2ଟି ଜିନିଷ ରାତିରେ ଭିଯାଇ ସକାଳୁ ଖାଇ ନିଅ, ବାତରୋଗ ଓ ମୋଟାପାରୁ ମିଳିବ ମୁକ୍ତି- Health Tips

ଆଜିକାଲି ପ୍ରାୟ ଲୋକଙ୍କ ଠାରେ ଜଏଣ୍ଟ ପେନ ସମସ୍ଯା । ସୁଗର ଲେବଲ ଅଧିକ ରହିବା, ମୋଟାପା, କୋଲେଷ୍ଟର ଓ କବଜ ଓ ଏସିଡିଟି ଆଦି ସମସ୍ଯା ଦେଖା ଯାଉଛି । ଯାହା ଦ୍ଵାରା ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଯାଉଛି । କିଛି ଲୋକ ମାନେ ଏହାର ନିବାରଣ ପାଇଁ ଅନେକ ଔଷଧର ସେବନ କରିଲେ ମଧ୍ୟ କିଛି ସୁଫଳ ମିଳୁ ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇଟି ଜିନିଷ ବିଷୟରେ କହିବାକୁ ଯାହାର ସେବନ ଦ୍ଵାରା ଏହି ସବୁ ସମସ୍ୟାର ନିବାରଣ ହୋଇ ପାରିବ ।

ଏହି ସବୁ ସମସ୍ୟାର ମୁକ୍ତି ପାଇବା ପାଇଁ ପ୍ରଥମ ଜିନିଷର ଆବଶ୍ୟକତା ରହିଛି କଳା ଜୀରା ଯେଉଁଥିରେ ଏମିତି ଶକ୍ତି ରହିଛି ଯାହା ଦ୍ଵାରା ଶରୀରର ଟକ୍ସିନ ଦୂର ହୋଇ ପାରିବ । ଏହା ସହ କଳାଜୀରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । ଏହା ବ୍ଯତୀତ ବ୍ଲଡ଼ ପ୍ରେସର ଓ ଡାଇବେଟିସ ନିୟନ୍ତ୍ରଣ ହୋଇଥାଏ ।

ଏହାର ସେବନ ଦ୍ଵାରା ମୋଟାବଲିଜିମ ମଧ୍ୟ କମ ହୋଇଥାଏ । ଅନ୍ୟ ଏକ ଜିନିଷ ହେଉଛି ଜୁଆଣୀ ଯାହାର ସେବନ ଦ୍ଵାରା ବାତ ରୋଗ ଭଲ ହୋଇଥାଏ । ଏହା ଦ୍ଵାରା ଆଁଠୁ ଗଣ୍ଠି ସମସ୍ଯା ଦୂର ହେବା ସହ ୟୁରିକ ଏସିଡ ଭଲ କରିବାରେ ସହାୟକ ହୋଇଥାଏ । ଜୁଆଣୀ ଖାଇବା ଦ୍ଵାରା ହଜମ କ୍ରିୟା ହେବା ସହ ହାର୍ଟର ମାଂସପେଶୀ ମଜବୁତ ହୋଇଥାଏ ।

ଜୁଆଣୀ ଓ କଳାଜୀରା ଅଧ ଚାମଚ ଅଟାରେ ପକାଇ ରୋଟି କରନ୍ତୁ । ଏପରି କରିବା ଦ୍ଵାରା ହଜମ କ୍ରିୟା ଭଲ ହେବା ସହ ଏସିଡ ସମସ୍ଯା ହେବ ନାହି । ଶରୀରରେ ଫୁର୍ତ୍ତି ଆସିବ । ଡାଇବେଟିସ, କୋଲେଷ୍ଟର, ମୋଟାପା ଓ ବ୍ଲଡ଼ ପ୍ରେସର ଆଦି ନିୟନ୍ତ୍ରଣ କରିବା ପାଇଁ ଅଧ ଗ୍ଳାସ ପାଣିରେ କିଛି କଳାଜୀରା ଓ ଜୁଆଣୀ ପକାଇ ଏହାକୁ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହି ପାଣିରେ ଗୁଡ ବା ମହୁ ପକାଇ ସେବନ କରନ୍ତୁ ।

ଏହା ଛଡା ଏକ ଚାମଚ କଳାଜୀରା ଓ ଜୁଆଣୀ ରାତିରେ ପାଣିରେ ଭିଯାଇ ସକାଳେ ଏହାକୁ ହାଲ୍କା ଗରମ କରି ସେବନ କରିଲେ ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହି ସବୁ ଉପାୟ କରିବା ଦ୍ଵାରା ଶରୀରରେ ଥିବା ସବୁ ସମସ୍ୟା ଦୂର ହୋଇ ଅପରିବ ।

ଡାଇବେଟିସ ନିୟନ୍ତ୍ରଣ ହେବା ସହ କୋଲେଷ୍ଟର ଭଲ ରହିବ । ଏହା ସହ ଚେହେରାରେ ଗ୍ଲୋ ଆସିବ । ଏହି ସବୁ ଉପାୟ ପ୍ରୟୋଗ କରିବା ଦ୍ଵାରା ମୋଟାପା କମ ହେବା ସହ ଯେଉଁ ମାନଙ୍କର କବଜ ବା ଏସିଡିଟି ସମସ୍ଯା ଥିବା ତାହା ଦୂର ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *