ସ୍ଵାମୀର ଉପସ୍ଥିତିରେ ବୋହୂ ସହ ଦୁଷ୍କର୍ମର ଉଦ୍ୟମ କଲା ଶ୍ବଶୁର, ଚିତ୍କାର କରିବାରୁ ସ୍ବାମୀ କହିଲା…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣଙ୍କୁ ବଡ ଝଟକା ଲାଗିବ । ଏକ ଏଭଳି ସ୍ଵାମୀ ଯିଏ ନିଜ ସ୍ତ୍ରୀକୁ ନିଜ ବାପା ସହ ଶୋଇବାକୁ ବାଧ୍ୟ କରେ । ଏମିତି ସ୍ଵାମୀ ଆପଣ ବୋଧେ କେବେ ଆପଣଙ୍କ ଜୀବନରେ ଦେଖି ନଥିବେ । ତେବେ ଏହି ଘଟଣା ହେଉଛି ଉତ୍ତରପ୍ରଦେଶ ମେରଠ ଜିଲ୍ଲା ଭାବନପୁର ଅଞ୍ଚଳର । ଏଠାରେ ଜଣେ ମହିଳା ତାରର ସ୍ଵାମୀ ଓ ଶଶୁର ନାଁ ରେ ଅଭିଜଗ କରିଛନ୍ତି କି ଶଶୁର ତାଙ୍କୁ ଦୁଷ୍କର୍ମ କରିବା ସହ ସ୍ଵାମୀ ମଧ୍ୟ ତାଙ୍କର ସାଥ ଦେଇଥିଲେ ଓ ତାଙ୍କୁ ବନ୍ଦୀ କରି ମରାଧରା ମଧ୍ୟ କରୁଥିଲେ ।

ତେବେ ଘଟଣା ହେଉଛି କି ୨୦୧୬ ମସିହାରେ ଦିଲ୍ଲୀରେ ରହୁଥିବା ମୁନକାଦ ଅଲ୍ଲୀ ତାଙ୍କ ଝିଅର ବିବାହ ଭାବନପୁର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ କରାଇଥିଲେ । କିନ୍ତୁ ବିବାହ ପରେ ସେହି ଯୁବକ ତାର ବାପା ସହ ଅବୈଧ ସମ୍ପର୍କ ରଖିବାକୁ ତାର ସ୍ତ୍ରୀକୁ ବାଧ୍ୟ କରିଥିଲା । କିନ୍ତୁ ସେହି ଝିଅ ଏହାର ବିରୋଧ କରିବାରୁ ତାକୁ ତାର ସ୍ଵାମୀ ମରାଧରା କରୁଥିଲା ଓ ତାକୁ ଗୋଟେ ରୁମ ରେ ବନ୍ଦ କରି ରଖୁଥିଲା । ଏହି କଥା ପାଇଁ ଥରେ ପଞ୍ଚାଯତ ମଧ୍ୟ ବସିଥିଲା କିନ୍ତୁ ସେମାନଙ୍କୁ କିଛି ଦଣ୍ଡ ମିଳି ନଥିଲା ।

ତେବେ ସେହି ମହିଳାଙ୍କ କହିବା ଅନୁସାରେ ୫ ଦିନ ପୂର୍ବରୁ ତାର ଶଶୁର ତା ସହ ଜବରଦସ୍ତି କରିବାକୁ ଆରମ୍ଭ କରିଥିଲା ଓ ସେ ଚିତ୍କାର କରିଥିଲା, ତାର ପାଟି ଶୁଣି ସ୍ଵାମୀ ଆସି ସେଠାରେ ପହଞ୍ଚିଲା । କିନ୍ତୁ ସେ ସ୍ତ୍ରୀକୁ ନ ବଞ୍ଚାଇ ନିଜ ବାପାର ସପକ୍ଷ ନେଲା ଓ ସ୍ତ୍ରୀକୁ କହିଲା ପାଟି ଚୁପ କରି ଯାହା ସେ କରିବାକୁ ଚହୁଁଛନ୍ତି କରିବାକୁ ଦେ ।

ସେ ହାର ବିରୋଧ କରିବାରୁ ତାକୁ ରୁମ ରେ ବନ୍ଦ କରି ବହୁତ ମଦ ମରିଥିଲା । ତା ପରେ ସେହି ମହିଳା ଜଣଙ୍କ ପଡୋଶିଙ୍କ ସହଜରେ ନିଜ ବାପା ପାଖକୁ ଏହି ଖବର ପଠାଇ ଥିଲେ । ସେହି ଖବର ପାଇବା ପରେ ତାର ବାପ ଘର ଲୋକ ପୋଲିସକୁ ସବୁ ଜଣାଇଥିଲେ । ଏବେ ସେମାନଙ୍କ ନାଁ ରେ ଏଫଆଇଆର କରାଯାଇଛି  ଓ ତଦନ୍ତ ଜାରି ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *