ପ୍ରତେକ ମହିଳା ଙ୍କ ଠାରେ ଋତୁସ୍ରାବ ହେବା ଏକ ସାଧାରଣ କଥା ହୋଇଥାଏ । ଏହା ପରେ ଯଦି ନାରୀ ଓ ପୁରୁଷ ସ-ମ୍ପ-ର୍କ ରଖିଥାନ୍ତି ତେବେ ନାରୀଟି ପ୍ରେଗନେଣ୍ଟ ହୋଇଥାଏ । କିନ୍ତୁ ଯଦି ଋତୁସ୍ରାବ ନ ହେବାର ୧୦ ଦିନ ବିତି ଯାଇଛି କିନ୍ତୁ ପ୍ରେଗନେନ୍ସିର କୌଣସି ଲକ୍ଷଣ ନ ଦେଖାଯାଏ ତେବେ କଣ କରିବା ଉଚିତ । ଏହାର ସମାଧାନ ପାଇଁ କମ ମେଡ଼ିସିନ ନେବା ଉଚିତ ନା କିଛି ହୋମ ରେମେଡିର ପ୍ରୟୋଗ କରିବା ଠିକ ହେବ । ଏହା ଛଡା କିଛି ମହିଳା ଡାକ୍ତର ଙ୍କ ପାଖକୁ ଯିବା ପାଇଁ ଚିନ୍ତା କରିଥାନ୍ତି ।
ତେବେ ପ୍ରଶ୍ନ ଉଠୁଛି କଣ କୌଣସି ଲକ୍ଷଣ ନ ଥାଇ ମହିଳା ପ୍ରେଗନେଣ୍ଟ ହୋଇପାରେ । ତେବେ ଆଜିର ଆମର ଏହି ଲେଖା ରେ ଏହାର ସମାଧାନ ବିଷୟରେ କୁହା ଯାଇଛି । ପ୍ରାୟ ଦେଖିବାକୁ ଗଲେ ୫୦ ପ୍ରତିଶତ ଲୋକଙ୍କ ଠାରେ ପ୍ରେଗନେଣ୍ଟ ହେବାର କିଛି ଲକ୍ଷଣ ଦେଖାଯାଏ ।
କିନ୍ତୁ କିଛି ମହିଳା ଙ୍କ ଠାରେ ପ୍ରାୟ ଗୋଟେ ମାସ ଯାଏଁ କୌଣସି ଲକ୍ଷଣ ଦେଖା ଯାଏ ନାହି ଯେ ସେମାନେ ପ୍ରେଗନେଣ୍ଟ ଅଛନ୍ତି କି ନାହି । ଏଥି ପାଇଁ ଆପଣ ନିଜର HCG ଲେବଲ କୁ ବଢିବା ପାଇଁ କିଛି ସମୟ ଦେବା ଦରକାର ପଡିଥାଏ ।
ଏମିତି ବି ହୋଇପାରେ ଅପାନଙ୍କ ପ୍ରେଗନେନ୍ସି ଗୋଟେ ରୁ ଦୁଇ ସପ୍ତାହ ଯାଏଁ ହୋଇଥିବ କିନ୍ତୁ ଆପଣଙ୍କର ହରମୋନ ଠିକ ଭାବେ ହୋଇ ନ ଥିବ । ଏହା ଛଡା ଶରୀର ରେ କୌଣସି ନୂଆ ନୂଆ ଲକ୍ଷଣ ଦେଖା ଯାଇପାରେ । ତେଣୁ ଆପଣଙ୍କୁ ଧର୍ଯ୍ୟ ର ସହ ଅପେକ୍ଷା କରିବା ଉଚିତ ।
ଏହାକୁ ନେଇ କୌଣସି ଡରିଲା ଭଳି କଥା ନାହି । ଯଦି ଆପଣ ପ୍ରେଗନେଣ୍ଟ ଥିବେ ତେବେ ଆପଣଙ୍କୁ ଅଧିକ ଗରମ ଖାଦ୍ୟର ସେବନ କରିବା ଅନୁଚିତ । ଏହା ଛଡା ମାନସିକ ଚିନ୍ତାରୁ ଦୂରେଇ ରହିବା ଉଚିତ । ଆଜିର ଜୀବନ ଶୈଳୀ ରେ ମହିଳା ମାନେ ନିଜ କାମରେ ଏତେ ବ୍ୟସ୍ତ ବିବ୍ରତ ରହୁଛନ୍ତି ଯାହା ପାଇଁ ତାଙ୍କୁ ଥକାନ ବହୁତ ଜଲ୍ଦି ଆସୁଛି ।
ଏହା ଛଡା ମୁଡ ଅଫ ହୋଇଥାଏ ଯାହାର କାରଣ କଣ ରହିଛି ତାହା ଜାଣି ହୁଏ ନାହି । ଯଦି ଦୁଇ ସପ୍ତାହ ମଧ୍ୟରେ ମହିଳାଙ୍କ ଠାରେ ପ୍ରେଗନେନ୍ସିର କିଛି ଲକ୍ଷଣ ନ ଦେଖାଯାଏ ତେବେ ନିଜର ଖାଦ୍ଯ ଓ ଜୀବନ ଶୈଳୀ ପ୍ରତି ଧ୍ୟାନ ଦେବା ଉଚିତ ।
ଏହା ଛଡା କୌଣସି ଗାନାକୋଲୋଜିଷ୍ଟଙ୍କ ସହ କନସଲ୍ଟ କରିବା ଉଚିତ । ଏହା ଦ୍ଵାରା ଜଣା ପଡିବ ଯେ ଆପଣଙ୍କର ଋତୁସ୍ରାବ କେଉଁ କାରଣରୁ ବନ୍ଦ ହୋଇଛି । ଯଦି ଆପଣ ପ୍ରେଗନେଣ୍ଟ ଥିବେ ତେବେ ନିଜ ଖାଦ୍ୟପାନର ପ୍ରଥମ ରୁ ଧ୍ୟାନ ଦେବା ଉଚିତ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।