ସ୍ତ୍ରୀ ସହ ରାତିରେ ପ୍ରତ୍ୟକ ଦିନ କରନ୍ତୁ ଏହି 1 କାମ, ରଙ୍କ ରୁ ହେବେ ରାଜା- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ମହନି ଜ୍ଞାନୀ ଯିଏ ନିଜ ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ସେ ତାଙ୍କର ରଚିତ ଚାଣକ୍ୟ ନୀତି ରେ ଏମିତି କିଛି ମହତ୍ଵ ପୂର୍ଣ୍ଣ କଥା ଲେଖିଛନ୍ତି ଯାହା ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆଣିବା ସହ ଉନ୍ନତି ମଧ୍ୟ ଆଣି ପାରିବ ।

ତେବେ ଆଚାର୍ଯ୍ୟ ଚାଣକ୍ୟ ନୀତିରେ କହିଛନ୍ତି ଯଦି ପୁରୁଷ ଓ ନାରୀ ରାତି ରେ ଶୋଇବା ସମୟରେ ଏହି ଉପାୟ ଟି କରିଲେ ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ । କିନ୍ତୁ ଏହି ଉପାୟ କୁ ଅନ୍ୟ ଆଗରେ କହିବା ଅନୁଚିତ ଅଟେ ।

ତାଙ୍କ ମତରେ ଏମିତି କିଛି କାମ ରହିଛି ଯାହା ରାତିରେ ନିଜ ସ୍ତ୍ରୀ ସହ କରିବା ଦ୍ଵାରା ବ୍ୟକ୍ତି ଜୀବନରେ ସଫଳତା ପ୍ରାପ୍ତ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ ଯାହା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ଦେବୀ ସାମନା ମାନାଯାଏ ।

ଆମ ଦେଶରେ ମହିଳା ମାନକର ପୂଜା କେତେକ ସ୍ଥାନରେ କରା ଯାଇଛି । ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ରାତି ରେ ଶୋଇବା ସମୟରେ ନିଜ ଜୀବନ ସାଥି ସହ ପ୍ରେମ ରେ ଆଲୋଚନା କରିଥାଏ ଓ କଳହ ନ କରିଥାଏ ଏହି ଭଳି ବ୍ୟକ୍ତି ର ଜୀବନ ବହୁତ ଜଲ୍ଦି ଖୁସିରେ ଭରିଯାଏ ।

ଏହି ଭଳି ସ୍ଵଭାବ ଥିବା ବ୍ୟକ୍ତି ଉପରେ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ଆପଣ ମଧ୍ୟ ନିଜ ସ୍ତ୍ରୀ ଙ୍କ ସହ ପ୍ରେମ ରେ କଥା ହେବା ସହ ତାଙ୍କୁ ସର୍ବଦା ଖୁସିରେ ରଖିଲେ ଦେଖିବେ ନିଶ୍ଚିନ୍ତ ଭାବେ ଆପଣ ଧନୀ ହେବା ସହ ଜୀବନରେ ଉନ୍ନତି ଆଡକୁ ଅଗ୍ରସର ହେବେ ।

ଯେଉଁ ବ୍ୟକ୍ତି ନିଜ ସାଥି ସହ ରାତି ରେ ଶୋଇବା ସମୟରେ ଯାହା ଆଲୋଚନା କରିଥାଏ ତାହା ଅନ୍ୟ ଆଗରେ କେବେ ବି କହିବା ଉଚିତ ନୁହେଁ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି । ବ୍ୟକ୍ତି ନିଜ ସ୍ତ୍ରୀ ସହ ରାତି ରେ କଣ କରେ ବା କଣ କରେ ନାହି ତାହା ଘରେ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ ।

ଏମିତି କି ସ୍ଵାମି ଓ ସ୍ତ୍ରୀ ମଧ୍ୟ ରେ ହୋଇଥିବା ବାର୍ତ୍ତାଳାପ ବିଷୟରେ ନିଜ ବନ୍ଧୁ ମାନଙ୍କୁ ମଧ୍ୟ କହିବା ଉଚିତ ନୁହେଁ । ଯଦି ଏପରି ହୁଏ ତେବେ ଆପଣଙ୍କ ଦାଂପତ୍ଯ ଜୀବନରେ ଫାଟ ସୃଷ୍ଟି ହୋଇପାରେ । ଚାଣକ୍ୟ ନୀତି ଅନୁସାରେ ଯେବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢିଥାଏ ତେବେ ଘରେ ଆନନ୍ଦ ଆସିଥାଏ ।

ସେହି ବ୍ୟକ୍ତି ଧାନ ଦୌଲତରେ ମାଲାମାଳ ହୋଇଯାଏ । ତେବେ ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟ ଙ୍କର ସେହି ଗୁରୁତ୍ଵ ପୂର୍ଣ୍ଣ ନୀତିବାଣୀ ଯାହାର ପାଳନ କରିଲେ ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରି ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *