଇଛନ୍ତି ଏହା ଟ୍ରାପିକାଲ ସବ ଟ୍ରାପିକାଲ ଜାଗାରେ ଏହା ଅଧିକ ହୋଇ ଥାଏ ଆଫ୍ରିକାର ଏହି ରୋଗ ଅଧିକ ଦେଖା ଦେଇ ଥାଏ । ଭାରତ ରେ ଏହା ଅଧିକ ପ୍ରାୟ ବର୍ଷା ଡାୟାନାରେ ଦେଖା ଯାଇଥାଏ ।

ଯଦି ଆମେ କହିବା ପାଇଁ ଯିବା ତ ଏହା ଭାରତ ରେ ସବୁ ବେଳେ ହୋଇ ଥାଏ । କିନ୍ତୁ ଏହାର ରୋଗ ବ୍ୟାପାକୁ ମସା ମାନଙ୍କ ବଂଶ ବୃଦ୍ଧି ହେବାର ସମୟ ବର୍ଷା ଦିନ ହୋଇ ଥାଏ । ଏହି ରୋଗ ଭାରତ ରେ ପ୍ରାୟ ଗୁଜୁରାଟ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡିଶା, ଛତିଶଗଡ, ରାଜସ୍ଥାନ ଆଦି ଜାଗାରେ ଅଧିକ ମାତ୍ରାରେ ଦେଖା ଯାଇଥାଏ ।

ଏଥିରେ ରୋଗୀ କୁ ବାର ଥଣ୍ଡା ହେବା ଦ୍ଵାରା ବାର ବାର ଜର ଆସିଥାଏ । ଏହା ଥରେ ହେବା ପରେ ଅଧିକ ସମାୟରେ ଏହା ଆମ ଶରୀର ରେ ଥିବା ଲିଭର କୁ ଖରାପ କରି ଥାଏ କେବଳ ସେତିକି ନୁହେଁ ଏହା ଦ୍ଵାରା ରୋଗୀ କୋମା କୁ ଭି ଯାଇ ପାରେ । ଏବେ ଜାଣିବା ଏହି ରୋଗ ପାଇଁ ମସା ମାନଙ୍କ ବଂଶ କିଭଳି ବିସ୍ତାର କରି ଥାଏ । ଏହା ଅସନା ପାଣି ଓ ଅସନା ନାଳ ରେ ସୃଷ୍ଟି ହୋଇ ଥାଏ ।

ଯଦି ଆମେ ଆମ ଆଖ ପାଖାର ପରିବେଶକୁ ସଫା ରଖିବା ତାହେଲେ ଏହି ରୋଗରୁ ଖୁବ ଶୀଘ୍ର ଆମେ ମୁକ୍ତ ହୋଇ ପାରିବା । ଯଦି କାହାକୁ ଏହି ରୋଗ ହୋଇଛି ତେବେ ଆପଣ ଡାକ୍ତର ଙ୍କର ପରାମର୍ଶ ନେଇକି ଔଷଧ ଖାଇବା ସହ ଆପଣ ଘରୋଇ ଉପଚାର ମଧ୍ୟ କରି ପାରିବେ । ଏହାକୁ ମଧ୍ୟ ଆପଣ କରିବା ଦ୍ଵାରା ଖୁବ ଶୀଘ୍ର ଠିକ ହୋଇ ଯିବେ । ଆପଣ ଏହା ପାଇଁ ଗଙ୍ଗ ଶିଉଳି ର ପତ୍ର ଆଣିକି ଏହାକୁ ଧୋଇକି ଏହାକୁ ବାଟି ନିଅନ୍ତୁ ।

ଏହା ସହ ଆପଣ କିଛି ଅଦା କୁ ନେଇକି କୁଟି ଏହାର ରସ କାଢି ନିଅନ୍ତୁ । ଏହା କୁ ଏବେ ଦୁଇ ଦୁଇ ଚାମଚ କରି ନେଇକି ଏକ ଜାଗାରେ ମିଶାଇକି ସେଥିରେ ଏକ ଚାମଚ ମହୁ ମିଶାଇ ଏହାକୁ କ୍ଷାନ୍ତୁ । ଏହା ପରେ ଆପଣ ତୁଳଶି ଗଛର ଏକ ପତ୍ର ନେଇ ତାର ପତ୍ର କୁ ଆଣି କୁଟି ରସକୁ କାଢି ନିଅନ୍ତୁ ଓ ଏହା ସହ ୫ ରୁ ୬ ଟି ଗୋଲମରୀଚ କୁଟିକି ଏହାକୁ ମହୁ ସହ ଖାଇ ପାରିବେ । ଏହାକୁ ଆପଣ ଦୁଇ ଥର ନେଇ ପାରିବେ ଦିନକୁ ।

ଏହା ପରେ ଆଉ ଏକ ଉପାୟ ହେଉଛି । ଆପଣ ଏକ ବଡ ଚାମଚ ଗୁଆ ଘିଅ ନିଅନ୍ତୁ ଓ ଏହାକୁ ଆପଣ ଗରମ କରି ସେଥିରେ ୫ ଟି କୋଲା ରସୁଣ ପକେଇକି ଏହାକୁ ଭଲ ଭାବେ ଫୁଟାନ୍ତୁ ଏହା ପରେ ଦେଖିବେ ଏହା ଥଣ୍ଡା ହୋଇ ଗଲା ପରେ ଆପଣ ଏହାକୁ ଖାଇ ପାରନ୍ତି ଏହା ଆପଣ ୭ ଦିନ ଯାଏ କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ ।

Leave a Reply

Your email address will not be published. Required fields are marked *