Interesting Gk Questions- ଭରତରେ ସୂର୍ଯ୍ୟଙ୍କର ପହିଲି କିରଣ, କେଉଁ ରାଜ୍ୟରେ ପଡିଥାଏ ?

ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରକାର ପ୍ରଶ୍ନ କରାଯାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଅପାନ ମାନଙ୍କ ପାଇଁ କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଆପଣ ଏଥିରୁ ଅନେକ କିଛି ଶିକ୍ଷଣୀୟ ଜିନିଷ ଶିଖିବାକୁ ପାଇବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର କଣ ରହିଛି ।

୧- ଭାରତରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଅଗଷ୍ଟ ୧୫ରେ

୨- ଭାରତ କେବେ ବ୍ରିଟିଶ ଶାସନ କବଳରୁ ମୁକ୍ତ ହୋଇଥିଲା ?

ଉତ୍ତର- ୧୯୪୭ ଅଗଷ୍ଟ ୧୫ରେ

୩- ୨୦୨୧ରେ ଆମେ ଭାରତରେ କେତେ ତମ ସ୍ଵାଧୀନତା ଦିବସ ପାଳନ କରୁଅଛୁ ?

ଉତ୍ତର- ୭୫ତମ

୪- ଭାରତର ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ କେଉଁଠାରେ ପତାକା ଉତୋଳନ କରିଥାନ୍ତି ?

ଉତ୍ତର- ଦିଲ୍ଲୀର ଲାଲକିଲ୍ଲା

୫- ଇଂରେଜ ମାନେ ଭାରତରେ କେତେ ବର୍ଷ ଯାଏଁ ଶାସନ କରିଥିଲେ ?

ଉତ୍ତର- ୨୦୦ ବର୍ଷ

୬- ୧୯୪୭ ଅଗଷ୍ଟ ୧୭ରେ ଭାରତ ଓ ପାକିସ୍ତାନକୁ ବିଭାଜିତ କରିବା ପାଇଁ କେଉଁ ରେଖା ଟଣା ଯାଇଥିଲା ?

ଉତ୍ତର- ରେଡକ୍ଲିଫ ରେଖା

୭- ୧୯୦୬ ଅଗଷ୍ଟ ୭ରେ ଭାରତର ଜାତୀୟ ପତାକା ସର୍ବ ପ୍ରଥମେ କେଉଁଠାରେ ଉତ୍ତୋଳନ କରା ଯାଇଥିଲା ?

ଉତ୍ତର- ପାରସୀ, ବାଗାନା, କଲିକତା

୮- ଭାରତର ଜାତୀୟ ସଂଗୀତ “ଜନ ଗଣ ମନ” ରେ ଜୟ ଶବ୍ଦ କେତେଥର ରହିଛି ?

ଉତ୍ତର- ୧୦ଥର

୯- ଆମ ଦେଶର ଜାତୀୟ ସଂଗୀତ ଜନ ଗଣ ମନ ମୂଳତ କେଉଁ ଭାଷାରେ ଲେଖା ଯାଇଥିଲା ?

ଉତ୍ତର- ବଙ୍ଗଳା

୧୦- ଆମ ଦେଶର ଜାତୀୟ ସଂଗୀତ ଜନ ଗଣ ମନ ମୁଖ୍ୟତ ବଙ୍ଗଳା ଭାଷାରେ କେଉଁ ନାମରେ ଲେଖା ଯାଇଥିଲା ?

ଉତ୍ତର- ଭାରୋତୋ ଭାଗ୍ୟୋ ବିଧାତା

୧୧- ଜନ ଗଣ ମନ ର ହିନ୍ଦୀ ସଂସ୍କରଣକୁ କେବେ ସମ୍ବିଧାନ କାରୀ ସଭା ଦ୍ଵାରା ଜାତୀୟ ସଂଗୀତ ରୂପେ ଘୋଷଣା କରା ଯାଇଥିଲା ?

ଉତ୍ତର- ୧୯୫୦ ଜାନୁଆରୀ ୨୪ରେ

୧୨- ଆମ ଦେଶର ଜାତୀୟ ସଂଗୀତ ଜନ ଗଣ ମନ ସଂପୂର୍ଣ୍ଣ ଗାଇବା ପାଇଁ କେତେ ସେକେଣ୍ଡ ନିଆଯାଏ ?

ଉତ୍ତର- ୫୨ ସେକେଣ୍ଡ

୧୩- ବେଳେବେଳେ ଜାତୀୟ ସଙ୍ଗୀତର ପ୍ରଥମ ଓ ଶେଷ ଧାଡିକୁ ନେଇ ସଂକ୍ଷିପ୍ତ ରୂପେ ଗାନ କରାଯିବା ପାଇଁ କେତେ ସେକେଣ୍ଡ ନିଆଯାଏ ?

ଉତ୍ତର- ୨୦ ସେକେଣ୍ଡ

୧୪- ଭାରତର ଜାତୀୟ ସଂଗୀତ ଜନ ଗଣ ମନ ପ୍ରଥମେ କେବେ ଓ କେଉଁଠାରେ ଗାନ କରା ଯାଇଥିଲା ?

ଉତ୍ତର- ୧୯୧୧ କଂଗ୍ରେସର କଲିକତା ଅଧିବେଶନରେ

୧୫- ୧୯୧୯ ଫେବୃଆରି ୨୮ରେ ରବୀନ୍ଦ୍ରନାଥ ଠାକୁର ବେଶାନ୍ତ ଥିଓସୋଫିକାଲ କଲେଜରେ ଥିବା ସମୟରେ ଜଣ ଗଣ ମନକୁ ଇଂରାଜୀରେ ଅନୁବାଦ କରିଥିଲେ । ଏହାର ଇଂରାଜୀ ନାଁ କଣ ?

ଉତ୍ତର- THE MORNING SONG OF INDIA

୧୬- ଭାରତରେ ସୂର୍ଯ୍ୟଙ୍କର ପହିଲି କିରଣ କେଉଁ ରାଜ୍ୟରେ ପଡିଥାଏ ?

ଉତ୍ତର- ଅରୁଣାଚଳ ପ୍ରଦେଶ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *