କୁନ୍ଦୁରୀ ଖାଇବା ଦ୍ଵାରା ମୂଳରୁ ଭଲ ହୁଏ ଏହି ଗମ୍ଭୀର ରୋଗ, ଜାଣି ଆପଣ ବିଶ୍ୱାସ କରିପାରିବେନି- Swami Ramdev

ଆମେ ସୁସ୍ଥ ରହିବା ପାଇଁ ବଞ୍ଚିଛୁ ତା ନୁହେଁ ବରଂ ଆମେ ବଞ୍ଚିଛୁ ତେଣୁ କରି ଆମେ ସୁସତ୍ଥା ରହିବା ଆବଶ୍ୟକ ଅଟେ । ଆମେ ଦେଖିବା କି ଜେଭଳି ଭାବେ ଆମେ ନିଜ ଶରୀରୀ କୁ ଯତ୍ନ କରିବା ଉଚ୍ଚିତ । ଏହା ସହ ଆପଣ ମାନେ ଜାଣିଥିବେ କି ଏକ ସୁସ୍ଥ ଶରୀର ରେ ଏକ ସୁସ୍ଥ ଆତ୍ମା ର ବାସ ହୋଇ ଥାଏ ।

ଆପଣ ମାନେ ଜଣାଇ ଥିବେ ସୁସ୍ଥ ରହିବା ପାଇଁ ଆମେ ସବୁ ପ୍ରକାର ପାରିବା ଖାଇ ଥାଉ । କିନ୍ତୁ ଆମେ ଏବେ ଅନେକ ସମୟରେ ପନିପରିବା କୁ ଛାଡିକି ସବୁ ପ୍ରକାର ଜଙ୍କ ଫୁଡ କୁ ଖାଇ ନେଉଛେ । ଏହା ଦ୍ଵାରା ଅନେକ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡୁଛି ଆମକୁ । ଆମେ ଯେଉଁ ଜାଗାରେ ଭି ରହିଲେ ସବୁ ବେଳେ ପୁଷ୍ଟିକର ଖାଦ୍ଯ ଖାଇବା ଉଚ୍ଚିତ ।

ଆମେ ଜାଣିଛେ କି ଆମେ କେଉଁ ଭଳି ଖାଦ୍ଯ ଖାଇବା ଆଉଚ୍ଚିତ ସବୁଠାରୁ ଆଗରୁ ନାମ ଆସେ ସବୁଜ ପନି ପାରିବାର । ଏହି ସବୁଯ ପନିପରିବା ଖାଇବା ଦ୍ଵାରା ଆମେ ସୁସ୍ଥ ହୋଇ ରହି ଥାଉ । ତେବେ ଏହି ଭଳି ସବୁଜ ପାରିବା ହେଉଛି କୁନ୍ଦୁରୀ ଯାହାକୁ ଖାଇବା ଆମ ପାଇଁ ଖୁବ ଆବଶ୍ୟକ ଅଟେ । ଏହା ଆମ ଦେଶରେ ସବୁ ଜାଗାରେ ମିଳି ଥାଏ । ଏହା ଏକ ଲତା ଜାତୀୟ ଉଦ୍ଭିଦ ଅଟେ ।

ଏହା ର ଫଳ ଦେଖିବା କୁ ପୋଟଳ ଭଳି । କିନ୍ତୁ ଏହା ପୋଟଳ ଠାରୁ ଅଲଗା ଦେଖିବା ପାଇଁ । ତେବେ ଏହାର ଗଛ ଏସିଆ ମହାଦେଶ ଛଡା ଆଫ୍ରିକା ରେ ମଧ୍ୟ ଦେଖିବା କୁ ମିଳି ଥାଏ । ଏହାର ଆରମ୍ଭ ହହୋଇ ଥିଲା ଆଫ୍ରିକାର ରେ ଜଙ୍ଗଲରୁ ।

ତେବେ ଏହାର କିଛି ଉପକାରିତା ଗୁଣ ବିଷୟରେ ଆସନ୍ତୁ ଜାଣିବା । ବିଛା କାମୁଡି ଥିଲେ ତାହାକୁ ଭଲ କରିବା ପାଇଁ ଆପଣ କୁନ୍ଦୁରୀ ଗଛର କିଛି ପତ୍ରକୁ ଆଣିକି ଏହାର ରସକୁ ଲଗାଇବା ଦ୍ଵାରା ଏହା ଭଲ ହୋଇ ଯାଇଥାଏ । ଏହା ଛଡା କୁନ୍ଦୁରୀ କୁ ଖାଇବା ଦ୍ଵାରା କିଛି ଆଦିବାଶି ମାନଙ୍କ ମତରେ ଆଖିରେ ଚଷମା ଦରକାର ମଧ୍ୟ ପଡି ନ ଥାଏ ।

ଆଜ୍ଞା ହଁ ସେମାନେ କୁହନ୍ତି ଯଦି କେହି ଏହାକୁ କଞ୍ଚା ଖାଇ ଥାଏ ତେବେ ଏହା ଦ୍ଵାରା ତାର ଦ୍ରୁଷ୍ଟି ଶକ୍ତି ଖୁବ ଭଲ ହୋଇ ଥାଏ । ଏହା ସହ ଯେଉଁ ମାନେ କୁନ୍ଦୁରୀ କୁ ନିୟମିତ ଖାଇ ଥାନ୍ତି ତା ଦ୍ଵାରା କେଶ ଝଡିବା କମ ହୋଇ ଯାଏ ଓ ଚନ୍ଦା ପଣ ରୁ ମଧ୍ୟ ମୁକ୍ତି ମିଳିଥାଏ ।

ତେବେ କହିବା ପାଇଁ ଗଲେ ଆପଣ ଜାଣି ପାରିବେ କି ଏହାକୁ ଖାଇବା ଦ୍ଵାରା ଆପଣ କିଭଳି ଉପକାର ପାଇ ପାରୁଛନ୍ତି । ଏହା ଆମ ହାର୍ଟ ରୋଗକୁ ମଧ୍ୟ ଭଲ କରି ଦେଇ ଥାଏ । ଏହାକୁ ଖାଇବ୍ବା ଦ୍ଵାରା ଏହା ଆମ ହାର୍ଟ ର ନିୟନ୍ତ୍ରଣ କୁ ଭଲ ଭାବେ ସଞ୍ଚାରଣ କରି ଥାଏ । ତେଣୁ ଏହାକୁ ଖାଇବା ଦ୍ଵାରା ସବୁ ରୋଗ ଭଲ ହୋଇ ଯାଇ ଥାଏ ।

Leave a Reply

Your email address will not be published. Required fields are marked *